Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶିଶିର ସାହୁ ମନୋଜ ଓଡ଼ିଶା ତଥା ଏହାର ଵିଚ୍ଛିନ୍ନାଞ୍ଚଳରେ ପିଜୁଳି ଫଳର ସହସ୍ରାଧିକ ନାମ ଚଳୁଅଛି । ପ୍ରତ୍ୟେକ ଜିଲ୍ଲାରେ ପିଜୁଳି ପାଇଁ ଅନ୍ତତଃ ଦୁଇଗୋଟି ନାଆଁ ନିଶ୍ଚୟ ମିଳିଯାଏ । ଧରନ୍ତୁ ଆପଣ ସାରା ଓଡ଼ିଶା ଭ୍ରମଣରେ ବାହାରିଛନ୍ତି ତେଵେ ପ୍ରତ୍ୟେକ ଅଞ୍ଚଳର ଲୋକେ ଆପଣଙ୍କୁ ପିଜୁଳିକୁ ଭିନ୍ନ ଭିନ୍ନ ନାଆଁରେ ଜାଣିଥିଵାର…
ଲେଖା: ଶିଶିର ସାହୁ ମନୋଜ ଦୂରଵର୍ତ୍ତୀ ଵାତ୍ଯାର କ୍ଷୀଣ ପ୍ରକୋପକୁ ଗଞ୍ଜାମ ଜିଲ୍ଲାର ଉପକୂଳଵର୍ତ୍ତୀ ଅଞ୍ଚଳରେ ଝଜ କୁହନ୍ତି । ସମ୍ଭଵତଃ ଏ ଶବ୍ଦଟି ଝଞ୍ଜା ଶବ୍ଦ ସହିତ ସମଦ୍ଧୃତ । ଝଜ ଏକ ଵିଶେଷ୍ଯ ଶବ୍ଦ ଭାଵେ ଵ୍ଯଵହୃତ ହୋଇଥାଏ ଠିକ୍ ସେଇଭଳି ଝଞ୍ଜା ଶବ୍ଦ ବି ଏକ ଵିଶେଷ୍ଯ ଶବ୍ଦ ଅଟଇ ।…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ ଓଡ଼ିଶାରେ ଵିଭିନ୍ନ ପ୍ରକାରର ଗୁପ୍ତଭାଷା ରହିଛି । ସାଧାରଣ ଭାଷା ଠାରୁ ଏଗୁଡ଼ିକ ସାମାନ୍ୟ ଦୁର୍ଵୋଧ ଫଳରେ କୋୖଣସି ଗୁପ୍ତ ଵିଷୟ ପରସ୍ପରରେ କଥୋପକଥନ ସମୟରେ ତୃତୀୟ ଵ୍ୟକ୍ତି ହଟାତ୍ ବୁଝିପାରେ ନାହିଁ । ଇଂରାଜୀରେ ଏଭଳି ଭାଷାକୁ Cypher Language…
ଉପସ୍ଥାପନା: ଶିଶିର ସାହୁ ମନୋଜ ଗୋଣ୍ଡି ପୁନେମ ଦର୍ଶନ ଅନୁସାରେ ଗୋଣ୍ଡି ଭାଷାର କିପରି ଉତ୍ପତ୍ତି ହୋଇଛି ତାହାର ପରିଚୟ ମିଳିଥାଏ । ଏଥିରେ ଉଲ୍ଲେଖ ରହିଛି ଯେ ଶମ୍ଭୁଶେକଙ୍କର ଡମ୍ଵରୁରୁ ଗୋଣ୍ଡି ଭାଷା ଉତ୍ପନ୍ନ ହୋଇଛି । ଏହି ଶମ୍ଭୁଶେକ ବହୁତ ସମ୍ଭଵ ଶିଵଶଙ୍କର ଭଗବାନଙ୍କ ଵ୍ଯତୀତ ଆଉ କେହି ନୁହନ୍ତି । କୁହାଯାଏ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଆମଭାଷାରେ ଗୋଟିକିଆ ଅକ୍ଷରଯୁକ୍ତ ଶବ୍ଦରେ ମାତ୍ରା ବଦଳିଗଲେ ଅର୍ଥ ମଧ୍ୟ ବଦଳିଯାଏ । ନିମ୍ନରେ ଵର୍ଗ୍ଯ ‛ବ’ ରେ ଏହି ପ୍ରକ୍ରିୟାର ଉଦାହରଣ ପ୍ରଦାନ କରାଗଲା । ବ ― ୧. ବଅ ଵା ବସ; ବସ କ୍ରିୟା ଶବ୍ଦର ଏକ ରୂପ ୨. ପାନଗଛର ଚେର…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ବ୍ରାହ୍ମୀଲିପି ଵର୍ଣ୍ଣମାଳା ସମୂହ ଓ ସ୍ଵରଵର୍ଣ୍ଣର ପ୍ରଥମ ଅକ୍ଷର ହେଉଛି ‘ଅ’ ! ଏହା ବ୍ରାହ୍ମୀଲିପିରୁ ଜାତ ଅଧିକାଂଶ ଆଧୁନିକ ଲିପିରେ ଚଳୁଅଛି । ଯଥା: ■ବ୍ରାହ୍ମୀ ― ? ■ଓଡ଼ିଆ ― ଅ ■ଦେଵନାଗରୀ ― अ ■ଗୁଜୁରାଟୀ ― અ ■ତାମିଲ୍ ―…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ସାର୍ଟ ଅର୍ଥରେ ଵ୍ୟଵହୃତ ଏହି ‛ଅଙ୍ଗା’ ଵା ‛ଅଙ୍ଗି’ ଶବ୍ଦଟି ଓଡ଼ିଶାର ଏକ ବହୁପ୍ରଚଳିତ ଦେଶଜ ଶବ୍ଦ ଏଵଂ ଏହାର ସଂସ୍କୃତ ସମଧୃତ ପ୍ରତିଶବ୍ଦ ହେଲା ‛ଅଙ୍ଗିକା’ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‛ଅଙ୍ଗା’ ଵା ‛ଅଙ୍ଗି’ ଶବ୍ଦର ନିମ୍ନଲିଖିତ ଅର୍ଥ ପ୍ରଦାନ କରାଯାଇଛି । ◆ ଅଙ୍ଗରଖା;…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ମାନକ ଵା ସଂସ୍କୃତ ଶବ୍ଦ ଯେତିକି ମହତ୍ତ୍ୱପୂର୍ଣ୍ଣ ସେତିକି ଆଵଶ୍ୟକତା ଦେଶଜ ଶବ୍ଦର ମଧ୍ୟ ରହିଛି । ଗୋଟିଏ ଭାଷାରେ କୌଣସି ମାନକ ଶବ୍ଦର ଅନେକ ଦେଶଜ ପ୍ରତିରୂପ ଥାଇପାରେ । ଏମିତିରେ କେଵଳ ମାନକ ଶବ୍ଦଟିକୁ ଠିକ୍ କହି ଵାକି ଆଞ୍ଚଳିକ ଶବ୍ଦ…
ଲେଖା: ଶିଶିର ସାହୁ ମନୋଜ ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କଲାଵେଳେ ଆମେ ‘ମଣିମା’ ଓ ‘ଛାମୁ’ କହିଥାନ୍ତି । କଳିଙ୍ଗରେ ଆଗେ ରାଜାଙ୍କୁ ମଧ୍ୟ ଆପଣ ବୋଲି ନ କହି ଛାମୁ ସମ୍ବୋଧନ କରାଯାଉଥିଲା । ଯଥାର୍ଥରେ ଶ୍ରୀଜଗନ୍ନାଥ ସବୁ ସନାତନୀ କ୍ଷେତ୍ର ମଧ୍ୟରେ ରାଜା ଅଟନ୍ତି କାରଣ ତାଙ୍କର ସମସ୍ତ ରୀତିନୀତି ଓ ପୂଜା ପଦ୍ଧତି…
ଲେଖା: ଶିଶିର ସାହୁ ମନୋଜ ସାଂଖ୍ୟଶାସ୍ତ୍ରରେ ପ୍ରକୃତି “ପଞ୍ଚ ମହାଭୂତ”ରୁ ସୃଷ୍ଟି ହୋଇଥିଵା କୁହାଯାଇଛି, ତାହା ହେଲା:- ● ଵାୟୁ ● ଅଗ୍ନି ● ଜଳ ● ପୃଥିଵୀ ● ଅନ୍ତରୀକ୍ଷଏଠାରେ ପ୍ରତ୍ୟେକ ତତ୍ତ୍ଵର ପାଞ୍ଚଟି ସ୍ଵରୂପ ଅଛି; ◆ ୧. ଅନ୍ତରୀକ୍ଷ କ. କାମ ଖ. କ୍ରୋଧ ଗ. ଲୋଭ ଘ. ମୋହ ଙ.…