Category ଆମ ଭାଷା ଓ ସାହିତ୍ୟ

ଲାଵଣ୍ୟଵତୀ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଲାଵଣ୍ୟଵତୀ କାଵ୍ୟରେ ଭାରତ ଵର୍ଷର ଵିଭିନ୍ନ ଦେଶର ଵର୍ଣ୍ଣନା ~ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ଲାଵଣ୍ୟଵତୀ କାଵ୍ୟରେ ଭାରତ ଵର୍ଷର ଵିଭିନ୍ନ ଦେଶର ଵର୍ଣ୍ଣନା କରିଛନ୍ତି। ଲାଵଣ୍ୟଵତୀ କାଵ୍ୟର ପ୍ରଥମ ଭାଗ ଅଷ୍ଟମ ଛାନ୍ଦରେ କେମିତି ସିଂହଳଦେଶର ରାଜା ନିଜ ଵିଵାହଯୋଗ୍ୟା କନ୍ୟା ଲାବଣ୍ୟଵତୀର ଚିତ୍ରପଟଟିଏ…

ଗୁରୁ

~ ଗୁରୁ ~ ଲେଖା: ଅମୃତେଶ ଖଟୁଆ ‘ପୁଣି ପଡଇ ଘୋରତମେ । ଗତ ଆଗତ ପଥଶ୍ରମେ ।। ଏ କଥା ବୁଝି ଗୁରୁ ପାଦେ । ଆଶ୍ରେ କରିବ ଅପ୍ରମାଦେ ।। ଉତ୍ତମ ଗୁରୁ ଆଶ୍ରେ କରି । ତାଙ୍କ ବଚନ ଶିରେ ଧରି ।। ସମଦରଶୀ ନିଷ୍ଠାପର । ତପ କଷଣ ସହେ…

ବାଙ୍କୀରାଣୀ ଶୁକଦେଈ

~ ବାଙ୍କୀରାଣୀ ଶୁକଦେଈ ~ ସୌରଭିତ ସୃଷ୍ଟି: ରାଧାମୋହନ ଗଡ଼ନାୟକ ଛନ୍ଦକବି ରାଧାମୋହନ ଗଡ଼ନାୟକଙ୍କ ଏକ ଅମଳିନ ସୃଷ୍ଟି ! ଉତ୍କଳିକା କାବ୍ୟର ଏକ କବିତା ବାଙ୍କୀରାଣୀ ଶୁକଦେଈ . .  ବାଙ୍କି-ରାଣୀର ସମ୍ମୁଖ ଭାଗେ ଖୋରଧା ରାଜନ ସରମଭରେ, ବୁକୁର ବ୍ୟାକୁଳ ବେଦନା ବିପାକ ପ୍ରକାଶିଲେ ଧୀର ନମ୍ର ସ୍ଵରେ | *** *…

କହଇ ଦାସ ଜଗନ୍ନାଥ

~ କହଇ ଜଗନ୍ନାଥ ଦାସ ~ ଲେଖା: ଅମୃତେଶ ଖଟୁଆ “ତୋଷ ନୁହଁଇ ମୋର ଚିତ୍ତ, କହଇ ଦାସ ଜଗନ୍ନାଥ” II ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର…

କ୍ଷୀରୋଦ ଚନ୍ଦ୍ର ପୋଥାଳ

ଲେଖା: ଅମୃତେଶ ଖଟୁଆ ~ କ୍ଷୀରୋଦ ଚନ୍ଦ୍ର ପୋଥାଳ ~ “ଅକଲ ମକଲ ଟକଲ ଟିଆଁ, ହନୁ ମାଙ୍କଡ଼ ହୋଇଛି ଠିଆ। ବିଲେଇ ନାନୀ ହେଉଛି ବାହା, ଗଧିଆ ଭାଇ ପିଉଛି ଚାହା। ଠେକୁଆ ଭାଇ ଭରିଛି ରାହା, ଅଜା ଘର ଯିବ ଆମ ଠେକୁଆ। ଅକଲ ମକଲ ଟକଲ ଟିଆଁ ଚିଁ ଚିଁ କରେ…

ଓଡ଼ିଆ ଲିପି

ଲେଖା: ତେଜସ୍ବ ତ୍ରିପାଠୀ ~ ଓଡ଼ିଆ ଲିପି ~ ଭାଷା ଓ ଲିପି ପରସ୍ପରର ପରିପୂରକ l ମାନବ ସଭ୍ୟତାର ଇତିହାସ ରେ ଲିପି ବା ଅକ୍ଷର ଏକ ମହତ୍ୱ ପୂର୍ଣ୍ଣ ଅବଦାନ l ମନୁଷ୍ୟର ମୁଖ ନିସୃତ ବାଣୀକୁ ଚିର କାଳ ଧରି ଅକ୍ଷୟ ରଖିବା ପାଇଁ ଲିପିର ସୃଷ୍ଟି l ମନୁଷ୍ୟ ସଭ୍ୟତାର…

ଦାରାକ୍ଷ

ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ   ~ ହଜିଯାଇଥିଵା ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ‘ଦାରାକ୍ଷ’ ~ ଅଙ୍ଗୁର କୋଳିକୁ କିଏ ନ ଜାଣେ ? ସାରା ପୃଥିଵୀର ଯେକୌଣସି ହାଟବଜାରରେ ଆଉ କିଛି ମିଳୁ କି ନ ମିଳୁ ଅଙ୍ଗୁର କୋଳି ନିଶ୍ଚୟ ମିଳିଯାଏ । ସାଧାରଣତଃ Vitis ପ୍ରଜାତିର ୮୧ରୁ…

ଷୋଡ଼ଶ ମାତା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ଏଵଂ ଓଡ଼ିଆ ଜନସମାଜରେ ତହିଁର ପ୍ରତିଫଳନ ~ ଷୋଡଶ ପ୍ରକାର ମାତାଙ୍କ କଥା ବ୍ରହ୍ମଵୈଵର୍ତ୍ତ ପୁରାଣର ଗଣପତିଖଣ୍ଡରେ କାର୍ତ୍ତିକେୟ ସଂଵାଦସ୍ଥ ୧୫ତମ ଅଧ୍ଯାୟରେ ଲେଖାଅଛି: “ସ୍ତନଦାତ୍ରୀ ଗର୍ଭଧାତ୍ରୀ ଭକ୍ଷଦାତ୍ରୀ ଗୁରୁପ୍ରିୟା । ଅଭୀଷ୍ଟଦେଵପତ୍ନୀ ଚ ପିତୁଃ ପତ୍ନୀ ଚ କନ୍ଯକା…

‘ଖାରବେଳ’ କାଵ୍ଯ

ଲେଖା: ଶିଶିର ମନୋଜ ସାହୁ ~ ରାଣୀଗୁମ୍ପା ଶିଳାଲେଖର ଚିତ୍ର ଓ ଖାରବେଳଙ୍କ ଜୀଵନୀ ~ ରାଣୀଗୁମ୍ଫା ଉପର ମହଲାରେ ଖୋଦିତ ଚିତ୍ରାଵଳୀ (ଫଳକ ନମ୍ବର ୨)କୁ ଅନୁଧ୍ୟାନ କରି ବରପାଲି ନିଵାସୀ ପ୍ରଖ୍ୟାତ ଐତିହାସିକ ସ୍ଵର୍ଗୀୟ ନଵୀନ କୁମାର ସାହୁ ଏ ସମ୍ବନ୍ଧରେ ନିମ୍ନୋକ୍ତ ଵର୍ଣ୍ଣନା ପ୍ରଦାନ କରିଥିଲେ । “ଥରେ ସିଂହପଥର ରାଜା…

ବିଦଗ୍ଧ ଚିନ୍ତାମଣି

ସୌରଭିତ ସୃଷ୍ଟି: ଅଭିମନ୍ୟୁ ସାମନ୍ତସିଂହାର ~ ବିଦଗ୍ଧ ଚିନ୍ତାମଣି ~ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ଉତ୍କଳୀୟ ରୀତିଯୁଗୀୟ ସାହିତ୍ୟଜଗତର ଜଣେ ଅନ୍ୟତମ କାବ୍ୟସ୍ରଷ୍ଟା। ଅଷ୍ଟାଦଶ ଶତାବ୍ଦୀରେ ଉତ୍କଳୀୟ କାବ୍ୟାକାଶରେ ଅସାଧାରଣ ମାର୍ତ୍ତଣ୍ଡ ତୁଲ୍ୟ ଏହି ଅନନ୍ୟ ପ୍ରତିଭାଙ୍କ ବର୍ଣ୍ଣିଳ ଶୈଳୀ, ଆବେଗସ୍ନାତ ଭାଷା, ଗମ୍ଭୀର ଭାବନା, ଆଳଙ୍କାରିକ ଛଟା, ମନୋଜ୍ଞ ଚେତନା ସୃଷ୍ଟ କାବ୍ୟ-କବିତାନିଚୟ ଉତ୍କଳର…