Category ଆମ ଭାଷା ଓ ସାହିତ୍ୟ

ଗାଈଘିଅ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଗାଈଘିଅ । ଏହାକୁ ସଂସ୍କୃତରେ ଗବ୍ୟଘୃତ କୁହାଯାଉଥିଲା । ପଞ୍ଚଗବ୍ୟର ମିଶ୍ରଣରେ ଔଷଧ ତିଆରି ହେଉଥିଲା । ସେହି ପଞ୍ଚଗବ୍ୟର ନାମ ଦୁଗ୍ଧ(କ୍ଷୀର), ଦଧି(ଦହି), ଘୃତ(ଘିଅ), ଗୋମୁତ୍ର, ଗୋବର ! ଆମିକ୍ଷା ବା ଛେନା ଯେହେତୁ ଏକ ଯୌଗିକ(ଦହିରେ କ୍ଷୀର ମିଶାଇ କରାଯାଏ) ତେଣୁ ଏହାକୁ ପଞ୍ଚଗବ୍ୟର…

ଦିଣ୍ଡା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଆମ ଭାଷାରେ Unmarried/Young girlsଙ୍କ ପାଇଁ ଅନେକ ଶବ୍ଦ ଅଛି, ଯେମିତିକି ଯୁବତୀ, ତରୁଣୀ, ନବୀନା, ନବଯୌବନା ଆଦି । କିନ୍ତୁ ଏସବୁ ଶବ୍ଦ ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ଚଳୁଅଛି । ତେବେ ଓଡ଼ିଆରେ ଗୋଟିଏ ଶବ୍ଦ ଅଛି ଡିଣ୍ଡା ବା ଦିଣ୍ଡା, ଯାହା…

ଦ୍ରୋଣ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଦ୍ରୋଣ ଶବ୍ଦକୁ ବୁଝିବାକୁ ହେଲେ ତାହାର ନିରୁକ୍ତୀ ବିଜ୍ଞାନକୁ ବୁଝିବାକୁ ହେବ । ଏ ଶବ୍ଦଟି ‛ଦ୍ରୁ ଧାତୁ’ ସହ ‛ଣ’ ଯୁକ୍ତ ହୋଇ ଗଠିତ ହୋଇଛି । ‘ଦ୍ରୁ’ ଧାତୁର ଅନେକ ଅର୍ଥ ମଧ୍ୟରେ ଦୁଇଟି ମୁଖ୍ୟ ଅର୍ଥ ହେଉଛି ୧. ଗମନ କରିବା ୨.…

ମେଘ ବରଷିଲା ଟପର ଟପର

ସୌରଭିତ ସୃଷ୍ଟି: ପଲ୍ଲୀକବି ନନ୍ଦକିଶୋର ବଳ           (୧) ବିଧାତା ନିଗୁଢ଼-ନିଦେଶେ ଗ୍ରୀଷମ ଯେଉଁ ଧରାଧାମ ଛାଡି଼; ପ୍ରବଳ ବେଗରେ ଘୋର ବୃଷ୍ଟିକାଳ ଆସିଲା ସଂସାରେ ମାଡ଼ି । ଭାବଇ ଦେଖିଣ ମହାପରିବର୍ତ୍ତ ଅଚିରେ ଧରଣୀ ମୁଖ, ଚିରକାଳ ସିନା ଏ ମର ଧାମରେ ଲାଗିଛଇ ଦୁଃଖ ସୁଖ  ।…

ଓଡ଼ିଆ ଭାଷାର ଜନକ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କିଛି ଲୋକ ସାରଳା ଦାସଙ୍କୁ ଓଡ଼ିଆ ଭାଷାର ଜନକ କହି ବୁଲୁଛନ୍ତି ! ମାତ୍ର ଏହା ଠିକ୍ ନୁହେଁ ! ପ୍ରାକୃତିକ ଭାଷାକୁ ପ୍ରାକୃତ କୁହାଯାଏ ସେଥିପାଇଁ ଜଗନ୍ନାଥ ଦାସ ଆଦି ଅନେକ କବି ଓଡ଼ିଆ ଭାଷାକୁ ପ୍ରାକୃତ ବିବେଚିତ କରିଛନ୍ତି ! କୃତ୍ରିମ ଭାଷାଗୁଡ଼ିକୁ ଜଣେ…

କଵି ଯଦୁମଣି

ଉପସ୍ଥାପନା: ଶିଶିର ସାହୁ ମନୋଜ ସେତେବେଳେ ଶ୍ରୀଯୁକ୍ତ ଭାଗୀରଥି ମହେନ୍ଦ୍ର ବାହାଦୁର ଢେଙ୍କାନାଳଗଡ଼ର ଶାସକ ଥାଆନ୍ତି । ସେ ଥରେ ଗୋଟିଏ ପଣ୍ଡିତ ସଭାର ଆୟୋଜନ କରାଇଥିଵାରୁ ଉତ୍କଳଘଣ୍ଟ କଵି ଯଦୁମଣି ସେଠାକୁ ଯାଇଥିଲେ । ରାଜା ସ୍ଵୟଂ ପଣ୍ଡିତମାନଙ୍କର ଅଭ୍ୟର୍ଥନା କରୁଥାଆନ୍ତି । ଯେତେ ଉହୁଙ୍କିଲେ ବି ଯଦୁମଣିଙ୍କୁ ଦ୍ଵାରରକ୍ଷକମାନେ ଭିତରକୁ ଯିଵାକୁ ଦେଲେ…

ଆଲୋ ମୁକୁତି

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ “ଆଲୋ ମୁକୁତି ! ଗୁରୁଵାର ଦିନ ହବୁ ପୋଖତି ପୁଅ ନାଆଁ ଦବୁ ଚକରଧର ମୁତି ପକେଇଵ ଚର୍ ଚର୍ ।” ଏ ଢଗର ଅର୍ଥ କ’ଣ ହେଇପାରେ ? ମୋତେ ତାହା ଜଣା ପଡିନାହିଁ ତେଵେ ଅନୁମାନ କରାଯାଉ ଏ ଢଗର କ’ଣ ସମ୍ଭାଵିତ ଅର୍ଥ…

କୁମାର

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ମନରେ ବେଳେବେଳେ ପ୍ରଶ୍ନ ଆସେ ଯେ ଭାରତଵର୍ଷରେ ଵିଶେଷତଃ ଆମ କଳିଙ୍ଗଦେଶରେ ନାଆଁ ଓ ସାଙ୍ଗିଆ ମଝିରେ କୁମାର କାହିଁକି ଲଗାଯାଇଥାଏ । ଉଦାହରଣ ସ୍ୱରୂପ: *ପ୍ରଦ୍ୟୁମ୍ନ କୁମାର ସ୍ଵାଇଁ *ପଵନ କୁମାର ପାତ୍ର ଇତ୍ୟାଦି ଇତ୍ୟାଦି… ସାରା ଭାରତରେ ଏଭଳି ନାମକରଣ ପ୍ରକ୍ରିୟା ସବୁଠାରୁ ଅଧିକ…

ଦଣ୍ଡା ବାଳୁଙ୍ଗା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ “ବାଳୁଙ୍ଗା ତ ବାଳୁଙ୍ଗା ଏ ଦଣ୍ଡା ବାଳୁଙ୍ଗା ପୁଣି କିସ ?” ଏହାର ଉତ୍ତର ଜାଣିଵାକୁ ହେଲେ ପ୍ରଥମେ ଆମ ଭାଷାର ଏହି ଦୁଇଗୋଟି ଶବ୍ଦ ଦଣ୍ଡା ଓ ବାଳୁଙ୍ଗାର ଅନୁଶୀଳନ କରିଵାକୁ ହେଵ । ଆମ ଭାଷାରେ ନୀଵାର ଧାନକୁ ବାଳୁଙ୍ଗା କୁହାଯାଏ ତେବେ ଏ…

ମଦ୍ୟ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ପୁରାଣରେ ସୁରାକୁ ଦେବତାଙ୍କର ଏବଂ ମଦୀରାକୁ ରାକ୍ଷସଙ୍କର ନିଶାପାନୀୟ ଦ୍ରବ୍ୟ କୁହାଯାଇଛି । ତେବେ ଏ ଉଭୟ ପ୍ରକାରର ମଦ୍ୟ ଭାରତୀୟ ପ୍ରଜା ପ୍ରାଚୀନ କାଳରୁ ବ୍ୟବହାର କରିଆସୁଛନ୍ତି । କିଛି ଆତ୍ମମୁଗ୍ଧ ବ୍ୟକ୍ତିବିଶେଷ ମଦ୍ୟ ବିଷୟରେ କିଛି ନଜାଣି ତାହାକୁ ବୈଦେଶିକଙ୍କ ଦ୍ବାରା ଭାରତ ଆଣି…