ସବ୍ୟସାଚୀ ମହାପାତ୍ର

5 years ago

ଲେଖା: ଦେଵ ତ୍ରିପାଠୀ ଚଳିତ ଦଶନ୍ଧିରେ ଯଦି କୌଣସି ବୁଦ୍ଧିଜୀବି ମୌଳିକ ତଥା କ୍ଲାସିକ ଓଡ଼ିଆ ଚଳଚ୍ଚିତ୍ରମାନ ଦେଖିବାକୁ ଇଛା କରନ୍ତି ତେବେ ନଜରକୁ ଆସେ "ଶଳାବୁଢା",…

ରାଣୀ ଶୁକଦେଇ

5 years ago

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆ ବୀରାଙ୍ଗନା ରାଣୀ ଶୁକଦେଇ ~ "ହେ ଉତ୍କଳ ! କହିପାରୁ ନାହିଁ, ରାଣୀ ଦୁର୍ଗାବତୀ, ଭୀମସିଂ ଗୃହିଣୀ ପଦ୍ମିନୀ, ଝାନ୍ସୀ…

ବିମ୍ବାଧର ବର୍ମା

5 years ago

ଲେଖା: ନିରଞ୍ଜନ ସାହୁ ଅନନ୍ୟ ପ୍ରତିଭାର ଅଧିକାରୀ ସେ ମଣିଷ। ଦୂର ପାହାଡ଼, ଜହ୍ନରାତିର ରୂପେଲି କିରଣ, ପୋଖରୀ ଭିତରେ ଚନ୍ଦ୍ରର ପ୍ରତିଛବି,ସବୁଜ ବନାନୀ, ଅଗଣିତ ତାରାଫୁଲ,…

ବାଘନୃତ୍ୟ

5 years ago

ଲେଖା: ଦେଵ ତ୍ରିପାଠୀ ମୟୁର କେଶ ତୋଳି ମୟୁରୀକୁ ପ୍ରଲୁବ୍ଧ କରେ, ସିଂହର କେଶର ତାକୁ ଦିଏ ପୁରୁଷାକାର, ଶୁଆର ହରିତପକ୍ଷ ଠାରୁ ପ୍ରଜାପତିର ବିଚିତ୍ର ରଙ୍ଗୀନ…

ବରାହୀ ଦେଉଳ

5 years ago

ଲେଖା: ଦେଵ ତ୍ରିପାଠୀ ନିମାପଡାଠାରୁ ପ୍ରାୟ ପନ୍ଦର କି.ମି. ପୂର୍ବକୁ କାକଟପୁର ରାସ୍ତାରେ ଗଲେ ପଡ଼େ 'ଚଉରାଶି' ଗ୍ରାମ । ଏହାର ପଶ୍ଚିମ ଦିଗରେ ଲଳିତା ନଦୀ,…

ଦୋଳପୂର୍ଣ୍ଣିମା

5 years ago

ଲେଖା: ଶିବାଶିଷ ମହାପାତ୍ର   ବିଶେଷତଃ କଳିଯୁଗେ, ଦୋଳଯାତ୍ରା ବିଧିୟତେଃ । ଫାଲଗୁନସ୍ୟ ଚତୁର୍ଦ୍ଦଶ୍ୟାଃମ୍ ଅଷ୍ଟମେ ନାମସଂଯକଃ ।। (ପଦ୍ମ ପୁରାଣ ) ଦୋଳରେ ଝୁଲିବେ ଭଗବାନ…

ଭାରତବର୍ଷର ଗୁପ୍ତ ବୃନ୍ଦାବନ

5 years ago

ଉପସ୍ଥାପନା: ନିରଞ୍ଜନ ସାହୁ ସେ ଭୂମି ବୈଷ୍ଣବ କ୍ଷେତ୍ର। ପୂର୍ବ ଭାରତର ବୃନ୍ଦାବନ। ଶତାବ୍ଦୀ ଶତାବ୍ଦୀ ଧରି କଳ୍ପଦୃମ ସଦୃଶ ।ଐତିହାସିକ, ଭୌଗୋଳିକ, ପୌରାଣିକ ଓ ସାଂସ୍କୃତିକ…

କବି ବାଞ୍ଛାନିଧି ମହାନ୍ତି

5 years ago

ଲେଖା: ଦେଵ ତ୍ରିପାଠୀ "ଗାଅ ସ୍ୱାଧୀନ ଭାରତ, ସ୍ୱାଧୀନ ଭାରତ ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ  ଗାଏ ସାଗର ଭୂଜର ଅମ୍ବର ଚୁମ୍ବିତ  ଭାଲ ହିମାଚଳ ଗିରିବର କମ୍ପିତ…

ଗୁରୁକୃଷ୍ଣ ଗୋସ୍ଵାମୀ

5 years ago

ଲେଖା: ଦେଵ ତ୍ରିପାଠୀ "ମୁଁ ଜାଣେ ମୋ ସପନ ଦିନେ ସତ ହୋଇବ, ମୋ ମନର ରୂପାଡ଼ାଳେ ସୁନାଫୁଲ ଫୁଟିବ ।" ସପନ ଦେଖିଥିଲା ସେଇ ୨୧…

ଗୋପବନ୍ଧୁ ଚୌଧୁରୀ

5 years ago

ଲେଖା: ଦେଵ ତ୍ରିପାଠୀ ୧୯୨୦ ସାଲ । ନଇବଢ଼ି ସମୟ ।  ବନ୍ୟାବିଧ୍ୱସ୍ତ ଜେନାପୁର ଓ ଅନ୍ୟ ଗ୍ରାମଗୁଡିକରେ ବନ୍ୟାପ୍ରପୀଡ଼ିତ ଲୋକଙ୍କ ଅବସ୍ଥା ଦେଖି କାନ୍ଦି ଉଠିଲା…