Physical Address
Sai Samarpanam, Satya Vihar, Bhubaneswar

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଲାଵଣ୍ୟଵତୀ କାଵ୍ୟରେ ଭାରତ ଵର୍ଷର ଵିଭିନ୍ନ ଦେଶର ଵର୍ଣ୍ଣନା ~ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ଲାଵଣ୍ୟଵତୀ କାଵ୍ୟରେ ଭାରତ ଵର୍ଷର ଵିଭିନ୍ନ ଦେଶର ଵର୍ଣ୍ଣନା କରିଛନ୍ତି। ଲାଵଣ୍ୟଵତୀ କାଵ୍ୟର ପ୍ରଥମ ଭାଗ ଅଷ୍ଟମ ଛାନ୍ଦରେ କେମିତି ସିଂହଳଦେଶର ରାଜା ନିଜ ଵିଵାହଯୋଗ୍ୟା କନ୍ୟା ଲାବଣ୍ୟଵତୀର ଚିତ୍ରପଟଟିଏ…

ଲେଖା: ଶ୍ରୀକାନ୍ତ ସିଂହ ~ ଦୁର୍ଗା ~ ଶରତର ନିର୍ମଳ ଆକାଶ ଆଉ ଧରଣୀରେ କାଶତଣ୍ଡୀ ଫୁଲର ଶ୍ୱେତସମ୍ଭାର ଇଙ୍ଗିତ କରେ, ମାତୃ ଆବାହନର ସମୟ ଯେ ଉପନୀତ । ଦେବୀ ଉତ୍ଥାପନର ପବିତ୍ର ବେଳାରେ ଜଗତଜନନୀଙ୍କ ଆବାହନ ନିମନ୍ତେ ସହସ୍ରକୁମ୍ଭାଭିଷେକ ସହିତ ଷୋଡଶ ଦିନାତ୍ମକ ପୂଜାର ହୁଏ ଅୟମାରମ୍ଭ । ଏହି ଅବସରରେ, ସହର,…

ଲେଖା: ଅମ୍ବିକା ପଟ୍ଟନାୟକ ~ ହଜିଯାଉଥିବା ଖେଳ – ଧାଡ଼ି ଧୁକୁଡ଼ି ~ ଦିନ ଥିଲା ଗଞ୍ଜାମର ଗ୍ରାମାଞ୍ଚଳରେ ଏକ ପ୍ରକାର ବୁଦ୍ଧିର ଖେଳ ହେଉଥିଲା । ବିନା ଖର୍ଚ୍ଚରେ ଘରୁଆ ଖେଳ । ଖଣ୍ଡେ ଚକ ଖଡ଼ି କିଛି ଭଙ୍ଗା ଚୁଡ଼ି ଆଉ ଦୁଇ ଜଣ ବ୍ୟକ୍ତି । ସାନ ବଡ଼ ହୋଇ ତିନୋଟି…

ଲେଖା: ନୟାଗଡ଼ ଇତିହାସ ~ ନୟାଗଡ଼ ସହର (ନିଜିଗଡ଼) ସ୍ଥାପନ ତଥ୍ୟ ~ ବ୍ରିଟିଶ ଲେଖକ ହଣ୍ଟର ସାହେବଙ୍କ ଲିଖିତ ପୁସ୍ତକ “ଓଡିଶା ଗଡ଼ଜାତ ଇତିହାସ” ଏବଂ ଶ୍ରୀ କୈଳାଶ ଚନ୍ଦ୍ର ପାଣିଗ୍ରାହୀଙ୍କ “ନୟାଗଡ଼ ଇତିହାସ” ପୁସ୍ତକରେ ଆଜିର ନୟାଗଡ଼ ସହର, ଯାହାର ଅନ୍ୟ ନାମ “ନିଜିଗଡ଼” ଅର୍ଥାତ ରାଜା ନିଜେ ଏଠି ରହୁଥିବାରୁ ଏହାର ଅନ୍ୟନାମ…

~ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ~ ଲେଖା: ଅମୃତେଶ ଖଟୁଆ ଜଣେ ଅଜସ୍ରସ୍ରାବୀ ସଦାଧ୍ୟାୟୀ ପ୍ରାବନ୍ଧିକ ଓ ସାହିତ୍ୟିକ ରୂପେ ତାଙ୍କର ସର୍ଜନଶୀଳତା ଅପରିମିତ। ସ୍ଵାଧୀନୋତ୍ତର ଓଡିଶାରେ ଓଡିଶାର ସଂସ୍କୃତି ଓ ଇତିହାସ ସମେତ ଜଗନ୍ନାଥ ତତ୍ତ୍ଵ, ଜୀବନୀ ସାହିତ୍ୟରେ ସୁପ୍ରଚୁର କୃତୀତ୍ଵ ଛାଡି ଯାଇଥିଲେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ। ଏକାଧାରରେ ସେ ଥିଲେ ଜଣେ…

~ ଗୁରୁ ~ ଲେଖା: ଅମୃତେଶ ଖଟୁଆ ‘ପୁଣି ପଡଇ ଘୋରତମେ । ଗତ ଆଗତ ପଥଶ୍ରମେ ।। ଏ କଥା ବୁଝି ଗୁରୁ ପାଦେ । ଆଶ୍ରେ କରିବ ଅପ୍ରମାଦେ ।। ଉତ୍ତମ ଗୁରୁ ଆଶ୍ରେ କରି । ତାଙ୍କ ବଚନ ଶିରେ ଧରି ।। ସମଦରଶୀ ନିଷ୍ଠାପର । ତପ କଷଣ ସହେ…

~ ବାଙ୍କୀରାଣୀ ଶୁକଦେଈ ~ ସୌରଭିତ ସୃଷ୍ଟି: ରାଧାମୋହନ ଗଡ଼ନାୟକ ଛନ୍ଦକବି ରାଧାମୋହନ ଗଡ଼ନାୟକଙ୍କ ଏକ ଅମଳିନ ସୃଷ୍ଟି ! ଉତ୍କଳିକା କାବ୍ୟର ଏକ କବିତା ବାଙ୍କୀରାଣୀ ଶୁକଦେଈ . . ବାଙ୍କି-ରାଣୀର ସମ୍ମୁଖ ଭାଗେ ଖୋରଧା ରାଜନ ସରମଭରେ, ବୁକୁର ବ୍ୟାକୁଳ ବେଦନା ବିପାକ ପ୍ରକାଶିଲେ ଧୀର ନମ୍ର ସ୍ଵରେ | *** *…

ଲେଖା: ନିରଞ୍ଜନ ସାହୁ ~ ଯଶସ୍ଵିନୀ ମହାରାଣୀ ଶୁକଦେଇ ~ “ହେ ଉତ୍କଳ ! କହିପାରୁ ନାହିଁ, ରାଣୀ ଦୁର୍ଗାବତୀ, ଭୀମସିଂ ଗୃହିଣୀ ପଦ୍ମିନୀ, ଝାନ୍ସୀରାଣୀ ଲକ୍ଷ୍ମୀବାଇ ପ୍ରଭୃତି ବୀରାଙ୍ଗନା ମାନଙ୍କର ଅଦ୍ଭୁତ ଚରିତ ତୁମ୍ଭ ମାନସରେ ଅଦ୍ଭୁତ ସାହସ ପ୍ରଦାନ କରେ ଏବଂ ମନରେ ସ୍ଥିର କରି ନିଶ୍ଚୟ ନାରୀ ଜାତିର ଦୁରବସ୍ଥା ବିମୋଚନ…

ଲେଖା: ଶ୍ରୀକାନ୍ତ ସିଂହ ~ ପୁରୀ ବାଗେଶ୍ୱରପୁର ଗ୍ରାମର ରାମେଶ୍ୱର ମନ୍ଦିର ~ ଗଙ୍ଗବଂଶୀୟ ଶାସନ କାଳରେ ଓଡ଼ିଶାରେ ଅନେକ ଗୁଡ଼ିଏ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରମାନ ନିର୍ମାଣ ହୋଇଥିଲା l ଏହି ମନ୍ଦିର ଗୁଡ଼ିକ ପ୍ରାୟତଃ ପୂର୍ଵ ଓଡ଼ିଶାର ଦୟା, ଭାର୍ଗବୀ, କୁଶଭଦ୍ରା ଓ ପୁଣ୍ୟତୋୟା ପ୍ରାଚୀ ନଦୀ ଉପତ୍ୟକାରେ ଗଢ଼ି ଉଠିଥିଲା l ସମୟର…

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀମୁଖଲିଙ୍ଗେଶ୍ୱର ~ ଅବିଶ୍ରାନ୍ତ ମୋୖସୁମୀ କାଳୀନ ଲଘୁଚାପ ଜନିତ ବର୍ଷା, ଆଉ ତା ସହିତ ଆମର ଐତିହାସିକ “ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା” ନିହାତି ଭାବେ ସ୍ମରଣୀୟ ହୋଇ ରହିବ ଆମ ପାଇଁ l ଐତିହାସିକ ଏଇଥି ପାଇଁ କାରଣ ଅଗଷ୍ଟ ତେର, ଚଉଦ ଓ ପନ୍ଦର ତାରିଖ ତିନି…