Physical Address
Sai Samarpanam, Satya Vihar, Bhubaneswar

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଶ୍ରୀରାମନାଥ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ…

ଲେଖା: ଅମ୍ବରୀଶ ମଙ୍ଗରାଜ ~ ସ୍ମୃତିରେ ତଅପୋଇ ~ ସେଦିନ ରବିବାର ଛୁଟି, ତେଣୁ ଜାଣିଶୁଣି ଭାଇ ଓ ମୁଁ ଖଟରେ ପଡି ରହିଥିଲୁ ହେଲେ ବୋଉ ପାଟିକରି ଉଠେଇବାକୁ ଲାଗିଲା – ବାଡ଼ିରେ ଆଉ ଗୋଟେ ଫୁଲ ନାହିଁ ଘର ଦିଅଁ ପୂଜା ହେବେ କେମିତି ?? ତମେ ଦିଟା ବିଲ ବିକି…

ଲେଖା: ଅଶୋକା ନାୟକ ~ ଆମ ପରମ୍ପରା ଖଡ଼ିଛୁଆଁ ~ ଗଣେଶ ପୂଜା ଆସିଗଲେ ଛୋଟ ଛୋଟ ପିଲାଙ୍କର ବିଦ୍ୟାରମ୍ଭ କଥା ବି ବାପା ମା’ମାନେ ଚିନ୍ତା କରନ୍ତି। ବହୁ ବର୍ଷ ଆଗରୁ ବିଦ୍ୟାରମ୍ଭ ପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରା ହେଉଥିଲା। ଶିଶୁକୁ ଚାରି ବର୍ଷ, ଚାରି ମାସ ଓ ଚାରି ଦିନରେ ବିଦ୍ୟାରମ୍ଭ…

~ ମାଟିର ମଲାଟ ତଳେ ସାଧନା: ପ୍ରଫୁଲ୍ଲ ଦାସ ~ ଲେଖା: ଅମୃତେଶ ଖଟୁଆ “ସେମାନଙ୍କ (ହରିଜନ) ସହ ନିଜେ ନବକୃଷ୍ଣ ତାଳପତ୍ର ଟୋପର ମୁଣ୍ଡରେ ଦେଇ ପାଇକଛା ଭିଡି କୋଡି ଧରି ମାଟି ହାଣିଲେ ଓ ମାଳତୀ ମଧ୍ୟ ଶାଢି କାନିକୁ ଅଣ୍ଟାରେ ଭିଡି ତାଙ୍କ ପଛେ ପଛେ ଘାସ ବାଛି ଚାଲନ୍ତି ।…

~ କଳିଙ୍ଗ ସ୍ଥାପତ୍ୟରେ ଶ୍ରୀଗଣେଶ ~ ଲେଖା: ଶ୍ରୀକାନ୍ତ ସିଂହ ‘ଯୋଗେଣ ଯୋଗେଶ୍ଵର ସଦାନନ୍ଦର ତନୟେ, ମନ ଚଇତନ ୟେକତ୍ଵ କଲୁ ଅଜପା ଯୋଗ ଲୟେ । ବିସ୍ତାର ଉଦରେ ଯାହାର ଗ୍ୟାନ ସଚ୍ଚା, ପୃଥୁଳ ଶରୀର ନାଥ ଅଭୟେ କାଳ ବଞ୍ଚା । ଶିଖିପୃଚ୍ଛ ମଉଳି ବତିଶ ଗୁଣେ କଳା, ଭର ହରଷ ନାଥ…

ଲେଖା: ଶ୍ରୀକାନ୍ତ ସିଂହ ~ ତ୍ରିବେଣୀଶ୍ୱର ମହାଦେବ ମନ୍ଦିର ~ ସମୟର ଆବର୍ତ୍ତରେ ଅନେକ ଇତିହାସ ଅଜଣା, ଅଶୁଣା ଓ ଅଚିହ୍ନା ହୋଇ ରହିଯାଇଥାଏ; ସାଧାରଣ ଲୋକଙ୍କ ଅଗୋଚରରେ ଏକାନ୍ତ ଭାବେ ଅପରିଚିତ ହୋଇ ପଡ଼ିରହିଥାଏ l ସେହିପରି ଏକ ଅଜଣା, ଅପରିଚିତ ଅବା ସ୍ୱଳ୍ପ ପରିଚିତ ପ୍ରାଚୀନ ଇତିହାସ ହେଉଛି ତ୍ରିବେଣୀଶ୍ୱର ମହାଦେବ…

ଲେଖା: ବନ୍ଧନ ଦଳେଇ ~ କବି ରାଧାମୋହନ ଗଡ଼ନାୟକ ~ ଆଧୁନିକ ଓଡିଆ କବିତାର ଅନ୍ୟତମ ଦିଗଦର୍ଶକ କବି ରାଧାମୋହନ ଗଡ଼ନାୟକ । ସେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଅନୁଗୋଳ ନିକଟବର୍ତ୍ତୀ କଲଣ୍ଡାପାଳ ଗ୍ରାମରେ ୧୯୧୧ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୨୫ ତାରିଖରେ ଭୂମିଷ୍ଠ ହୋଇଥିଲେ। ଛାତ୍ରାବସ୍ଥାରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ ଏବଂ…

ଲେଖା: ଆୟୁଷ୍ମାନ ଆର୍ଯ୍ୟ ~ ପ୍ରେମଭକ୍ତିର ଅନନ୍ୟ ପୀଠ କୁଞ୍ଜକାନ୍ତ ~ ସହର ମଧ୍ୟକୁ ପ୍ରବେଶ କରୁକରୁ ପାଣିଓହଳl ପାହାଡ଼ର ନୈସର୍ଗିକ ସୁଷମା ମନକୁ ଆଲ୍ଲାଦିତ କରିଥାଏ l ଏକ ଛୋଟ ପାହାଡ଼ ଉପରେ ଏକ ସୁନ୍ଦର ମନ୍ଦିର ପରିଦୃଷ୍ଟ ହୋଇଥାଏ l ମନ୍ଦିରର ମୁଖ୍ୟ ଦ୍ଵାରକୁ ଦେଖିଲେ ଏକ ରାଜପ୍ରସାଦର ଭ୍ରମ ମନରେ ଉଦ୍ରେକ…

~ ଓଡିଆ ବୀର ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆ ~ ଲେଖା: ଅମୃତେଶ ଖଟୁଆ ଭାରତୀୟ ସ୍ଵତନ୍ତ୍ରତା ସେନାନୀମାନଙ୍କ ମଧ୍ୟରେ ଯେଉଁ ଉଦାତ୍ତ ଲୋକଶକ୍ତିର ଉଦୟଲଗ୍ନ ଘଟିଥାଏ, ତହିଁ ମଧ୍ୟରେ ଫିରିଙ୍ଗି ସମଷ୍ଟିକୁ ପ୍ରତିହତ କରିବା ପାଇଁ ଯେଉଁ ସ୍ଵାଧୀନଧର୍ମା ମାନେ ଆଗେଇ ଆସିଥିଲେ, ସେମାନଙ୍କ ମଧ୍ୟରେ ଉତ୍କଳୀୟ ମାନଙ୍କ ଭୂମିକା ମଧ୍ୟ ଗୁରୁସ୍ଥାନୀୟ…

~ ଅବଲୁପ୍ତ ସବୁଜଧାରା: ଗୋପାଳ ଦାଶ ~ ଲେଖା: ଅମୃତେଶ ଖଟୁଆ ଊନବିଂଶ ଶତାବ୍ଦୀର ମଧ୍ୟବର୍ତ୍ତୀ ଭାଗ ଓଡ଼ିଆ ଯାତ୍ରାର ନବୋନ୍ମେଷର ମଧ୍ୟକାଳ। ସେହି ସମୟରେ ଲୀଳାଯାତ୍ରାଠାରୁ ନେଇ ଯାତ୍ରାର ସଂସ୍କାର ସହ ଯାତ୍ରାର ନବରୂପ ସଂଗଠିତ ହେଉଥାଏ। ୧୭୫୦ ଖ୍ରୀଷ୍ଟାବ୍ଦରୁ ୧୯୪୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଡ଼ିଆ ଯାତ୍ରାର ମଧ୍ଯ କାଳ ରୂପେ ନିରୂପିତ କରାଯାଏ।…