Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିଶିର ସାହୁ ମନୋଜ ଚମ୍ପା ନଗରର ରାଜା ଦଧିଵାହନ ଏବଂ ରାଣୀ ଇନ୍ଦ୍ରାଵତୀ ପଶ୍ଚିମ ଓଡ଼ିଶାର ଵନପ୍ରାନ୍ତରରେ ଵିହାର କରିବାକୁ ଆସି ପହଞ୍ଚିଲେ । ସେହି ଘଞ୍ଚ ଜଙ୍ଗଲରେ ବୁଲୁଥିଵା ସମୟେ ହଟାତ୍ କେଉଁଠୁ ଏକ ମହାବଳ ଵାଘ ଆସି ସେମାନଙ୍କ ରାସ୍ତା ଓଗାଳିଲା ! ଵାଘକୁ ଦେଖି ରାଣୀ ଭୟଭୀତ ହେଲେ ଏଵଂ…

ଲେଖା: ଶିଶିର ସାହୁ ମନୋଜ ଶ୍ରୀକ୍ଷେତ୍ର ଅବା ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରର ଅନେକ ନାମ ରହିଛି । ଏତେ ନାମ ଓଡ଼ିଶାର ଅନ୍ୟ କୌଣସି ଦେଵସ୍ଥଳୀର ଥିଵା ଜଣାଯାଏ ନାହିଁ । ● ଶ୍ରୀଜଗନ୍ନାଥ ଧାମ ● (ଶ୍ରୀ)ଜଗନ୍ନାଥ ପୁରୀ ● ମର୍ତ୍ତ୍ୟ ଵୈକୁଣ୍ଠ ● ଭୂସ୍ଵର୍ଗ ● ଶ୍ରୀକ୍ଷେତ୍ର ● ଶ୍ରୀନୀଳାଚଳ ● ନୀଳାଦ୍ରି ଵିହାର…
ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେରସ୍ଵଭାଵକଵି ଗଙ୍ଗାଧର ମେହେର ତାଙ୍କର ଏହି “ଵର୍ଷାଋତୁ ପ୍ରତି” କଵିତାରେ କୃପଣ ଜନଙ୍କର ଦୋଷ ବଖାଣି ଅଛନ୍ତି । ସାଗର ଭଳି ଅମାପ ଜଳରାଶି ଥାଇ କି ଲାଭ ଯଦି ତାହା ଲୋକଙ୍କ ତୃଷ୍ଣା ନୀଵାରଣ କରିପାରୁନି । ଯେଡେ଼ବଡ଼ ପ୍ରତିଭାଵାନ ହୋଇଥାଉ ଯଦି ତାହାର ପ୍ରତିଭା ସମାଜର ହିତସାଧନ…

ଉପସ୍ଥାପନା: ଶିଶିର ସାହୁ ମନୋଜ ବଙ୍ଗାଳି ଓଡ଼ିଆ ଭାଷାଯୁଦ୍ଧ ଲାଗିଥିଵାଵେଳେ ଓଡ଼ିଆ ଲୋକଙ୍କ ପାଖରେ କ’ଣ କ’ଣ ଥିଲା ? ବଙ୍ଗଳା ଓଡ଼ିଆର ଉପଜାତି ଥିଲା ନା ଓଡ଼ିଆ ବଙ୍ଗଳାର ଉପଜାତି ଥିଲା ? ―ଭାଷା― ୧. ଉଡ୍ର ବୋଲି ୨୪୦୦ ଵର୍ଷ ପୁରାତନ ଗୋଟିଏ ଜାତି ଓ ତହିଁର ଭାଷାର ପ୍ରାମାଣିକ ଐତିହାସିକ ସାକ୍ଷ୍ଯ…

ଉପସ୍ଥାପନା: ଗଣେଶ ଚନ୍ଦ୍ର ସିଂହ ଓ ଶିଶିର ସାହୁ ମନୋଜ ଅଵକାଶ ଚିନ୍ତା ଓଡ଼ିଆ ଭାଷାର ସାହିତ୍ୟ ସମ୍ଭାରରେ ଏକ ଅମୂଲ୍ୟ ସମ୍ପଦ । ଓଡ଼ିଆ ଭାଷାରେ ନାନାଦି କାଵ୍ଯ କଵିତା ସଂଗ୍ରହ ସଂକଳନ ରହିଛି କିନ୍ତୁ ତନ୍ମଧ୍ୟରେ ମାନଵଵାଦୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା ରଚିତ ଏହି କଵିତା ପୁସ୍ତକଟି ସତରେ ନିଆରା କହିଲେ…

ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟଙ୍କ ମଧ୍ୟରେ ଓଡ଼ିଆମାନେ ହିଁ ଥିଲେ ବୋଇତଯାତ୍ରାରେ ପ୍ରବୀଣ, ତେଣୁ ଆମ ଭାଷାରେ ଚଳୁଅଛି ଶହ ଶହ ବୋଇତିଆ ଅବା ଜାହାଜିଆ ଶବ୍ଦ, ପୁଣି ଭୌଗୋଳିକ ଦିଗନିର୍ଣ୍ଣୟ ହେତୁ ରହିଛି ସ୍ଵତନ୍ତ୍ର ଦିକ୍ଵାଚକ ନାମ । ନିମ୍ନରେ ସେହି ଦିକ୍ଵାଚକ ଶବ୍ଦଗୁଡ଼ିକର ବୋଇତିଆ ପ୍ରତିଶବ୍ଦ ଦିଆଗଲା . . ଗାହି…

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଭାଵରେ ‘ଶ୍ରୀଜୀଉ’ ସମ୍ଭୋଧନ କରାଯାଏ । ଏ ଶବ୍ଦ ସମ୍ବନ୍ଧରେ କେତେକ ଗଵେଷକ ମତଦିଅନ୍ତି ଯେ ମଧ୍ଯଯୁଗରେ ରାମାନନ୍ଦୀ ନିମ୍ବାର୍କ ଆଦି ଵୈଷ୍ଣଵମତ ପ୍ରଚାରକମାନଙ୍କ ପ୍ରଭାବରେ ତାଙ୍କର ବିଷ୍ଣୁଙ୍କୁ “ଶ୍ରୀଜୀ” ସମ୍ବୋଧନଟି ବୋଧହୁଏ ପୂର୍ଵଭାରତରେ “ଶ୍ରୀଜୀଉ” ହୋଇଯାଇଛି । ତେଵେ କେତେ ଶତାବ୍ଦୀ ପୂର୍ଵରୁ ଉତ୍ତରଭାରତରେ ଏହି…

ଲେଖା: ଶିଶିର ସାହୁ ମନୋଜ ବାଲେଶ୍ଵରର ନାମକରଣ ପଛରେ କେତେ କଥା ଅଛି ! ଏହାକୁ ନେଇ ଆମ୍ଭ ଦେଶର ଵିଦ୍ଵାନମାନଙ୍କ ମଧ୍ୟରେ ନାନା ମତ ପ୍ରଚଳିତ । ତେଵେ କେତେକ ଜଣାଶୁଣା ମତ ଏଠାରେ ଉପସ୍ଥାପନ କରାଗଲା । Etmology 1 ‘ଓଡ଼ିଆ ଭାଷାର ଉନ୍ମେଷ ଓ ଵିକାଶ’ ପୁସ୍ତକରେ ଡ. ଵାସୁଦେଵ ସାହୁ…

ଲେଖା: ଶିଶିର ସାହୁ ମନୋଜ ସମା ଓ ଶମା ! ଏ ଉଭୟ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ରହିଛି ତେଣୁ ଉଭୟ ଶବ୍ଦର ଅର୍ଥ ଆଧାରରେ ଏ ଶବ୍ଦର ଵ୍ଯଵହାର ହେଵା ଉଚିତ । ସମା ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ଦୃଷ୍ଟିଗୋଚର ହୁଏ । ?୧. ସମ୍ବତ୍ସର ଵା ଵର୍ଷ: ଏହାର ପ୍ରାକ୍…

ଲେଖା: ଶିଶିର ସାହୁ ମନୋଜ ଆମ ଭାଷାରେ ଇଂରାଜୀର Doctor ଶବ୍ଦଟି ଡାକ୍ତର ହୋଇ ଚଳୁଅଛି । କ’ଣ ଓଡ଼ିଆ ଭାଷାରେ କୌଣସି ଶବ୍ଦ ନାହିଁ ଯେ ଏହି ଵୈଦେଶିକ ଶବ୍ଦଟି ଚଳୁଅଛି ? ନା ! ଆମ ପାଖରେ Doctorର ଭାରତୀୟ ପ୍ରତିଶବ୍ଦ ବହୁତ ଅଛି, ଯଥା: ✓ଅଗଦଂକାର—ଅଗଦଂ ଵା ମନୁଷ୍ଯକୁ ଯେ ନୀରୋଗ…