admin

admin

ଲାଲ ଠେଙ୍ଗା

ଲେଖା: ଶିଶିର ସାହୁ ମନୋଜ ଲାଲ ଠେଙ୍ଗା ପଛର ରୋଚକ କାହାଣୀ ! ତାଳଚେର ରାଜା ପିତାମ୍ବର ହରିଚନ୍ଦନଙ୍କ ସୁପୁତ୍ର ଲାଲ ସିଂ ହରିଚନ୍ଦନ ସେତେବେଳେ ତାଳଚେରର ଶାସକ ଥାନ୍ତି । ଏହି ଲାଲ ସିଂଙ୍କ ସମୟରେ ମରହଟ୍ଟା ବର୍ଗୀମାନେ ତାଳଚେର ଉପରେ ବାର୍ଷିକ ୨୦୦୦ ଟଙ୍କା ପେସକସ୍ ଧାର୍ଯ୍ୟ କରିଥିଲେ । କିନ୍ତୁ ତାଳଚେର ରାଜକୋଷରୁ…

ଦାଦନ

ଲେଖା: ଶିଶିର ସାହୁ ମନୋଜ ଆଜିକାଲିରେ କିଛି ସରକାରୀ ଚାକିରିଆ, ଗଣମାଧ୍ଯମ ଓ ଧନିଘରର ଛୁଆ କୌଣସି ଵ୍ଯକ୍ତିର ବାହାର ରାଜ୍ଯରେ ଯାଇ କୌଣସି ବେସରକାରୀ ସଂସ୍ଥାରେ କାର୍ଯ୍ଯକରିବାକୁ ଦାଦନ ଖଟଣି କହିଦିଅନ୍ତି ! କିନ୍ତୁ ସତକଥା ହେଲା ଜଣେ ଓଡ଼ିଆ ଯଦି ଓଡ଼ିଶା ବାହାରେ କୌଣସି ଲିମିଟେଡ୍ ସଂସ୍ଥାରେ କାର୍ଯ୍ଯ କରେ ସେ ଆଦୌ…

ଗୁଞ୍ଜରା

ଲେଖା: ଶିଶିର ସାହୁ ମନୋଜ Buprestidae ପରିଵାରର ପୋକଗୁଡି଼କୁ ଇଂରାଜୀରେ jewel beetles ଓ ଆମ ଭାଷାରେ ଗୁଞ୍ଜରା ଵା ଗୁଞ୍ଜୁରା କୁହାଯାଏ । ଯେମିତି ଜୀଵ ଭେଦରେ ଉକୁଣୀଙ୍କ ଵିଭିନ୍ନ ଜାତି ରହିଛି ଠିକ୍ ସେଇଭଳି ଵୃକ୍ଷଭେଦରେ ଭିନ୍ନ ଭିନ୍ନ ଗୁଞ୍ଜରା ଦେଖାଯାଇଥାନ୍ତି । ଏହି ଜୀଵପରିଵାରର Sternocera ଜାତୀୟ ପୋକଙ୍କୁ ଆମେ ଚାକୁଣ୍ଡାଦି…

ଉତ୍କଳ ସରଗ ମୋର ଜନ୍ମସ୍ଥାନ

ସୌରଭିତ ସୃଷ୍ଟି: ହୁତାତ୍ମା ଦିଵାକର ପରିଡ଼ା ରଣପୁର ପ୍ରଜା ଆନ୍ଦୋଳନର ଅମର ସୂତ୍ରଧର ସ୍ଵାଧୀନତା ସଂଗ୍ରାମୀ ହୁତାତ୍ମା ଦିଵାକର ପରିଡ଼ା ବ୍ରିଟିଶ୍‌ ପଲିଟିକାଲ ଏଜେଣ୍ଟ “ମେଜର ବେଜେଲଗେଟ୍‌” ହତ୍ୟା ଅପରାଧରେ ଅଭିଯୁକ୍ତ ହୋଇ କାରାରୁଦ୍ଧ ଅଵସ୍ଥାରେ “ଉତ୍କଳ ସରଗ ମୋର ଜନ୍ମସ୍ଥାନ” ନାମକ ଗୋଟିଏ ଦେଶାତ୍ମବୋଧକ କଵିତା ରଚନା କରିଥିଲେ । ସେହି କଵିତା ରଚନା…

ସନ୍ଧ୍ୟା

ଲେଖା: ଶିଶିର ସାହୁ ମନୋଜ ଶିକ୍ଷିତ ଓଡ଼ିଆ ଲୋକଙ୍କ ମଧ୍ୟରେ ସଂଧ୍ୟା ଓ ସନ୍ଧ୍ୟା ମଧ୍ୟରେ କେଉଁଟି ଶୁଦ୍ଧ ଓ ସଠିକ ବୋଲି ବହୁ ଦିନ ହେବ ଏକ ଅନ୍ତହୀନ ତର୍କ ଵିତର୍କ ଲାଗିରହିଛି ! ଓଡ଼ିଆ ଲୋକେ ସାଧାରଣତଃ ସନ୍ଧ୍ୟା ଉଚ୍ଚାରଣ ଅନୁସାରେ ଲେଖିଥାନ୍ତି, ପୁଣି ବହୁ ଆଧୁନିକ ଭାଷାବିତ ମଧ୍ଯ ଏହାକୁ ଵ୍ୟାକରଣସିଦ୍ଧ…

ଖର

ଲେଖା: ଶିଶିର ସାହୁ ମନୋଜ ସମ୍ବଲପୁରୀରେ ପ୍ରଚଳିତ ଖରନ୍ ଶବ୍ଦର ମୂଳ ଖର ଏଵଂ ଏହି ଶବ୍ଦରୁ ଏ ଶବ୍ଦଟି ଆସିଛି । ମୁର୍ଦଙ୍ଗରେ ଖର ଦେଵା ଓ ଉତ୍ପାତ ହେଲେ ଖର ଛଡା଼ତେଲ ପିଟାମରା କରି ଦେଵା ହେଉଛି ଏହି ଖରନ୍ ଶବ୍ଦର ମୁଖ୍ୟ ଅର୍ଥ । ଏଇ ଶବ୍ଦର ଅନେକ ଅର୍ଥ ମଧ୍ୟରେ…

ତାଳଚେରର ନାମକରଣ

ଲେଖା: ଶିଶିର ସାହୁ ମନୋଜ ଜୟପୁର ରାଜାଙ୍କ ଚାରି ପୁତ୍ର ଜଗନ୍ନାଥ ଦର୍ଶନ ଲାଗି ପୁରୀ ଆସିଥିଲେ । ସେମାନେ ସୂର୍ଯ୍ୟବଂଶୀ ଓ ରାଣା ଠାକୁରଙ୍କ ବଂଶଧର ବୋଲି ବଡ଼ ଗର୍ବ କରୁଥିଲେ ଏବଂ ସେହି ହେତୁ ପୁରୀ ରାଜାଙ୍କୁ ଦଣ୍ଡବତ କଲେ ନାହିଁ, ତାଙ୍କୁ ତିରଷ୍କାର କରିବା ସହ ଗାଳିମନ୍ଦ କଲେ । ପୁରୀ…

କାଶ୍ମୀର

ଲେଖା: ଶିଶିର ସାହୁ ମନୋଜ ଅନେକଙ୍କ ଭ୍ରମ ଧାରଣା ଯେ କାଶ୍ମୀର ଏକ ଆରବୀ ପାର୍ସୀ ଶବ୍ଦ ତେଵେ ପ୍ରକୃତରେ ଏହା ଏକ ଭାରତୀୟ ଶବ୍ଦ ଅଟଇ । କାଶ୍ମୀର ଏକ ସଂସ୍କୃତ ନାମଵାଚକ ଶବ୍ଦ ଏଵଂ ଏହାର ନିରୁକ୍ତି କାଶ୍ ଧାତୁ + ମୀର = କାଶ୍ମୀର । କାଶ୍ ଧାତୁର ନିମ୍ନଲିଖିତ ଅର୍ଥ ରହିଛି  ୧. ଦୀପ୍ତି…

ଓଡ଼ିଶାରେ ମୁସଲମାନ ଆକ୍ରମଣ

ଲେଖା: ଶିଶିର ସାହୁ ମନୋଜ ପବିତ୍ର ଭୂମି ଓଡ଼ିଶାରେ ମୁସଲମାନ ଆକ୍ରମଣ ! ସମସ୍ତ ଓଡ଼ିଆ ପ୍ରାଣଙ୍କ ଗୋଚରାର୍ଥେ ଏଠାରେ ଉଲ୍ଲେଖ କରାଗଲା । ୧. ୧୨୧୨ରେ ଦିଲ୍ଲୀ ସୁଲତାନ୍ ଗୟାସୁଦ୍ଦିନ ବଙ୍ଗକୁ କର ମାଗିଲା, ତାପରେ ଓଡ଼ିଶା ପାଳି ପଡିଲା । ଲାଙ୍ଗୁଳା ନରସିଂହ ଦେବ କର ଦେବାକୁ ଅଗ୍ରାହ୍ଯ କରିଦେଲେ । ଗୟାସୁଦ୍ଦିନ…

ଓଡ଼ିଆ ଭାଷାର ପ୍ରାଚୀନରୂପ

ଲେଖା: ଶିଶିର ସାହୁ ମନୋଜ ଆନୁମାନିକ ଖ୍ରୀଷ୍ଟଜନ୍ମର ଚାରିଶହ ଵର୍ଷ ପୂର୍ବେ ରଚିତ ଭରତମୁନୀଙ୍କ କର୍ତ୍ତୁକ ନାଟ୍ୟଶାସ୍ତ୍ରରେ ଉଡ୍ର ଵିଭାଷାର ଉଲ୍ଲେଖ ମିଳେ, ଯାହାକୁ ଓଡ଼ିଆ ଭାଷାର ପ୍ରାଚୀନରୂପ ବୋଲି ମାନାଯାଏ । ଭରତମୁନୀଙ୍କ ସମୟରେ ମୁଖ୍ୟତଃ ସାତୋଟି ଆଞ୍ଚଳିକ ଭାଷା ଥିଲା, ତେଣୁ ସେ ତାଙ୍କ ନାଟ୍ୟଶାସ୍ତ୍ରରେ ଲେଖିଛନ୍ତି, “ମାଗଧ୍ୟାବନ୍ତିକା ପ୍ରାଚ୍ୟ ଶୌରସେନାର୍ଧମାଗଧୀ ବାହ୍ଲିକା ଦାକ୍ଷିଣତ୍ୟାଚ…