admin

admin

ଚାଟଶାଳୀ

ଲେଖା: ଅକ୍ଷୟ ଓଝା ଗୁରୁଶିଷ୍ୟ ପରମ୍ପରାର ପବିତ୍ର ଇତିହାସକୁ ଖୋଜିଲେ ଚାଟଶାଳୀ ଶିକ୍ଷା ଏକ ସଠିକ ଉଦାହରଣ । ନିରାଡ଼ମ୍ବର ଶିକ୍ଷାଶୈଳୀ । କେତେ ବେଳେ ଅବଧାନଙ୍କ ଦାଣ୍ଡ ପିଣ୍ଡାରେ କିମ୍ବା ଚାଳିଘରେ କେତେବଳେ ଗଛମୂଳେ ଏହି ଶିକ୍ଷାବ୍ୟବସ୍ଥା ଥିଲା । ଆଉ ଆଜି ଯେଉଁମାନେ ସମାଜରେ ଲକ୍ଷ ଲକ୍ଷ ଶିକ୍ଷିତ ସମାଜ ବହୁମୁଖୀ ଧାରାରେ…

ଚାନ୍ଦିନୀଚୌକ

ଲେଖା: ଦେଵ ତ୍ରିପାଠୀ ଆମ କଟକ ସହରର ବାଲିଗୋଡ଼ି, ମାଟିରେ ଯେପରି ମିଶି ରହିଛି ଇତିହାସର ମହକ, ଆମ ଜନମାନସରେ ସେମିତି ଉଜ୍ଜୀବିତ ରହିଛି ଅସୁମାରୀ ଲୋକକଥା । ସେମିତି କିଛି କଥା ଆମ ଦର୍ପଣୀ ରାଜାଙ୍କୁ ନେଇ ! ଚାନ୍ଦିନୀଚୌକର ପ୍ରାଣବନ୍ତ ଇତିହାସକୁ ନେଇ ! ସଉକିଆ ହେଲେ ମଧ୍ୟ ଦର୍ପଣୀ ରାଜା ଥିଲେ…

ଲୋକକବି

ଲେଖା ଦେଵ ତ୍ରିପାଠୀ ୧୯୦୩ ମସିହା । ଶ୍ମଶାନିତ ହୋଇ ସରୀସୃପ ନିଦ୍ରାରେ ଶୋଇ ପଡିଥିବା ଇତିହାସ ପ୍ରସିଦ୍ଧ ଜାତିଟି କଡ଼ ଲେଉଟିବାକୁ ଆରମ୍ଭ କରିଥିଲା। ଯୁଗପୁରୁଷ ମଧୁବାବୁଙ୍କ ପ୍ରଭାବରେ ରାଜ୍ୟର ବହୁ ପ୍ରାନ୍ତ, ବହୁ ମୂଲକରୁ ଶୁଭୁଥିଲା ରଣହୁଙ୍କାର । ସ୍ତିମିତପ୍ରାୟ ଧିମେଇ ରହିଥିବା ବହୁ ଆଗ୍ନେୟଉତ୍ସ ସାମିଲ ଥିଲେ ସେଇ ମହାସ୍ରୋତରେ !…

ମାଟିହାଣ୍ଡି

ଲେଖା: ଅକ୍ଷୟ ଓଝା ମାଟିହାଣ୍ଡି, ମାଟି ମାଠିଆ, ମାଟି ପଲମ ଇତ୍ୟାଦିର ପ୍ରଚଳନ ପ୍ରାୟ ସମାପ୍ତ ହେଇଗଲାଣି । ସମୟ ଥିଲା ଗ୍ରାମ୍ୟ ଜୀବନରେ ଏହାର ପ୍ରଭାବ ଓ ପ୍ରଚଳନ ବାଧ୍ୟତାମୂଳକ ଥିଲା । ଚାଳଘର ଭିତରେ ଏକ ହାଣ୍ଡିଶାଳ ଥିଲା । ସେଇ ରୋଷେଇ ଘର ଆଗ ଭାଗରେ ଚୁଲି ଥିଲା । ତିନି…

ଶ୍ରୀମନ୍ଦିରର ନିଆରା ଶବ୍ଦ

ଲେଖା: ଶିଶିର ସାହୁ ମନୋଜ ~ ଶ୍ରୀମନ୍ଦିରର ନିଆରା ଶବ୍ଦ ~ ଶ୍ରୀଜଗନ୍ନାଥଙ୍କୁ କଳିଙ୍ଗଦେଶର ପ୍ରକୃତ ରାଜା ଗଣନା କରାଯାଏ । ଏ ରାଜା ଏମିତି ସେମିତି ରାଜା ନୁହନ୍ତି । ଏହାଙ୍କର ଖାଦ୍ଯ, ଵସ୍ତ୍ର, ଅଳଙ୍କାର, ଵାସଗୃହ ଓ ଚଳଣି ଭଳି ଶବ୍ଦରେ ମଧ୍ୟ ରହିଛି ନିଆରାପଣ । ଶ୍ରୀମନ୍ଦିରର ନିଆରା ଶବ୍ଦ କିଛି…

ଆଞ୍ଚଳିକ ବୋଲୀ

ଲେଖା: ଶିଶିର ସାହୁ ମନୋଜ ଲକ୍ଷ ଲକ୍ଷ ବ୍ଯକ୍ତି ବୋଲୀର ସମାହାରରେ ଆଞ୍ଚଳିକ ବୋଲୀ ଆଦିର ଗଠନ ଏବଂ ଅନେକାନେକ ଆଞ୍ଚଳିକ ବୋଲୀ ଏକତ୍ରିତ ହୋଇ ଏକ ଉପଭାଷା ବା ଭାଖା ଶୈଳୀ ସୃଷ୍ଟି ହୋଇଥାଏ ପୁଣି କେତେଗୋଟି ଭାଖାଶୈଳୀର ମାନକୀକରଣରୁ ଏକ ମାନକ ଭାଷା ପ୍ରକଟ ହୋଇଥାଏ । ଆମ ଦେଶର ନାରୀମାନେ ଶଶୁର…

ମଣିମା

ଲେଖା: ଶିଶିର ସାହୁ ମନୋଜ ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କଲାଵେଳେ ମଣିମା ଶବ୍ଦର ପ୍ରୟୋଗ ହୋଇଥାଏ । ଏହି ମଣିମା ଶବ୍ଦର ମୂଳକୁ ନେଇ ଅନେକ ମତ ରହିଛି । ଯଥା: ଆରଵୀ ମୂଳରୁ: ଆରଵୀରେ ମୁନିମା ଶବ୍ଦରୁ ମୁନିବ ଶବ୍ଦ ଆସିଅଛି । ଏହି ଶବ୍ଦରୁ ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧିତ ମଣିମା ଶବ୍ଦ ସୃଷ୍ଟି ହୋଇଥାଇପାରେ ।…

ନଗର

ଲେଖା: ଶିଶିର ସାହୁ ମନୋଜ ଆଜି ଭାରତଵର୍ଷରେ City ପାଇଁ ଵୈଦେଶିକ “ସହର” ଶବ୍ଦଟେ (ନଗର) ଆସି ବହୁପ୍ରଚଳିତ ହେଲାଣି । ପ୍ରାଚୀନ ଵୈଦିକକାଳରେ କିନ୍ତୁ ନଗର/ସହର ଓ ଗାଆଁ ଭେଦ ନଥିଲା ତେଣୁ ମାନବ ଆପଣା ଜନଵସତିକୁ ସାଧାରଣତଃ ଜନପଦ କହୁଥିଲା । ସମୟ ସହିତ ଗାଆଁ ନଗରର ଭେଦ ଉତ୍ପନ୍ନ ହେଲା । ଏମିତି…

ପ୍ରହେଳିକା

ଉପସ୍ଥାପନା: ଶିଶିର ସାହୁ ମନୋଜ କଟକ ନଗରକୁ ନେଇ ଆମ ଓଡ଼ିଆ ଚଳଣିରେ ପ୍ରଚଳିତ କିଛି ନାଁଦିଆ ଵା ପ୍ରହେଳିକା । ପ୍ରହେଳିକା ଗୁଡ଼ିକର ଉତ୍ତର ବନ୍ଧନୀ ମଧ୍ୟରେ ଦର୍ଶାଯାଇଛି । ୧. କଟକରୁ ଅଇଲା ଟୋକାଟାଏ ତା ମୁଣ୍ଡରେ ଟୋପାଟାଏ ।। (ତାଳ) ୨. କଟକରୁ ଅଇଲା ବାବୁ ତା ମୁଣ୍ଡରେ ଗୋଟାଏ ଆବୁ…

ଲାଲ ଠେଙ୍ଗା

ଲେଖା: ଶିଶିର ସାହୁ ମନୋଜ ଲାଲ ଠେଙ୍ଗା ପଛର ରୋଚକ କାହାଣୀ ! ତାଳଚେର ରାଜା ପିତାମ୍ବର ହରିଚନ୍ଦନଙ୍କ ସୁପୁତ୍ର ଲାଲ ସିଂ ହରିଚନ୍ଦନ ସେତେବେଳେ ତାଳଚେରର ଶାସକ ଥାନ୍ତି । ଏହି ଲାଲ ସିଂଙ୍କ ସମୟରେ ମରହଟ୍ଟା ବର୍ଗୀମାନେ ତାଳଚେର ଉପରେ ବାର୍ଷିକ ୨୦୦୦ ଟଙ୍କା ପେସକସ୍ ଧାର୍ଯ୍ୟ କରିଥିଲେ । କିନ୍ତୁ ତାଳଚେର ରାଜକୋଷରୁ…