Physical Address
Sai Samarpanam, Satya Vihar, Bhubaneswar

ସୌରଭିତ ସୃଷ୍ଟି: ଛନ୍ଦକବି ରାଧାମୋହନ ଗଡ଼ନାୟକ ଆମ୍ଭେମାନେ ଉଚ୍ଚ ଵିଦ୍ୟାଳୟରେ ପଢି଼ଲାଵେଳେ ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କ “ମାଟି” କଵିତାଟି ସାହିତ୍ୟ ବହିରେ ପଢା଼ଯାଉଥିଲା । ଆମ ଅନଗୁଳ ମାଟିର ସେହି କଵିଙ୍କର ଏକ ଲୋକପ୍ରିୟ କଵିତା . . ~ ମୁଁ କି କେବେ ଦୀନହୀନ ? ~ (୧) ଯେ ଦେଶର ପ୍ରଭୁ…

ଲେଖା: ଶ୍ରୀକାନ୍ତ ସିଂହ ପ୍ରାଚୀ, କେବଳ ଓଡ଼ିଶା ନୁହେଁ ଭାରତର ଦୃଶ୍ୟମାନ ସରସ୍ବତୀ କହିଲେ ଅତ୍ୟୁକ୍ତି ହେବନାହିଁ l ଏହାର ଉତ୍ପତ୍ତିସ୍ଥଳ ଯେଉଁଠାରୁ ହେଉ ନା କାହିଁକି, ନିଆଳିବଜାର ଠାରୁ ଅଳ୍ପ ଦୂରରେ ଥିବା କପିଳେଶ୍ଵର ମହାଦେବ ନିକଟରୁ ପ୍ରାଚୀନଦୀ ନାମ ବହନ କରିଥିବା କଥା ପ୍ରାଚୀନ ବ୍ରହ୍ମପୁରାଣରେ ଉଲ୍ଲେଖ ରହିଛି l ଏହି ପ୍ରାଚୀନ…

ଲେଖା: ନିରଞ୍ଜନ ସାହୁ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ଦିଗରେ କୁଳବୃଦ୍ଧ ପଣ୍ଡିତ ହରିହର ମିଶ୍ର ନାମଟି ଓଡିଶାବାସୀଙ୍କ ହୃଦୟରେ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କର ବହୁମୁଖୀ ପ୍ରତିଭା ଓ ସ୍ବଦେଶପ୍ରୀତି ଓଡିଶାର ଜାତୀୟ ଜୀବନରେ ଏକ ଅମୂଲ୍ୟ ସମ୍ପଦ । ମହାନ ଦେଶପ୍ରେମୀ ପଣ୍ଡିତ ହରିହର ମିଶ୍ର ୨୪ ଫେବୃଆରୀ ୧୮୮୭…

ଲେଖା: ନିରଞ୍ଜନ ସାହୁ ଆଜିକୁ ୧୯୫ ବର୍ଷ ତଳର ଏକ କୋଠାର କାହାଣୀ। ଏହି କୋଠା ଆଜି ପର୍ଯ୍ୟନ୍ତ ବଡ଼କୋଠା ଭାବେ ପରିଚିତ ସମଗ୍ର ଓଡ଼ିଶାରେ । ସ୍ମୃତିରେ ଏବେ ରହିଥାଇପାରେ, ହେଲେ ସମଗ୍ର ଦେଶର ଏହା ଥିଲା ସେ ସମୟର ଏକ ପବିତ୍ର ତୀର୍ଥ । ଏହାର ଇତିହାସ ହୁଏତ ଏବେ ଆମ ଭଳି…

ଲେଖା: ଦେଵ ତ୍ରିପାଠୀ “ମାନସ ହଂସ ମୁଁ, ମାନସେ ଯିବି ଉଡ଼ି, ଭରମେ ଅବିରତ, ମୋ ଦୋଷେ ପଥ ହୁଡ଼ି ଛାଡ଼ିବି ଦୂରେ ଯିବି ପାରାବାରେ ଭାସିବି ଲଂଘି ହିମଗିରି ଯିବିଗୋ ବେଳ ଥାଉଁ l ଜୀବନ ପାତ୍ର ମୋ ଭରିଛ କେତେ ମତେ, ନ ଦେଲ କିଛି ବୋଲି କହିବି କି ହେ ଆଉ…

ଲେଖା: ଶ୍ରୀକାନ୍ତ ସିଂହ ପବିତ୍ର ପ୍ରାଚୀନଦୀ, ଓଡ଼ିଶାର ଗଙ୍ଗା କୁହା ଯାଇପାରେ ବା ସରସ୍ବତୀ; ମହାନଦୀର ଏହି ପବିତ୍ର ଶାଖାନଦୀର ଅବବାହିକାରେ ଅନେକ ପ୍ରାଚୀନ ମନ୍ଦିର ତଥା ଐତିହାସିକ କୀର୍ତ୍ତିରାଜି ଗଢ଼ି ଉଠିଥିଲା l ସମୟର ସ୍ରୋତ ଓ କାଳର କଷାଘାତରେ ସେଥି ମଧ୍ୟରୁ ଅନେକ ଆଜି ନିଶ୍ଚିହ୍ନ ଓ ବିବର୍ଣ୍ଣ ଆଉ ଯେଉଁ କେତୋଟି…

ଲେଖା: ଶ୍ରୀକାନ୍ତ ସିଂହ ହିରଣ୍ୟଗର୍ଭା ଆମ କଳିଙ୍ଗ-ଉତ୍କଳ, ଆମ ଓଡିଶାର କୋଣ ଅନୁକୋଣରେ ଅନେକ ଐତିହ୍ୟ, ଅନେକ କୀର୍ତ୍ତିରାଜି l ସେଥି ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ସର୍ଵ ପୁରାତନ ଶୈବ ପୀଠ ହେଉଛି କୁଣ୍ଡେଶ୍ୱର ଗ୍ରାମରେ ଥିବା ଅଷ୍ଟମ ଶତାବ୍ଦୀରେ ନିର୍ମିତ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର (Trilochaneswar Temple) l ଏହି ମନ୍ଦିରଟି ଲିଙ୍ଗରାଜ ମନ୍ଦିର…

ଲେଖା: ନିରଞ୍ଜନ ସାହୁ “ଚକା ନୟନକୁ ପତିତ କେହି, ଡକାଇ ଖର ନିଶ୍ଵାସ ପକାଇ ଡକା ପକାଇ ଗରୁଡ଼ ପଛରେ, ବକାରି ! ମୋ ଆର୍ତ୍ତ ଶୁଣ ସତ୍ଵରେ ହେ ଡକ୍କା ବାଜୁଛି ମହିମା ହେ, ଠକାରି କରି କର୍ଣ୍ଣେ ଗିର ନ ଶୁଣ, କାହିଁକି ବିଚିତ୍ରକର୍ମା ହେ” । ସର୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ଗରୁଡ଼ ସ୍ତମ୍ଭ…

ଲେଖା: ଶ୍ରୀକାନ୍ତ ସିଂହ ଢେଙ୍କାନାଳ ଇତିହାସରେ ବର୍ବରତା ଓ ନିର୍ଯ୍ୟାତନାର ଅନନ୍ୟ ପ୍ରାସାଦ ହେଉଛି “ଜତନନଗର ରାଜପ୍ରାସାଦ” l ଲୋକ ମୁଖରୁ ଯାହା ଶୁଣାଯାଏ, ଏହା “ଜତନନଗର” ନୁହେଁ ଯାତନା ନଗର l ଏହି ମହଲ ନିର୍ମାଣ ସମୟରେ କୁଆଡ଼େ ଅନେକ ପ୍ରଜାଙ୍କର ଜୀବନ ନିର୍ବାପିତ ହୋଇଛି l ସେମାନଙ୍କ ଯନ୍ତ୍ରଣା ଜର୍ଜରିତ, ପାରିଶ୍ରମିକ ବିହୀନ…

ଲେଖା: ଶ୍ରୀକାନ୍ତ ସିଂହ ଭୁବନର ଅଧିଶ୍ୱର “ଭୁବନେଶ୍ୱର” ସୃଷ୍ଟି ସ୍ଥିତି ଓ ପ୍ରଳୟର ସର୍ବ ନିଅନ୍ତା ତଥା ଭୂତ ଭବିଷ୍ୟ ଓ ବର୍ତ୍ତମାନର ମୂଳ କାରଣ l ଅବିଭକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନ ଜଗତସିଂହପୁର ନିକଟରେ ବିଲୁଆଖାଇ ନଦୀଗର୍ଭରେ ଅନନ୍ୟ ଏକ ପ୍ରାଚୀନ ଶୈବପୀଠ ହେଉଛି ଭୁବନେଶ୍ୱର ମହାଦେବ ମନ୍ଦିର (Bhubaneswar Mahadev Temple)…