Physical Address
Sai Samarpanam, Satya Vihar, Bhubaneswar
ଲେଖା: ଅକ୍ଷୟ ଓଝା ସକାଳ ଆଠଟା ବାଜିଲେ ଗାଈଆଳ ଗାଁ ଦାଣ୍ଡରେ ଆବଜ ଲଗାଏ ଗାଈପାଳି ଦିଅ । ବାସ୍ ! ଖୁଣ୍ଟରେ ବନ୍ଧା ହୋଇଥିବା ଗାଈ ମାନେ ଉଠି ଛିଡ଼ା ହେଇପଡ଼ନ୍ତି । ହମ୍ବାରଡ଼ି ଛାଡ଼ନ୍ତି । ସମସ୍ତେ ନିଜ ନିଜ ଗାଈ ଖୋଲି ଦିଅନ୍ତି । ଏକ ଝୁଣ୍ଡରେ ଗାଈ ମାନେ ବାହାରି…

ଲେଖା: ଅକ୍ଷୟ ଓଝା ଆମ ପିଲାବେଳେ ଆମ ଅଞ୍ଚଳର ବ୍ରାହ୍ମଣୀ ନଦୀରେ ପୋଲ ନଥିଲା । ଆମେ ଘାଟ ପାର ହୋଇ ଆମ ପାଖ ବଜାର ପଟ୍ଟାମୁଣ୍ଡାଇ ଯାଇଥିଲୁ । ଛୋଟ ବେଳେ ପାଦରେ ଚାଲି ଚାଲି ଯାଇଥିଲୁ କାହାରି ସହିତ । ଛୋଟ ପିଲା ବୋଲି ଏକୁଟିଆ ଯିବା ମନା ଥିଲା। ଘରଠୁ ତିନି…

ଲେଖା: ଅକ୍ଷୟ ଓଝା ପ୍ରତ୍ୟକ୍ଷ ଦେବୀ ଆମ ଗାଁ ଠାକୁରାଣୀ । ଗାଁରେ ବିପତ୍ତି ପଡ଼ିଲେ ସମସ୍ତେ ଧାଇଁ ଯାଉଥିଲେ । ଅଧିଆ ପଡି ଯାଉଥିଲେ ମା’ଙ୍କ ଦରବାରରେ । ମା’ ଶାନ୍ତ ହେଉଥିଲେ । ତାପରେ ଗାଁରୁ ହଇଜା, ଝାଡାବାନ୍ତି ରୋଗବୈରାଗ ଦୂର ହେଇଯାଉଥିଲା ବୋଲି ଆମ ଜେଜେ ବାପା ପିଲାଦିନେ ଆମକୁ କହୁଥିଲେ…

ଲେଖା: ଅକ୍ଷୟ ଓଝା ପ୍ରକୃତି କୋଳରେ ବସି ଥିବା ପଲ୍ଲୀ ଅଞ୍ଚଳରେ କିଛି ଦୂରତା ବ୍ୟବଧାନରେ ଗାଆଁଟିଏ ପରେ ଗାଆଁ । ସାଇକେଲରେ କିମ୍ବା ପାଦ ଚଲା ରାସ୍ତାରେ ଯାଇ ପରିଜନ ମାନଙ୍କୁ ମିଳିବା ଓ ବନ୍ଧୁ କର୍ତ୍ତବ୍ୟ ପୁରା କରିବା ଏକ ଅଭିନ୍ନ ଅଙ୍ଗ ହେଇଥାଏ ଗ୍ରାମ୍ୟ ଜୀବନରେ । ଆମ ଗାଆଁରୁ…

ଲେଖା: ଅମ୍ବିକା ପଟ୍ଟନାୟକ ~ ବଉଳ: ବିଲୁପ୍ତି ପଥେ ବନ୍ଧୁତ୍ୱର ଅନନ୍ୟ ପରମ୍ପରା ~ “ଆ ବଉଳ ବୋହୁବୋହୁକା ଖେଳ ଖେଳିବା ମିଛି ମିଛିକା ବାଡ଼ୁଅ ସୁତା ସଜ କରିବା l *** *** *** *** *** ତୋ କୁଲେଇ ମୋ କୁଲେଇ ପେଡ଼ିରେ ସାଇତି ଦେବା…

ଉପସ୍ଥାପନା: ଦେଵ ତ୍ରିପାଠୀ ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ । ଏଇ ପବିତ୍ର ତିଥିରେ ଉତ୍କଳ ଭୂଖଣ୍ଡର ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାଠାରେ ଅନୁଷ୍ଠିତ ହୁଏ ଯୋରନ୍ଦା ମେଳା । ସେଇ ମହାର୍ଘ ବେଳାରେ ଲୋକାରଣ୍ୟ ହୋଇଉଠେ ଏ ମହିମାପୀଠ । ମୁହୁର୍ମୁହଃ ଉଚ୍ଚାରିତ ହୁଏ ଅଲେଖ ମହିମା ଶବ୍ଦ । ଆକାଶର ପୂର୍ଣ୍ଣଚନ୍ଦ୍ର ଏବଂ ଘିଅ ଦୀପାଳିର…

ଲେଖା: ଅକ୍ଷୟ ଓଝା ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ରୂପେ ବିବେଚନା କରାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା…

ଲେଖା: ଅକ୍ଷୟ ଓଝା ଗାଁର ଲମ୍ବି ଯାଇଥିବା ଅସରନ୍ତି ସଡ଼କଟା । ଆଜି ଚାଲିଲେ କାହିଁକି ଖୁସିରେ ଛାତି କୁଂଢେମୋଟ ହେଇ ଯାଏ । ସୁଲୁସୁଲିଆ ହାଲୁକା ଶୀତୁଆ ପବନ, ପବନରେ ଗଛଳତାର ଫୁଲ ଫଳର ସୁଗନ୍ଧ । ଧାନକଟା ସରିଯିବାର ଦୃଶ୍ୟ । ଫୁଙ୍ଗୁଳା ବିଲରେ ପୁଳାଏ ପୁଳାଏ ଗାଈ ଗୋଠ । ବଡବନ୍ଧ…

ଉପସ୍ଥାପନା: ଅରକ୍ଷିତ ପୃଷ୍ଟି ପୁଣ୍ୟଭୂମି ଉତ୍କଳର ମାଟି, ପାଣି, ପବନ, କଳାସଂସ୍କୃତି, ସାହିତ୍ୟ, ପରମ୍ପରା, ଭାଷା ପ୍ରଭୃତିକୁ ଅତିରୁ ଅତି ଭଲ ପାଉଥିବା, ଉତ୍କଳ ଜନନୀର ପ୍ରାଣ ସ୍ପନ୍ଦନକୁ ମର୍ମେ ମର୍ମେ ଅନୁଭବ କରିପାରୁଥିବା, ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅତୁଳନୀୟ-ତ୍ୟାଗୀପ୍ରବର-ସ୍ୱାଧୀନଚେତା ତଥା ପ୍ରଚଣ୍ଡ ସ୍ୱାଭିମାନୀ ପୁରୁଷ ହେଉଛନ୍ତି ଉତ୍କଳ ମାତାର…

ଲେଖା: ଦେଵ ତ୍ରିପାଠୀ ଜଗତସିଂହପୁରର ମାଛଗାଁ ମୁଖ୍ୟ କେନାଲର ଦକ୍ଷିଣ ପାର୍ଶ୍ଵ ଓ ମୃତ ଅଳକା ନଦୀର ଉତ୍ତର ପାର୍ଶ୍ୱରେ ଥିବା ଐତିହାସିକ ସୋମନାଥ ହାଟ ନିକଟସ୍ଥ ବିସ୍ତୀର୍ଣ୍ଣ ଆମ୍ବତୋଟା। ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ, ଜାତୀୟକବି ବୀରକିଶୋର, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ, ଭାଗିରଥ ମହାପାତ୍ର, ସରଳାଦେବୀ, ନୀଳମଣି ପ୍ରଧାନ, ପ୍ରାଣକୃଷ୍ଣ ପଢ଼ିଆରୀ, ଭିକାରୀଚରଣ…