admin

admin

Odia Language

By: Er. Bijay Ketan Sahu “The Oriya Language can boast of a rich vocabulary in which respect neither Bengali nor Hindi nor Telugu can vie with it. The richness of the vocabulary is the index by which the vastness of…

ଓଡ଼ିଆଣୀ

ରଚନା: ଇଂ ବିଜୟ କେତନ ସାହୁ ମଗଧେ, ମୈଥିଳେ, ଅଙ୍ଗେ, ବଙ୍ଗେ, ପୁଣି                       ଦେଖିଛି କେତେ ସୁନ୍ଦରୀ, ଏ ଯୋଷା‐ଚରଣ ଘସା ପଥରକୁ                     ନୋହିବେ ଟି କେହି ସରି ।। ଆନ ନାରୀ ସିନା ମର୍ତ୍ତ୍ୟର ତଟିନୀ,                     ଏ ଯେ ମନ୍ଦାକିନୀ ଧାରା । ଆନ ନାରୀ ସିନା ମର୍ତ୍ତ୍ୟର କୁସୁମ,…

ଖୋଜିଵା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ   ଆଜିକାଲି Search ଅର୍ଥଯୁକ୍ତ ଓଡ଼ିଆ ଭାଷାରେ ଅନେକ ଵୈଦେଶିକ ଶବ୍ଦ ଆସି ଚଳୁଅଛି । ଆମ ଭାଷାରେ ଖୋଜିବା ଭଳି ଵୈଦେଶିକ ଶବ୍ଦ ବହୁଳ ଭାବରେ ଵ୍ୟଵହାର ହେଲାଣି। ସେଇଭଳି ହୁଳିଆ, ତଲିସିବା, ସର୍ଚ୍ଚ କରିବା, ତଦାରଖ କରିବା ଆଦି ଵୈଦେଶିକ ଶବ୍ଦ ଊଣା ଅଧିକେ…

ପହିଲି ରଜ

ସୌରଭିତ ସୃଷ୍ଟି: ଡ. ସଚ୍ଚିଦାନନ୍ଦ ରାଉତରାୟ ବହୁବିଧ ସଂସ୍କୃତି, ପରମ୍ପରା ଓ ପାର୍ବଣର ଅନୁଭବ କେବଳ ଓଡ଼ିଶାରେ ହିଁ ଉପଲବ୍ଧ ହୋଇଥାଏ। ସଂସ୍କୃତି-ପରମ୍ପରାରେ ମଗ୍ନ ଏହି ମାଟିର ଅଧିବାସୀ ମାନେ ବିଭିନ୍ନ ପର୍ବପର୍ବାଣି ପାଳନରେ ଦେଶରେ ଆଗୁଆ । ସେଇଥିପାଇଁ ଏଠି ବାର ମାସରେ ତେର ପର୍ବ ! ରଜପର୍ବ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି…

ନବକୃଷ୍ଣ ଚୋୖଧୁରୀ

ଲେଖା: ବିଶ୍ୱଜିତ ରାଉତରାୟ ବିଂଶ ଶତାବ୍ଦୀର ଆରମ୍ଭରେ ଓଡ଼ିଶା ମାଟିରେ ଜଣେ ଯୁଗପୁରୁଷଙ୍କର ଜୀବନଯାତ୍ରା ଆରମ୍ଭ ହୋଇଥିଲା। ସାଲ ଥିଲା ୧୯୦୧ । ଜଗତସିଂହପୁରର ଏକ ଅଜଣା ପଲ୍ଲୀରେ ଜନ୍ମଲାଭ କରିଥିଲେ ସେ । ପିଲାଟି ଦିନରୁ ପାଠରେ ସେ ଭାରି ଆଗୁଆ । ସେହି କାଳରେ ଯେଉଁ ବୟସର ପିଲାମାନେ ଅବଧାନଠାରେ ଖଡିଛୁଆଁ ଆରମ୍ଭନ୍ତି…

ଓଡ଼ିଆ ଭାଷାର ମୂଳ

ଲେଖା: ଶିଶିର ସାହୁ ମନୋଜ ପ୍ରାଚୀନ ପାଲି ଭାଷାର ଦକ୍ଷିଣ ପୂର୍ବ ଅପଭ୍ରଂଶକୁ ଔଡ୍ରୀ ଅପଭ୍ରଂଶ କୁହାଯାଉଥିବାର ଅନେକ ପ୍ରମାଣ ମିଳେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ୍ରଜା ଵା ଉଡ୍ର ଵିଭାଷାର ଉଲ୍ଲେଖ ଅଛି ଯଥା: “ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ । ୬ ********** ଆଵନ୍ତୀ ଦାକ୍ଷିଣାତ୍ୟାଚ ତଥା…

ଶିମିଳି

ଲେଖା: ଅମ୍ବରୀଶ ମଙ୍ଗରାଜ ସୂର୍ଯ୍ୟ ନମସ୍କାର କରୁ କରୁ ଦିନେ Hello Gang କହିଲେ ଭାଇ ବୁଲିବାକୁ ଗଲେ ହୁଅନ୍ତାନ୍ତି, ବହୁତ ଦିନ ହେଲା କୁଆଡ଼େ ଯାଇନେ ବାହାରକୁ, କଥା ଟା ବି ଠିକ ଥିଲା । ଗୁରୁଜୀ ହାପି ଭାଇ ବି ସମ୍ମତି ଦେଲେ ଯିବା ପାଇଁ । ହେଲେ ସୁନ୍ଦରୀ ଓଡ଼ିଶାର କିଛି…

ରଜ ପରା

ରଚନା: ତରୁଣ ରଥ                       ୧             *** ୨୦ ଅଛି, ୨୧ ଅଛି, ବାଇଶି.. କ’ଣ ଏଇନେ ଆସୁଛ, ଭଲ ଜିନିଷ କ’ଣ ସବୁ ଆଣିଥିବ, ‘ଭାଇ ମୋ ପାଇଁ ଜାଗାଟେ ରଖିଥା’ ଲୁଙ୍ଗିଟା ପାଲଟି ଆସୁଛି’। ଭାଇ ଆସିଲା ବେଳେ ପାନ ଚାରିଟା ଆଣିବ। ବରଗଛ ଚାନ୍ଦିନୀରେ ଜମି ଉଠିଛି ତାସ୍…

କ’ଣ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ଗୋଟିଏ ଶବ୍ଦର ଅନେକ ରୂପ ଦେଖାଯାଏ । ଆମ କଳିଙ୍ଗ ଦେଶରେ ଵିଭିନ୍ନ ଅଞ୍ଚଳର ଶବ୍ଦଗୁଡ଼ିକର ମାନକିକରଣରୁ ମାନକ ଓଡ଼ିଆ ଭାଷା ପ୍ରତିଷ୍ଠିତ ହୋଇଅଛି ଏଵଂ ଏହାର ସୁନ୍ଦର ଉଦାହରଣ ହେଉଛି ପ୍ରଶ୍ନଵାଚକ କ’ଣ ଓ ତତ୍ ସମ୍ବନ୍ଧୀୟ ଅଵ୍ୟୟ ସମୂହ । ଓଡ଼ିଆ ଭାଷାରେ Whatର…

ଉଦବୋଧନୀ

ସୌରଭିତ ସୃଷ୍ଟି: ଭାରତମଣି ଗୋପବନ୍ଧୁ ଦାସ ପଣ୍ଡିତ ଗୋପବନ୍ଧୁଙ୍କ ରଚିତ ଏହି ‘ଉଦବୋଧନୀ’ କଵିତାଟି ୧୯୦୩ରେ ପ୍ରକାଶିତ ଶ୍ରୀନୀଳମଣି ଵିଦ୍ଯାରତ୍ନଙ୍କ ଦ୍ଵାରା ସଙ୍କଳିତ “ଜାତୀୟ ସଙ୍ଗୀତ” ପୁସ୍ତକରେ ସ୍ଥାନ ପାଇଥିଲା । ଏହି ପୁସ୍ତକରେ ଉତ୍କଳମଣିଙ୍କର ଦୁଇଗୋଟି ଜାତୀୟ ସଙ୍ଗୀତ ମଧ୍ୟରେ ଏହା ଥିଲା ଅନ୍ଯତମ।        ~ ଉଦବୋଧନୀ ~               ହେଲଣି ତ ଏତେ ସରି…