Physical Address
Sai Samarpanam, Satya Vihar, Bhubaneswar

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ମନରେ ବେଳେବେଳେ ପ୍ରଶ୍ନ ଆସେ ଯେ ଭାରତଵର୍ଷରେ ଵିଶେଷତଃ ଆମ କଳିଙ୍ଗଦେଶରେ ନାଆଁ ଓ ସାଙ୍ଗିଆ ମଝିରେ କୁମାର କାହିଁକି ଲଗାଯାଇଥାଏ । ଉଦାହରଣ ସ୍ୱରୂପ: *ପ୍ରଦ୍ୟୁମ୍ନ କୁମାର ସ୍ଵାଇଁ *ପଵନ କୁମାର ପାତ୍ର ଇତ୍ୟାଦି ଇତ୍ୟାଦି… ସାରା ଭାରତରେ ଏଭଳି ନାମକରଣ ପ୍ରକ୍ରିୟା ସବୁଠାରୁ ଅଧିକ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ “ବାଳୁଙ୍ଗା ତ ବାଳୁଙ୍ଗା ଏ ଦଣ୍ଡା ବାଳୁଙ୍ଗା ପୁଣି କିସ ?” ଏହାର ଉତ୍ତର ଜାଣିଵାକୁ ହେଲେ ପ୍ରଥମେ ଆମ ଭାଷାର ଏହି ଦୁଇଗୋଟି ଶବ୍ଦ ଦଣ୍ଡା ଓ ବାଳୁଙ୍ଗାର ଅନୁଶୀଳନ କରିଵାକୁ ହେଵ । ଆମ ଭାଷାରେ ନୀଵାର ଧାନକୁ ବାଳୁଙ୍ଗା କୁହାଯାଏ ତେବେ ଏ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ପୁରାଣରେ ସୁରାକୁ ଦେବତାଙ୍କର ଏବଂ ମଦୀରାକୁ ରାକ୍ଷସଙ୍କର ନିଶାପାନୀୟ ଦ୍ରବ୍ୟ କୁହାଯାଇଛି । ତେବେ ଏ ଉଭୟ ପ୍ରକାରର ମଦ୍ୟ ଭାରତୀୟ ପ୍ରଜା ପ୍ରାଚୀନ କାଳରୁ ବ୍ୟବହାର କରିଆସୁଛନ୍ତି । କିଛି ଆତ୍ମମୁଗ୍ଧ ବ୍ୟକ୍ତିବିଶେଷ ମଦ୍ୟ ବିଷୟରେ କିଛି ନଜାଣି ତାହାକୁ ବୈଦେଶିକଙ୍କ ଦ୍ବାରା ଭାରତ ଆଣି…

ରଚନା: ଡ. ସନତ କୁମାର ଦାସ [କାଳଜୟୀ କାଳୀଜାଇ ଗାଥା କବିତାର କବି, ସତ୍ୟବାଦୀ ବନବିଦ୍ୟାଳୟର ସାଧକ, ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କୁ ଶ୍ରଦ୍ଧାଞ୍ଜଳି ବାଢ଼ିଦେଲା ବେଳେ ରସଗ୍ରାହୀ ହୃଦୟବନ୍ତମାନଙ୍କୁ ଅନୁରୋଧ, ଏ’ କାଳୀଜାଇ କବିତାର ଅନ୍ତଃସ୍ବର “କାଳୀଜାଇ: ଇପ୍ସିତ ଝଡ଼ର ଦେବୀ” ଶୁଣିବା ହେବେ । ] ~ କାଳୀଜାଇ: ଇପ୍ସିତ ଝଡ଼ର ଦେବୀ ~…

ଉପସ୍ଥାପନା: ଶିଶିର ସାହୁ ମନୋଜ ଏକ ଦେଶରେ ଜଣେ ରାଜା ଥିଲେ ଯେ ତାଙ୍କର ସାତ ପୁଅ ଗୋଟିଏ ବୋଲି ଝିଅ । ଝିଅର ନାଆଁ କଲରେଇ ଫୁଲ । ଦିନେ ରାଜାଙ୍କ ମଝିଆଁ ପୁଅ କର୍ଣ୍ଣ ପାଞ୍ଚକୁଡୁମଇ ଗଛରୁ ନାଲି ଟହଟହ ଫଳଟିଏ ଆଣି ଘରେ ରଖି ମାଆକୁ କହିଲା – ‛ଏ ଫଳ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଶାର ସବୁ ଅଞ୍ଚଳରେ କିଛି ନା କିଛି ସ୍ବତନ୍ତ୍ର ଢ଼ଗ ଚଳୁଅଛି ଯାହା ସେହି ଅଞ୍ଚଳ ମଧ୍ଯରେ ସୀମିତ ରହିଯାଇଥାଏ ! ଆମ ଗ୍ରାମ ପଞ୍ଚାୟତ କନ୍ତିଓ ପୁଟସାହିରେ ମଧ୍ଯ ସେହିପରି ଏକ ଢ଼ଗ ଚଳୁଅଛି, ଯେପରି କି, “ଭଲ ନା ଭାଲିଆତଇଳା” । ଯେତେବେଳେ ବ୍ଯକ୍ତିବିଶେଷ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଅବଶୋଷ, ଅବଶୋଶ ନା ଅବସୋସ ! ଏଠାରେ କେଉଁ ଶବ୍ଦଟି ଠିକ ନିର୍ଣ୍ଣୟ କରିବା ସହଜ ନୁହେଁ । ହିନ୍ଦୀରେ ଅଫସୋସ୍ ଲେଖାଯାଏ, ଯାହାକି ପାର୍ସୀ ଭାଷାରୁ ଆନୀତ ହୋଇଥିବା ଅନେକ ଉତ୍ତର ଭାରତୀୟ ଭାଷାଵିଦ ମତ ଦିଅନ୍ତି । ପ୍ରଥମେ ଦେଖିବାକୁ ହେବ ଯେ କ’ଣ…

ସୌରଭିତ ସୃଷ୍ଟି: କୁଳବୃଦ୍ଧ ମଧୁସୂଦନ ଦାସ କୁଳବୃଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଅମଳିନ ରଚନା ଗଙ୍ଗା ଗୋଦାବରୀ I ଗଙ୍ଗା ଗୋଦାବରୀ ଯମୁନା କାବେରୀ ପୂଜା ପାଇ ନାନା ଘାଟେ ଛାଡି଼ ନିଜ ମାନ ଲୋଡି଼ ଜାତିପ୍ରାଣ ପ୍ରବେଶିଲେ ସିନ୍ଧୁତଟେ । କୋଟି ଜଳବିନ୍ଦୁ ମିଶି ହୋଇ ସିନ୍ଧୁ ଦେଖାଉଛି ଜାତି ବଳ ତଟ ସୀମା…

ସୌରଭିତ ସୃଷ୍ଟି: କଵି ବାଞ୍ଛାନିଧି ମହାନ୍ତି ଜାତୀୟ କଵି ବାଞ୍ଛାନିଧି ମହାନ୍ତି ଦେଶ ମିଶ୍ରଣ କାଳରେ ଏହି କଵିତାଟି ଲେଖିଛନ୍ତି । ଆଜି ଭାରତକୁ ସ୍ଵାଧୀନତା ମିଳିଥିଲା ସତ କିନ୍ତୁ ଭାରତର ଏକ ମହାନ ଜାତିର ଜାତୀୟତା କେତେକାଂଶରେ କ୍ଷୁଣ୍ଣ ମଧ୍ୟ ହୋଇଥିଲା । ଗୋଟିଏ ଜାତିର ଲୋକଙ୍କୁ ତିନୋଟି ରାଜ୍ଯରେ ବାଣ୍ଟି ଦିଆଯାଇଛି ।…

ଲେଖା: ମାମାପ୍ରବା ଉଗିଷୁ କଟିକିଆଙ୍କୁ ଚିହ୍ନିବ କିପରି ? ଦହିବରା ଆଳୁଦମ୍ କହେ: ଚିହ୍ନିବାର ସରଳ ଉପାୟ ହେଲା: ସ୍ପେନ୍ ଷଣ୍ଢକୁ ନାଲି କପଡା ଦେଖଉଥିବା ଲୋକଗୁଡାକ ହିଁ କଟିକିଆ ! ସେ ନେତାଜୀ ହୁଅନ୍ତୁ ବା ଖୋକା ଭାଇ, ନିଜ ନିଜ କ୍ଷେତ୍ରରେ ସେମାନେ ନିଜ ନିଜର ଛାପ ଛାଡି ଯାଇଛନ୍ତି ! ଯାହା…