Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ଭାରତବର୍ଷରେ ମୁକ୍ତି ସଂଗ୍ରାମର କାହାଣୀ ଯେପରି ଅଶ୍ରୁଳ ଓ ବେଦନାଦାୟକ, ସେହିପରି ରୋମାଞ୍ଚକର ଓ ପ୍ରେରଣାପ୍ରଦ । ସ୍ବାଧୀନତା ପ୍ରାପ୍ତିର କେଇ ଦଶନ୍ଧି ମଧ୍ୟରେ ସେ ସଂଗ୍ରାମ ଓ ତ୍ୟାଗର ଇତିହାସ ଆଜି ବିସ୍ମୃତ । କିନ୍ତୁ ଦିନେ ଦେଶର ମୁକ୍ତି ପାଇଁ ବହୁ ଉଚ୍ଚଶିକ୍ଷିତ ନିଜ ପରିବାରକୁ ଦାରିଦ୍ର୍ୟ, ପୀଡ଼ନ…

ଲେଖା: ଶ୍ରୀକାନ୍ତ ସିଂହ ଓଡ଼ିଶାର ଐତିହାସିକ କୀର୍ତ୍ତିରାଜି ଗୁଡ଼ିକ ସହ ଜଡିତ ଥିବା ଅନେକ ଲୋକକଥା, ଅନେକ ଜନଶ୍ରୁତି, ଅନେକ କିମ୍ବଦନ୍ତୀ ଆଜି ଇତିହାସ ପାଲଟିଛି l ଆମ ରାଜ୍ୟର କୋଣାନୁକୋଣରେ ଗଢ଼ି ଉଠିଥିବା ଅନେକ ମଠ, ମନ୍ଦିର, ଦେଉଳ ଆଦି ପଛରେ କିଛି ନା କିଛି ଲୋକ କଥା ନିହାତି ଥିବ ଆଉ ଯୁଗ…

ଲେଖା: ରବୀନ୍ଦ୍ର କୁମାର ରଣା ଓଡ଼ିଶାରେ ବୈଷ୍ଣବ ପରମ୍ପରାର ଇତିହାସ ଅତି ପ୍ରାଚୀନ। ପଦ୍ମ ପୁରାଣ ଓ ଭାଗବତ ବର୍ଣ୍ଣିତ ଭଗବାନ ବିଷ୍ଣୁଙ୍କ ୨୪ ନାମ ମଧ୍ୟରେ ମାଧବ ହେଉଛି ଅନ୍ୟତମ। ଇତିହାସର ତଥ୍ଯ ଅନୁସାରେ ୪ର୍ଥ ଶତାବ୍ଦୀ ଅର୍ଥାତ ଓଡ଼ିଶାରେ ଗୁପ୍ତ ରାଜାମାନଙ୍କ ଶାସନ ସମୟରେ ଓଡ଼ିଶାରେ ବୈଷ୍ଣବ ପରମ୍ପରା ଆରମ୍ଭ ହୋଇଛି। ଗୁପ୍ତରାଜା…

ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ କବିବରଙ୍କ ଏଇ ମହାନ କାଳଜୟୀ ଭାରତ ଗୀତିକା କବିତାଟି ଥିଲା ମଧୁବାବୁଙ୍କର ଅତି ପ୍ରିୟ । ଉତ୍କଳ ସମ୍ମିଳନୀର ଅଧିବେଶନରେ ଗାନ କରାଯାଇଥିଲା ଏଇ ରଚନା ! ଦେଶର ଜାତୀୟ ସଙ୍ଗୀତ ହେବା ନିମନ୍ତେ ସବୁ ଦୃଷ୍ଟିରୁ ଯୋଗ୍ୟ ଥିଲା ଏଇ ଭାରତ ଗୀତିକା ! ~ ଭାରତ…

ସୌରଭିତ ସୃଷ୍ଟି: ନୃସିଂହ ଚରଣ ସାହୁ ଛାତ୍ରାବସ୍ଥାରୁ ସେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଅନୁରାଗୀ । ଜନ୍ମମାଟି ପାଇଁ କିଛି କରିବାର ଆକାଙକ୍ଷା ପ୍ରବଳ । ଐଶ୍ୱରୀୟ ଆଶୀର୍ବାଦ ତାଙ୍କୁ ଆଉଟିକେ ବାଟ କଢ଼େଇ ଆଣିଲା । ହାଇସ୍କୁଲ ଛାତ୍ର ଥିବାବେଳେ ସାନିଧ୍ୟ ଲାଭ କଲେ ଅଦ୍ୱିତୀୟ ଗାନ୍ଧୀବାଦୀ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କର । ପରିଚିତ…

ଲେଖା: ଶ୍ରୀକାନ୍ତ ସିଂହ ଗଙ୍ଗବଂଶୀୟ ଶାସନ କାଳରେ ଓଡ଼ିଶାରେ ଅନେକ ଗୁଡ଼ିଏ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିରମାନ ନିର୍ମିତ ହୋଇଥିଲା l ପ୍ରାୟତଃ ଏହି ମନ୍ଦିରଗୁଡ଼ିକ ପୂର୍ଵ ଓଡ଼ିଶାର ଦୟା, ଭାର୍ଗବୀ, କୁଶଭଦ୍ରା ଓ ପୁଣ୍ୟତୋୟା ପ୍ରାଚୀନଦୀ ଉପତ୍ୟକାରେ ଗଢ଼ି ଉଠିଥିଲା l ସେଥି ମଧ୍ୟରୁ ଅନେକ ଆଜି ଭାଙ୍ଗି ରୁଜି ଯାଇଥିଲେ ବି ଆଉ…

ଲେଖା: ନିରଞ୍ଜନ ସାହୁ ୧୯୩୪ ମସିହାରେ ଆରମ୍ଭ ହେଲା ଗାନ୍ଧିଜୀଙ୍କ ପଦଯାତ୍ରା ଓଡ଼ିଶାର ପୁରୀରୁ । ପୁରୀରୁ କାଜିପାଟଣା ଆସିବା ରାସ୍ତାରେ ତେଲେଙ୍ଗାପେଣ୍ଠରେ ରହିଲେ ବାପୁ । ରହଣିର ସବୁ ବ୍ୟବସ୍ଥା କରୁଥିଲେ ମା’ ରମାଦେବୀ ଓ ତାଙ୍କର ଜଣେ ସହକର୍ମୀ । ଟିକେ ଅବସର ପାଇଲେ ଗାନ୍ଧିଜୀଙ୍କୁ କିଛି ପ୍ରଶ୍ନ କରିବାକୁ ମନସ୍ଥ କଲେ…

ଉପସ୍ଥାପନା: ଶିଶିର ସାହୁ ମନୋଜ ଆମେ ସାଧାରଣତଃ ‘ଷ’ ଅକ୍ଷରର ବ୍ୟବହାର ସମୟରେ ଦ୍ଵନ୍ଦରେ ପଡ଼ିଥାଉ । ସେଥିପାଇଁ ଷ-ତ୍ବ ବିଧାନ ବାବଦରେ ଜାଣିବା ଗୁରୁତ୍ୱପୂର୍ଣ୍ଣ । ~ ଷ-ତ୍ବ ବିଧାନ ~ ୧. ଋ କାର ପରେ ମୂର୍ଦ୍ଧନ୍ୟ ଷ ହୁଏ, ଯଥା: ବୃଷ୍ଟି, ସୃଷ୍ଟି, ବୃଷ ୨. ଅ, ଆ ବ୍ୟତୀତ ଅନ୍ୟ…

ଉପସ୍ଥାପନା: ଶିଶିର ସାହୁ ମନୋଜ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ଚାଲୁଥାଏ । ତାହା ହେଲା ! “ଓଡ଼ିଆ ଵର୍ଣ୍ଣମାଳାରେ ଅକ୍ଷର ସଂଖ୍ୟା କେତେ ? କେତୋଟି ମାତ୍ରା ଵା କାର ଓ କେତେଗୋଟି ଫଳା ରହିଛି ?” ଏ ଵିଷୟରେ ଏକ ଗବେଷଣାଲବ୍ଧ ତଥ୍ୟ ଏଠାରେ…
ସୌରଭିତ ସୃଷ୍ଟି: କବିସୂର୍ଯ୍ୟ ଵଳଦେଵ ରଥ ~ ଲୁହା କି ହୋଇବ ସୁନା ~ ବସି କୁସୁମକୁ ପ୍ରଶଂସିଲେ ହେଲେ ବାସିବ କି ମନୋହର ଘାସିଟାକୁ ସମୁଚିତ କି ଭୂଦେଵ ଆଶିର୍ବାଦ ଆଡ଼ମ୍ଵର ସରସେ, କୁହାଯାଉଥାଏ ସିନା ତୁହାଇ ତୁହାଇ ପୁଟ ଦେଲେ ହେଲେ ଲୁହା କି ହୋଇବ ସୁନା ? ।୧। ପାମର-ପାଣିଶିମ୍ଭୂଳୀ କି…