admin

admin

ଶରଣପଞ୍ଜର

ସୌରଭିତ ସୃଷ୍ଟି: ଅଚ୍ୟୁତାନନ୍ଦ ଦାସ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଅମଳିନ କବିତା ଶରଣପଞ୍ଜର I ~ ଶରଣପଞ୍ଜର ~ ନମୋ ଜଗତ ଜୀବନ ମୁରାରୀ ନମୋ କମଳ କମ୍ବୁ ଚକ୍ରଧାରୀ ନମୋ ଭଗତ ଜନର ଗୋସାଇଁ ନମସ୍ତେ ନନ୍ଦନନ୍ଦନ କହ୍ନାଇ I ନମୋ ବାସୁଦେବ ନମ ଶଙ୍କର୍ଷଣ ନମୋ ପ୍ରଦ୍ମନ ନମ ନାରାୟଣ ନମୋ ବରାହ ବିଶ୍ବରୂପ ଧାରୀ…

ତୁଳସୀ ମୁଣ୍ଡା

~ ତୁଳସୀ ମୁଣ୍ଡା ~ ଲେଖା: ଅମୃତେଶ ଖଟୁଆ ଭାରତବର୍ଷରେ ସାମାଜିକ ବିକାଶର ଧାରାରେ ଓଡ଼ିଆ ମାଟିର ତୁଳସୀ ମୁଣ୍ଡା ! ଆଜିର ସମ୍ଭ୍ରାନ୍ତ ବିଶ୍ଵରେ ସମସ୍ତେ ଯେତେବେଳେ ପ୍ରଗତିଶୀଳତାର ବ୍ୟାଖ୍ୟା କରନ୍ତି, ସେତେବେଳେ ତାଙ୍କ ଚାକ୍ଷୁସ ହୁଏ କେବଳ ଆର୍ଥିକ ମେରୁଦଣ୍ଡର ସିଧାସଳଖ ଚିତ୍ର ତ କେତେବେଳେ ଉଚ୍ଚାଟିତ ନଭଶ୍ଚୁମ୍ଭୀ ଅଟ୍ଟାଳିକାମାନ। ଏଥିରେ ଦେଖନ୍ତି ସେମାନେ…

କାଇପଡା ଗୁଳିକାଣ୍ଡ ସ୍ମରଣେ

ଲେଖା: ଅଧ୍ୟାପକ ଲଳିତ ମୋହନ ରାୟ ଇଂରେଜ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ନଛୋଡବନ୍ଧା ନୀତିକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀ ୧୯୪୨ ମସିହା ଅଗଷ୍ଟ ମାସ ୮ ତାରିଖରେ ‘କର ବା ମର’ ସ୍ଲୋଗାନ ଦେଇ ସ୍ଵାଧୀନତା ସଂଗ୍ରାମ ଚାଲୁ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ସାରା ଦେଶରେ ଏ କଥା ବିଦ୍ୟୁତ ବେଗରେ ବ୍ଯାପିଗଲା…

ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର ଆମ ରାଜ୍ୟର ଆଉ ଏକ ଅନାଲୋଚିତ ଐତିହାସିକ କୀର୍ତ୍ତିରାଜି l ପୁରୀ ଜିଲ୍ଲା ନିମାପଡ଼ାର ଭିଲିଦେଉଳି ଗ୍ରାମରେ ଥିବା ପ୍ରାଚୀନ ଶୈବପୀଠ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର l କୁଶଭଦ୍ରା ନଦୀ ଉପତ୍ୟକlରେ ସବୁଜିମାଭରା ଗାଁ ଭିଲିଦେଉଳିର ଶେଷ ପ୍ରାନ୍ତରେ ଏହି ପ୍ରାଚୀନ ମନ୍ଦିରଟି ସଗର୍ବେ ଦଣ୍ଡାୟମାନ l…

ବାଲେଶ୍ଵର ସମ୍ଵାଦବାହିକା

~ ବାଲେଶ୍ଵର ସମ୍ଵାଦବାହିକା ~ ଲେଖା: ଅମୃତେଶ ଖଟୁଆ ସତ୍ୟାସତ୍ଯର ସପ୍ରମାଣ ଉଦ୍ଘାଟନ ସହ ଏକାଧିକ ବିଚାରର ଚର୍ଚ୍ଚା ଓ ପ୍ରତିଷ୍ଠା ପାଇଁ ଆଜୀବନ ଅବ୍ଯାହତ ରଖି ଲୋକସାହିତ୍ଯର ହୃଦୟଗ୍ରାହୀ ଉପଜୀବ୍ଯକୁ ମାଧ୍ୟମ କରି ସମ୍ଵାଦ ପରିବେଷଣ ଓ ଉପସ୍ଥାପନାରେ ଅନ୍ୟତମ ଥିଲା – ‘ବାଲେଶ୍ଵର ସମ୍ଵାଦବାହିକା‘।  “ଅବନି ମଦନି ପାଳାଃ ପାନ୍ତୁ ବୃଷ୍ଟିଂ ବିଧତ୍ତା…

ମୁକ୍ତ୍ଯାର ରାମଚନ୍ଦ୍ର ଦାସ

~ ମୁକ୍ତ୍ଯାର ରାମଚନ୍ଦ୍ର ଦାସ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ମାଟିରେ ଯେଉଁ ମହାପୁରୁଷଙ୍କ ଆବିର୍ଭାବ ଘଟିଛି, ସେମାନଙ୍କ କୀର୍ତ୍ତିପୂତ ଜୀବନୀ ଆମ ପାଇଁ ସଦା ପାଥେୟ। ତେବେ ସେହିମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଉତ୍କଳମଣି ଗୋପବନ୍ଧୁଙ୍କ ଅନ୍ୟତମ ଆଦର୍ଶ ତଥା ଦିଗଦ୍ରଷ୍ଟା ମୁକ୍ତ୍ଯାର ରାମଚନ୍ଦ୍ର ଦାସ। “ଈପ୍ସିତଂ ତଦବଜ୍ଞାନାଦ୍ଵିଦ୍ଧି ସାର୍ଗଳମାତ୍ମନଃ। ପ୍ରତିବଦ୍ଧ୍ନାତି ହି…

ରାଜକୃଷ୍ଣ ବୋଷ

ଲେଖା: ନିରଞ୍ଜନ ସାହୁ ଗାନ୍ଧୀବାଦୀ ନେତା, ପରୋପକାରୀ, ଦେଶପ୍ରେମୀ, ଓଡ଼ିଶାର ଉନ୍ନତି ପାଇଁ ସତତ ଚେଷ୍ଟିତ ନେତା, ଓଜସ୍ଵିନୀ ଜ୍ୱାଳାମୁଖୀ ବକ୍ତା, ଦୁସ୍ଥ ଆର୍ତ୍ତଜନତାର ସେବକ, ସାହସୀ, ଖାଣ୍ଟି ଓଡ଼ିଆ, ଓଡ଼ିଶାର ପ୍ରଥମ ରାଜନୈତିକ ବନ୍ଦୀ ରାଜକୃଷ୍ଣ ବୋଷ । ୧୯୨୧ ମସିହା ଜାନୁଆରୀ ମାସ ୨୪ ତାରିଖ। କଟକର କାଠଯୋଡ଼ି ବାଲିରେ ସ୍ଵାଧୀନତା ପାଇଁ…

ଭକ୍ତକବି ମଧୁସୂଦନ

~ ଭକ୍ତକବି ମଧୁସୂଦନ ~ ଲେଖା: ଅମୃତେଶ ଖଟୁଆ ଅମୃତ ପ୍ରତ୍ୟାଶୀ ଋଷିପ୍ରାଣ ମହାମହିମ ଭକ୍ତକବି ମଧୁସୂଦନ । ସୃଷ୍ଟିର ଅମୃତମୟ ପରିକଳ୍ପନାରେ ଶତଜିହ୍ଵ ତାଙ୍କ ଅତୀନ୍ଦ୍ରିୟ ଅମୃତମୟ ପ୍ରାଣ ଆଜି ବି ଶତକୋଟି ଓଡ଼ିଆମାନଙ୍କ ପ୍ରାଣରନ୍ଧ୍ରରେ ଉଜ୍ଜୀବିତ। ସ୍ନେହ ସୋହାଗର ବଳୟ ଭିତରେ ତାଙ୍କ ଅମରାତ୍ମାକୁ ଜଣେଇବା ଅମର୍ତ୍ତ୍ୟ ବାର୍ତ୍ତାର ପାଥେୟ । “ଅଖିଳ…

ଔପନ୍ୟାସିକ ଗୋପୀନାଥ ମହାନ୍ତି

~ ଔପନ୍ୟାସିକ ଗୋପୀନାଥ ମହାନ୍ତି ~ ଲେଖା: ଅମୃତେଶ ଖଟୁଆ ଔପନ୍ୟାସିକ ଗୋପୀନାଥ ମହାନ୍ତି ! ଓଡ଼ିଆ ସାହିତ୍ଯର ଜଣେ ଦିଗ୍ଗଜ ସ୍ରଷ୍ଟା। ମାଟିର ଅବାରିତ ବାସ୍ନାକୁ ସୁରଭିତ କରିଛନ୍ତି ନିଜ ଉପନ୍ୟାସ ମାଧ୍ୟମରେ। “କେବଳ ଭାଗ୍ୟବାଦୀ ନଗଣ୍ୟ ମଣିଷ, ମୂଷା ପରି ମଣିଷ, ବିଲୁଆ ପରି ମଣିଷ। ସେ ଆଶାର ଲଙ୍ଗର ଉଠେଇ ନେଇ…

ଲକ୍ଷ୍ମୀନାରାୟଣ ପଟ୍ଟନାୟକ

~ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ~ ଲେଖା: ଅମୃତେଶ ଖଟୁଆ ଉତ୍କଳୀୟ ମାଟିର ଜଣେ ଉଦଯୋଗଶୀଳ ନିରାସକ୍ତ ଜାତୀୟ ଜୀବନରେ ଜଣେ ଅଗ୍ରଗାମୀ କର୍ମୀପୁରୁଷ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ । ପୁତ୍ର ଥିଲେ ଆବାଲ୍ଯ ବୀରସୁଲଭ ଦୁଃସାହସିକ ଏବଂ ନିର୍ଭୀକ ଜନନେତୃକାର। ପୁଲିସ୍ ଲାଠି ଖାଇଥିଲେ, ଉଡାଜାହାଜ ଉଡାଇବା ପାଇଁ ପଣ କରିଥିଲେ। ପିତାଙ୍କ ସ୍ପର୍ଶରେ ସେ ପାଇଥିଲେ…