admin

admin

ହାତୀଆଶୁଣି

ଲେଖା: ଅର୍ଜୁନ ପୃଷ୍ଟି କାଏମାର ଗୋଗଳ ପାହାଡ଼ରେ ଗୋଟିଏ ପଥର ନିର୍ମିତ ହାତୀମୂର୍ତି, ପ୍ରାୟ ଦୁଇହଜାର ବର୍ଷ ତଳର ଏକ ବୌଦ୍ଧସ୍ଥାପତ୍ୟ । ଲୋକ ବିଶ୍ବାସରେ ହାତୀଆଶୁଣି ଠାକୁରାଣୀ ଭାବେ ପୂଜା ପାଉଥିଲେ ସେ। ସମଗ୍ର ଭାରତରେ ବିରଳତମ ଏଭଳି ସ୍ଥାପତ୍ୟ କେବଳ ଡେରାଡୁନ୍’ର କାଲସି ଠାରେ ଉପଲବ୍ଧ । ହାତୀମୂର୍ତିର ନିକଟରେ ପାଲି ଭାଷାର…

ଓଡ଼ିଆ ପତ୍ରପତ୍ରିକା

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ପତ୍ରପତ୍ରିକା ପ୍ରକାଶନର ଇତିହାସ ଦେଢଶହ ବର୍ଷରୁ ଅଧିକ ହେଲେ ମଧ୍ୟ ଦୁଇଶହ ବର୍ଷରୁ କମ୍ । ଓଡ଼ିଶାର #ସାଂସ୍କୃତିକ_ପ୍ରାଣକେନ୍ଦ୍ର_କଟକ ହିଁ ଏହି ନବ ଆନ୍ଦୋଳନର ପ୍ରାଣପ୍ରତିଷ୍ଠାତା ଓ ଦିଗଦ୍ରଷ୍ଟା । ଶିକ୍ଷାବିକାଶ ଆନ୍ଦୋଳନରେ ଅଢ଼େଇ ହଜାର ବର୍ଷରୁ ଅଧିକ କାଳ ଧରି ଗଢ଼ିଉଠିଥିବା ଏଇ ସହରର ଭୂମିକା ନିଶ୍ଚିତ ଭାବେ…

ପର୍ତ୍ତୁଗୀଜ ମୁଦ୍ରାରେ ବଡଦେଉଳ

ଲେଖା: ଦେଵ ତ୍ରିପାଠୀ ପର୍ତ୍ତୁଗୀଜ ମୁଦ୍ରାରେ ବଡଦେଉଳ ! ଗର୍ବ ଓ ଗୌରବର କଥା ! ସ୍ଵର୍ଣ୍ଣପ୍ରସୁ ଓଡ଼ିଶାକୁ ବ୍ରିଟିଶ ଓ ଅନ୍ୟ ୟୁରୋପୀୟମାନଙ୍କ ଆଗମନର ବହୁ ପୂର୍ବରୁ (ପ୍ରାୟତଃ ୧୫୧୪ ଖ୍ରୀଷ୍ଟାବ୍ଦ) ପର୍ତ୍ତୁଗୀଜମାନେ ପ୍ରବେଶ କରି ସାରିଥିଲେ । ତେବେ ତତ୍କାଳୀନ ନବାବ ମୁତାକଦ ଖାଁଙ୍କ ଠାରୁ ଅନୁମତି ପାଇ ବିଧିବଦ୍ଧ ଭାବରେ ୧୬୩୬ ସାଲରେ…

କବି ଗୁରୁପ୍ରସାଦ ମହାନ୍ତି

~ କବି ଗୁରୁପ୍ରସାଦ ମହାନ୍ତି ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ସାହିତ୍ୟର ସବୁଜ ଯୁଗ ପରିଯନ୍ତେ ଆସିଛି ଆଧୁନିକ ସାହିତ୍ୟର ଏକ ବିଶିଷ୍ଟ ଯୁଗ। କବି ସୌଭାଗ୍ୟ କୁମାର ମିଶ୍ର, କବି ଦୁର୍ଗାମାଧବ ମିଶ୍ର, କବି ଜ୍ଞାନୀନ୍ଦ୍ର ବର୍ମା, କବି ଗୁରୁପ୍ରସାଦ ମହାନ୍ତି, କବି ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ), କବି ଶ୍ରୀନିବାସ ଉଦ୍ଗାତାଙ୍କ ଭଳି…

ଚାରି ସୁନ୍ଦରୀ ଓ ମେଣ୍ଢା

ଉପସ୍ଥାପନା: ଦେବାଶିଷ ସେନାପତି ଶୁଆଶାରୀ କଥା ପରି ଆମ ଲୋକ ସାହିତ୍ୟରେ ରହିଛି ଅନେକ କାହାଣୀ, ଯେମିତି ଚାରି ସୁନ୍ଦରୀ ଓ ମେଣ୍ଢା କଥା ଆମେ ହୁଏତ ସେ ସବୁକୁ ପୁସ୍ତକରେ ନ ପାଉ । ତେଣୁ ଏଠାରେ ଆମେ ପରଶିଦେଉଛୁ ସେଇ ଆଈମା’ କାହାଣୀ ଚାରି ସୁନ୍ଦରୀ ଓ ମେଣ୍ଢା କଥା । ~…

ନବଗୁଞ୍ଜର ମୂରତି ସିଏ

~ ନବଗୁଞ୍ଜର: ଓଡିଆ ସଂସ୍କୃତିର ସ୍ଵାତନ୍ତ୍ର୍ୟ ~ ସୌରଭିତ ସୃଷ୍ଟି: ରାଧାମୋହନ ଗଡ଼ନାୟକ ୧୯୮୭ ମସିହାର ସଂସ୍କରଣ ରୂପେ ପ୍ରକାଶିତ କବି #ରାଧାମୋହନ #ଗଡ଼ନାୟକଙ୍କ “ନବଗୁଞ୍ଜର ମୂରତି ସିଏ” ହେଉଛି ତାଙ୍କର “ନବଗୁଞ୍ଜର ମୂରତି” ସଙ୍କଳନର ଚାରିଗୋଟି କବିତାରୁ ଅନ୍ୟତମ। ଏଥିରେ ପ୍ରସିଦ୍ଧ ‘ନବଗୁଞ୍ଜର’ ରୂପର ବର୍ଣ୍ଣନା ଅତ୍ୟନ୍ତ ସାବଲୀଳ ଛଟାରେ ରଚିତ। ~ ନବଗୁଞ୍ଜର…

ରାଜା ସୋମନାଥ ସିଂହ

~ ରାଜା ସୋମନାଥ ସିଂହ ~ ଲେଖା: ଅମୃତେଶ ଖଟୁଆ ସମଗ୍ର ଓଡିଶାରେ ଯେତେବେଳେ ନାନାବିଧ ସ୍ଵାଧୀନତାର ସ୍ଵରୋତ୍ତଳିତ ହୁଏ, ସେତେବେଳେ କଦମ୍ଵବଂଶୀୟ ଅନୁଗୋଳ ଗଡଜାତର ଶେଷ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ମହୀୟାନ ଆତ୍ମତିତିକ୍ଷାର କଥା ଉଠେ । “କିଞ୍ଚିତ ଦୟା ନୋହିଲା କମଳ ଲୋଚନ ପ୍ରଭୁ ଥାଉ ଥାଉ ମୋ କର୍ମ ବିଫଳ…

ଶଗଡ଼ିଆ ଗୀତ

ଲେଖା: ଦେଵ ତ୍ରିପାଠୀ ଇଏ ଆମ ଗାଁ ଗହଳିର ଅସିଆ କାଳର ମସିଆ କଥା ! ବେଳବୁଡ଼ି ଆସିଲା ବେଳକୁ ବଳଦ ଆଡ଼େଇ ଶଗଡ଼କୁ ଘରମୁହାଁ କରାଉଥିବ ଚଷାପୁଅ ! ଲହରା ସୁର ତା’ର ଭାସି ଆସୁଥିବ କାଇଁ କେତେ ଦୂରରୁ ! “ଦୂରକୁ ସୁନ୍ଦର ତ ପରବତମାଳ ଗାଆଁକୁ ସୁନ୍ଦର ତ ନଡ଼ିଆ ଗୁଆ…

ପୁଚିଖେଳ

ଲେଖା: ଦେଵ ତ୍ରିପାଠୀ କୁଆଁର ପୁନେଇଁ ରାତି ! ଜ୍ୟୋତ୍ସ୍ନା ମାୟାରେ ବର୍ଷାଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନରେ ମନ ଆଜି ମତୁଆଲା ! ଉଚ୍ଚାଟ ଆଜି କୁଆଁରୀ ଝିଅଙ୍କ ମନ ! ଦିଗବଳୟର ମଥାନକୁ ରୂପାଥାଳି ପରି ପୂର୍ଣ୍ଣମୀର ଜହ୍ନ ଉଠିଲା ବେଳକୁ, ଶଂଖ, ହୁଳହୁଳି ଶବ୍ଦରେ ଉଛୁଳିପଡ଼ିବ ଗାଁ ଦାଣ୍ଡ !…