Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ କୁଆଁର ପୁନେଇଁ ରାତି ! ଜ୍ୟୋତ୍ସ୍ନା ମାୟାରେ ବର୍ଷାଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନରେ ମନ ଆଜି ମତୁଆଲା ! ଉଚ୍ଚାଟ ଆଜି କୁଆଁରୀ ଝିଅଙ୍କ ମନ ! ଦିଗବଳୟର ମଥାନକୁ ରୂପାଥାଳି ପରି ପୂର୍ଣ୍ଣମୀର ଜହ୍ନ ଉଠିଲା ବେଳକୁ, ଶଂଖ, ହୁଳହୁଳି ଶବ୍ଦରେ ଉଛୁଳିପଡ଼ିବ ଗାଁ ଦାଣ୍ଡ !…

ଲେଖା: ଦେଵ ତ୍ରିପାଠୀ ୧୯୯୫ ମସିହା । ଦେଶର ବିଶିଷ୍ଟ ଅଣୁବିଜ୍ଞାନୀ ଡ. #ଅବଦୁଲ୍_କଲାମ୍ ମହୋଦୟ ଆସି ପହଞ୍ଚିଛନ୍ତି ମହୋଦଧି ମଧ୍ୟସ୍ଥ ଏକ ଦ୍ବୀପପୁଞ୍ଜରେ । ଭାରତୀୟ ପ୍ରତିରକ୍ଷା ବିଭାଗର ମଧ୍ୟବର୍ତ୍ତୀକାଳୀନ ପରୀକ୍ଷାଗାର ପ୍ରତିଷ୍ଠା ଉପଲକ୍ଷେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଶେଷ କରି ବୈଜ୍ଞାନିକ ବାହାରି ଗଲେ ଦ୍ଵୀପଟିର ଶୋଭା ଅବଲୋକନ ଉଦ୍ଦେଶ୍ୟରେ । ନୈସର୍ଗିକ…

ଲେଖା: ଆଦିତ୍ୟ କୁମାର ନାୟକ ଓଡ଼ିଶାର ଅନାଲୋଚିତ ଲୋକନୃତ୍ୟ ଚାଙ୍ଗୁନୃତ୍ୟ । ପାହାଡ଼ି ଝରଣାର ମନମତାଣିଆ କୁଳୁକୁଳୁ ନାଦ ପରି ଆଦିବାସୀଙ୍କର ଜୀବନର ପ୍ରତିଟି ମୁହୂର୍ତ୍ତ ନୃତ୍ୟସଙ୍ଗୀତରେ ପରିପୂର୍ଣ୍ଣ । ନୃତ୍ୟ ଗୀତ ଆଦିବାସୀଙ୍କର ଜୀବନର ଏକ ଅବିଛେଦ୍ୟ ଅଙ୍ଗ । ଆଉ ସବୁଠୁ ବଡ଼ କଥା ହେଲା ଅନ୍ୟ ନର୍ତ୍ତକନର୍ତ୍ତକୀ ଅନ୍ୟର ମନରଞ୍ଜନ ପାଇଁ…

ଲେଖା: ଦେବୀ ପ୍ରସାଦ ଦାସ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ଆଜୀବନ ଗାନ୍ଧୀବାଦୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ବୈଶାଖ ମାସ ବୁଦ୍ଧ ପୂର୍ଣ୍ଣିମା ତିଥୀରେ ପିତା ନାରାୟଣ ପଟ୍ଟନାୟକ ଓ ମାତା କୁମୁଦିନୀ ଦେବୀଙ୍କ ଅଷ୍ଟମ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଗ୍ରାମ ଥିଲା ପୁରୀ ଜିଲ୍ଲାର ନିମାପଡ଼ା…

~ ମହାପାତ୍ର ନୀଳମଣି ସାହୁ ~ ଲେଖା: ଅମୃତେଶ ଖଟୁଆ “ଏ ଜଗତ ଅସଂଖ୍ୟ ପ୍ରକାରର, ଅସଂଖ୍ୟ ଅନୁଭୂତିର ଅସଂଖ୍ୟ କକ୍ଷରେ ପରିପୂର୍ଣ୍ଣ। ରସଜଗତରେ ଦିବାଭିସାରୀମାନେ ଜ୍ଞାନଗ୍ରନ୍ଥୀ। ସେମାନେ କକ୍ଷରୁ କକ୍ଷାନ୍ତରକୁ ମୁଖ୍ୟ ଦ୍ବାର ବାଟେ ଚାବି ଖୋଲି ଯିବେ। ତିମିରାଭିସାରୀମାନେ ପ୍ରେମୀ। ସେମାନେ ପ୍ରାୟତଃ ଚାବି ହଜାଇଥା’ନ୍ତି। ସେମାନଙ୍କ ଲାଗି ଚୋରାବାଟ ପ୍ରଶସ୍ତ …..”…

By: Dev Tripathy Saura Art – The Story of an Ancient Indian Tribe through Their Captivating Art. With simple forms and figures that come together to compose intricate narratives in very few colours, the captivating art of the Sauras, has…

By: Upendra Prasad Singh, IAS ~ Boudh ~ If you google for ‘Places of Tourist Interest in Odisha’, its highly improbable that the search will lead you to Boudh. Boudh district, carved out of #Kandhamal (Phulbani), is one of the…

ଲେଖା: ନିରଞ୍ଜନ ସାହୁ ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ପରମ୍ପରାର ସଂରକ୍ଷକ ଭାବେ ନିଜକୁ ସମର୍ପିତ କରିଦେଇଥିବା ଓଡ଼ିଆ ମଣିଷ ବିଛନ୍ଦ ଚରଣ ପଟ୍ଟନାୟକ ଏ ଜାତିର ଚିରନମସ୍ୟ । “ଜ୍ଞାନର କି ଆଶ୍ଚର୍ଯ୍ୟ ପ୍ରଭାବ ! ବିଦ୍ୟାର କି ମନୋହର ମୂର୍ତ୍ତି ! ବିଦ୍ୟାହୀନ ମନୁଷ୍ୟ, ମନୁଷ୍ୟ ନୁହେଁ । ବିଦ୍ୟାହୀନର ମନରେ ଗୌରବ…

ଲେଖା: ଦେବୀ ପ୍ରସାଦ ଦାସ ଶହୀଦ ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ ଧରଣର ବିପ୍ଲବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସର ହେବା…

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ୪୨ ଦିନ ବ୍ୟାପୀ ଚନ୍ଦନ ୨ ଭାଗରେ ବିଭକ୍ତ ହୋଇ ପାଳିତ ହୋଇଥାଏ। ପ୍ରଥମ ୨୧ ଦିନ ବାହାର ଚନ୍ଦନ ଓ ତତ୍ପର ୨୧ ଦିନ ଭିତର ଚନ୍ଦନ । ଚନ୍ଦନ ସମୟରେ ଶ୍ରୀଜୀଉମାନଙ୍କ ପାଖେ ଆଲଟ ଲାଗି ହୋଇଥାଏ। ଏହା ଏକ ଗୁପ୍ତସେବା…