Physical Address
Sai Samarpanam, Satya Vihar, Bhubaneswar

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଚଉଷଠି ଯୋଗିନୀ ମନ୍ଦିର ~ କଟକ ପୁରୀ ଜାତୀୟ ରାଜପଥର ଉତ୍ତରା ଛକରୁ, ବାଳକାଟି ବଜାର ଦେଇ ଆଗକୁ ଗଲେ ମାତ୍ର ଦୁଇ କିଲୋମିଟର ଦୂର, ଭାର୍ଗବୀ ନଦୀ କୂଳରେ ରହିଛି ସହସ୍ର ବର୍ଷ ପ୍ରାଚୀନ ହୀରାପୁର ଗାଁ l ଆଉ ଏହି ଗାଁରେ ରହିଛି ଚଉଷଠି ଯୋଗିନୀ ମନ୍ଦିର…

ସୌରଭିତ ସୃଷ୍ଟି: ବଳରାମ ଦାସ କବି ବାଲ୍ମୀକି ପ୍ରଭୁ ରାମଚନ୍ଦ୍ରଙ୍କର ଜୀବନ କାହାଣୀକୁ ନେଇ ସଂସ୍କୃତରେ ସାତଖଣ୍ଡ ରାମାୟଣ ଲେଖିଲେ। ଏହି ସଂସ୍କୃତ କାହାଣୀକୁ ପଢି ବୁଝି ଜଗନ୍ନାଥ ଦାସଙ୍କ ସାଙ୍ଗ ବଳରାମ ଦାସ ଓଡ଼ିଆମାନଙ୍କ ପାଇଁ ଓଡ଼ିଆ ଭାଷାରେ ଲେଖିଦେଲେ ରାମଚନ୍ଦ୍ରଙ୍କର ଜୀବନ କଥା। ଲେଖୁ ଲେଖୁ କିଛି ନୂଆ କଥା ବି ଖଞ୍ଜିଦେଲେ।ତାହା ହିଁ ତାଙ୍କର ମୌଳିକତା…

ଉପସ୍ଥାପନା : ଶୁଭରଞ୍ଜନ ପୃଷ୍ଟି ~ ଆମ ଲୋକସାହିତ୍ୟ ~ “ଜହ୍ନିଫୁଲ ଠୋ ଠା, କାକୁଡିଫୁଲ ଠୋ ଠା, ଗୁଣ୍ଡୁଚିମୂଷା କହିଯାଇଛି, ଚାଉଳ ମୁଠେ ରଖିଥା” ।। #କୁଆଁର_ପୁନେଇଁ ରାତି ! ଜ୍ୟୋତ୍ସ୍ନା ମାୟାରେ ବର୍ଷାଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନରେ ମନ ଆଜି ମତୁଆଲା ! ଉଚ୍ଚାଟ ଆଜି କୁଆଁରୀଝିଅଙ୍କ ମନ !…

ଲେଖା: ଶିଶିର ମନୋଜ ସାହୁ ~ ବଣ୍ଡା ଓ ଗାଦବା ~ ବଣ୍ଡା ଓ ଗାଦବା ଦୁଇ ଭାଇ ଅତି ପ୍ରାଚୀନ କାଳରେ ଅଵିଭକ୍ତ କୋରାପୁଟ ଜିଲ୍ଲାର କୁଟୁଣିମାଳା ପାହାଡ଼ରେ ଦୁଇ ଭାଇ ଓ ତାଙ୍କର ସାନଭଉଣୀ ଅତି ଆନନ୍ଦରେ ରହୁଥିଲେ । ବଡ଼ଭାଇର ନାଆଁ ବଣ୍ଡା ଓ ସାନଭାଇର ନାଆଁ ଗାଦବା । ସେମାନଙ୍କର…

ସୌରଭିତ ସୃଷ୍ଟି: କଵି ଵୈକୁଣ୍ଠନାଥ ପଟ୍ଟନାୟକ ସଵୁଜ ଯୁଗର ପ୍ରଖ୍ୟାତ କଵି ଵୈକୁଣ୍ଠନାଥ ପଟ୍ଟନାୟକଙ୍କ କଵିତା “ଦୋଳପୂର୍ଣ୍ଣିମା” ମଧ୍ୟରେ ଚିତ୍ରିତ ହୋଇଅଛି ପୃଥିଵୀର ସବୁଠାରୁ ସୁନ୍ଦର ଋତୁ ଵସନ୍ତ ଋତୁର ଚିତ୍ର ! ଦୋଳ ପର୍ଵ ସହିତ, ହୋଲି ସହ ଵସନ୍ତ ଋତୁ କିପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ତାହା ଏହି କଵିତା ପାଠକଲେ ହୃଦୟଙ୍ଗମ…

ଲେଖା: ଗୋକୁଳାନନ୍ଦ ସାହୁ ~ ଯତନ ନଗର ~ ଢେଙ୍କାନାଳ ସହରରୁ ବାଜିଚୌକ୍ ଛକ ଦେଇ ଯୋରନ୍ଦା ଗାଦି ଓ କପିଳାସ ଗଲାବେଳେ ସାମ୍ନାରେ ଦେଖାଯାଏ ଛୋଟ ପାହାଡ ଉପରେ ରାଜତନ୍ତ୍ରର ମୁକସାକ୍ଷୀ, ଧ୍ବସ୍ତ ପ୍ରାୟ “ଯତନ ନଗର”। କେହି କେହି ତାକୁ ଯାତନା ନଗର ବୋଲି କହିଥାନ୍ତି। ସାରା ଦେଶରେ ଢେଙ୍କାନାଳ ରାଜ୍ୟର ରାଜପରିବାରର…

ଲେଖା: ଶ୍ରୀକାନ୍ତ ସିଂହ ~ ମସ୍ତରାମ ମଠ ~ ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି । ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବା ପାଇଁ ଆମର ମଠଗୁଡ଼ିକ ସର୍ବଦା ତତ୍ପର। ସନାତନ ଧର୍ମର ଭିନ୍ନ ଭିନ୍ନ ସିଦ୍ଧାନ୍ତ, ଓ ସମ୍ପ୍ରଦାୟ ତତ୍ଜାତୀୟ ମଠଗୁଡ଼ିକରେ…

ଲେଖା: ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ୱର ମହାଦେବ ମନ୍ଦିର ~ ଐତିହାସିକ କଟକ ନଗରୀରୁ ପ୍ରାୟ ଦଶ କି.ମି. ଦୂରରେ ବିରୂପା ନଦୀ ତଟରେ ଅନନ୍ୟ ପ୍ରାଚୀନ ନଗରୀ #ଚୌଦ୍ଵାର ! ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ,…

ଲେଖା: ଅମ୍ବିକା ପଟ୍ଟନାୟକ ~ ଗର୍ଭଣା ସଂକ୍ରାନ୍ତି ~ ଓଡ଼ିଆରେ ଗୋଟେ ଢ଼ଗ ଅଛି.. “ଆଗେ ବୁଣ ପଛେ ବୁଣ, ଗର୍ଭଣାକୁ ଟୁଣ ଟୁଣ l” କୃଷି ଭିତ୍ତିକ ରାଜ୍ୟ ଓଡ଼ିଶାରେ ଅକ୍ଷିତୃତୀୟା ଦିନ ଅକ୍ଷି ମୁଠି ଅନୁକୂଳ କରାଯାଇ ଚାଷ କାମର ଅୟମାରମ୍ଭ ଶୁଭାୟ ଭବତୁ କରା ଯାଇଥାଏ l ଏଵେ ସିନା ଉନ୍ନତ…

ଲେଖା: ଅମ୍ବିକା ପଟ୍ଟନାୟକ ~ ସାହିତ୍ୟିକ ଚନ୍ଦ୍ରଶେଖର ରଥ ~ “ନୀଳକଣ୍ଠ ତ୍ରିପାଠୀ ୟାପ ପଣ୍ଡିତ ! ମାତ୍ର କି ପଣ୍ଡିତ ସେ ? ସେଇଟା କଣ ଜାଣେ ?… କାହାକୁ ଭଲା ଜଣା ଅଛି?.. ଏ ପରା ଚକ୍ରକୂଟ ମାୟା l ପଣ୍ଡିତ ଅପଣ୍ଡିତ ସମସ୍ତେ ଅଠାକାଠି ର ଶୁଆ l ଅଳ୍ପ ବହୁତ ସମସ୍ତେ…