admin

admin

ନାଗନାଥେଶ୍ୱର

ଲେଖା: ଶ୍ରୀକାନ୍ତ ସିଂହ ~ ନାଗନାଥେଶ୍ୱର ମନ୍ଦିର ~ ଅସୁମାରୀ କିର୍ତ୍ତୀରାଜି ଓ କଳା ଭାସ୍କର୍ଯ୍ୟରେ ସମୃଦ୍ଧ ଆମ ଏ ରାଜ୍ୟ ଓଡ୍ରଦେଶ ଓଡ଼ିଶା l ଉତ୍କୃଷ୍ଟ କଳାର ଦେଶ କଳିଙ୍ଗୋତ୍କଳ l କୋଣାନୁକୋଣରେ ତାର ଅଜସ୍ର ମଠ ଓ ମନ୍ଦିର l ପ୍ରାଗ ଐତିହାସିକ ଯୁଗରେ ପାହାଡ଼ ଖୋଲରେ ଥିବା ଆଦି ମାନବର ଚିତ୍ରଲେଖ,…

ଅରୁଣ ସ୍ତମ୍ଭ

ଲେଖା: ପୂର୍ଣ୍ଣେନ୍ଦୁ ମହାପାତ୍ର ~ ଅରୁଣ ସ୍ତମ୍ଭ ~ ପୁରୀସ୍ଥିତ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନପାଇଁ ପ୍ରଥମେ ଦୁଇ ସ୍ତମ୍ଭଙ୍କୁ ଦର୍ଶନ କରିବାକୁ ପଡେ। ପ୍ରଥମ ଅରୁଣ ସ୍ତମ୍ଭ ଓ ଦ୍ୱିତୀୟରେ ଗରୁଡ଼ ସ୍ତମ୍ଭ। ଶ୍ରୀମନ୍ଦିର ବାହାରେ ସିଂହଦ୍ୱାର ସମ୍ମୁଖରେ (ପୂର୍ବ ଦ୍ୱାରରେ) ଅରୁଣସ୍ତମ୍ଭ ରହିଛନ୍ତି। ମନ୍ଦିର ଭିତରେ ରତ୍ନସିଂହାସନ ସମ୍ମୁଖରେ ଗରୁଡ଼ ସ୍ତମ୍ଭ ରହିଛନ୍ତି।…

ଶ୍ରୀଗୋପୀନାଥ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀଗୋପୀନାଥ ମନ୍ଦିର ~ ଓଡ଼ିଶାରେ ଗଙ୍ଗବଂଶୀ ଶାସକଙ୍କ ଶାସନ ସମୟକୁ ସୁବର୍ଣ୍ଣଯୁଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ l ଗଙ୍ଗବଂଶୀ ଶାସନ ସମୟରେ ଓଡ଼ିଶାରେ ବା ତତ୍କାଳୀନ ଉତ୍କଳ ପ୍ରଦେଶରେ ବୈଷ୍ଣବୀୟ ଧର୍ମଧାରା ତଥା ସଂସ୍କୃତିର ପ୍ରଚାର ଓ ପ୍ରସାର ଚରମ ଶିଖରରେ ପହଞ୍ଚି ପାରିଥିଲା l ସମୟକ୍ରମେ…

ପିଙ୍ଗଳାକ୍ଷୀ ମନ୍ଦିର

~ ପିଙ୍ଗଳାକ୍ଷୀ ମନ୍ଦିର ~ ଲେଖା: ଅମୃତେଶ ଖଟୁଆ ଉତ୍ତରିଲେ ଯୋଗୀ – “ନୃପ ଏ ଶ୍ରୀକ୍ଷେତ୍ର ଧାମ, ଶାସ୍ତ୍ରର ବର୍ଣ୍ଣନା ସ୍ଵର୍ଗ, ଅପ୍ରତ୍ୟକ୍ଷ ଯାହା, ମାତ୍ର ଏ ପ୍ରତ୍ୟକ୍ଷ ସ୍ଵର୍ଗ, ରୂପବନ୍ତ ଏଥି ସାକ୍ଷାତ କୈବଲ୍ୟରୂପୀ ବ୍ରହ୍ମ ସନାତନ, ରାଜରାଜେଶ୍ଵର ଏହି ଅଖିଳ ତୀର୍ଥର । ଅଷ୍ଟଶମ୍ଭୁ, ଅଷ୍ଟଶକ୍ତି ବସନ୍ତି ଏହାର ଅଷ୍ଟଦିଗେ, ବିରାଜନ୍ତି…

କପିଳେଶ୍ଵର

ଲେଖା: ତ୍ରିଲୋଚନ ସ୍ୱାଇଁ  ~ ଶ୍ରୀ କପିଳେଶ୍ଵର ମହାଦେବ ~ ଏକାମ୍ରକ୍ଷେତ୍ର ଭୁବନେଶ୍ୱର, କେବଳ ରାଜ୍ୟ ରାଜଧାନୀ ନୁହେଁ; ମନ୍ଦିରମାଳିନୀ ଭୁବନେଶ୍ୱର ଶୈବ ସଂସ୍କୃତି ଓ ଶୈବ ଉପାସନାର ଏକ ମହାନ ତୀର୍ଥଭୂମି l ଗୋଟେ ସମୟରେ ପ୍ରାୟ ସାତ ଶହରୁ ଅଧିକ ଛୋଟ ବଡ଼ ମନ୍ଦିର ଏହି ଏକାମ୍ରକ୍ଷେତ୍ରରେ ଥିଲା l ଯହିଁରେ ଶିବ…

ସାକ୍ଷୀଗୋପୀନାଥ

ଲେଖା: ଶ୍ରୀକାନ୍ତ ସିଂହ ~ ସାକ୍ଷୀଗୋପୀନାଥ ~ ପ୍ରେମ, ପ୍ରତିଶ୍ରୁତି, ପ୍ରତାରଣା, ପ୍ରତୀକ୍ଷା ଆଉ ଶେଷରେ ପରିଣୟ – ଏହିସବୁ କଥାକୁ ନେଇ ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମହାପ୍ରଭୁଙ୍କ ସମ୍ପର୍କରେ ରହିଛି ସୁନ୍ଦର ଆଉ ରୋଚକ ଏକ ଲୋକକଥା l ପ୍ରେମ ଏକ ନୈସର୍ଗିକ ଅନୁଭବ l ପ୍ରେମ ଯେବେ ହୁଏ ସାତ୍ତ୍ଵିକ, କାମନା-ବାସନା ରହିତ ନିଷ୍କପଟ,…

ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିର ~ ଖଣ୍ଡପଡା ସହର କେବଳ ଆଧୁନିକ ନୟାଗଡ଼ ଜିଲ୍ଲା ନୁହେଁ ବରଂ ଅବିଭକ୍ତ ପୁରୀ ଜିଲ୍ଲାର ଏକ ଛୋଟିଆ ସହର l ବିପୁଳ ପ୍ରାକୃତିକ ସମ୍ପଦ, ବଣଭୂମି, ଅନେକ ମନ୍ଦିର ତଥା ଐତିହାସିକ କୀର୍ତ୍ତିରାଜିରେ ଭରା ବ୍ରିଟିଶ ଅମଳର ଅନ୍ୟତମ ଏକ ଗଡ଼ଜାତ ଅଞ୍ଚଳ l…

ମାରଦା ମନ୍ଦିର

ଲେଖା: ଜଗନ୍ନାଥ ଦୋରା ~ଐତିହାସିକ ମାରଦା ମନ୍ଦିର (ଶରଣ ଶ୍ରୀକ୍ଷେତ୍ର) ~ ପଥର ଶିଳ୍ପ ଓ କଂସା କାରିଗରୀ ଏବଂ ଇତିହାସ ଓ କିମ୍ବଦନ୍ତୀକୁ ନେଇ ପରିଚିତ ଗାଁଟି ମଥୁରା l ପୋଲସରା ବ୍ଲକ ମଥୁରା ପଞ୍ଚାୟତ ଓଡିଶା ଇତିହାସର ଅନ୍ୟ ଏକ ମୁକସାକ୍ଷୀ l ଓଡ଼ିଶା ଓ ଶ୍ରୀ ଜଗନ୍ନାଥଙ୍କୁ ମୋଗଲ ଆକ୍ରମଣ ଦେଖାଦେବାରୁ,…

ଶ୍ରୀ ଚନ୍ଦ୍ରଶେଖର ମହାଦେବ

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଶ୍ରୀ ଚନ୍ଦ୍ରଶେଖର ମହାଦେବ ~ କପିଳାସର ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କୁ କେହି କେହି ଶିଖରେଶ୍ୱର ବୋଲି ମଧ୍ୟ କୁହନ୍ତି l କାରଣ କୈଳାସ ବା କପିଳାସ ପାହାଡ଼ର ଶିଖରରେ ସ୍ୱୟଂ ଭଗବାନ ବିରାଜମାନ କରିଥିବାରୁ ଏପରି ନାମକରଣ ହୋଇଥାଇପାରେ l ହେଲେ ସାରା ଓଡିଶାରେ ଶ୍ରୀ ଚନ୍ଦ୍ରଶେଖର ନାମରେ ସେ…