admin

admin

ବାରଙ୍ଗ ଗୋସାଇଁ

ଉପସ୍ଥାପନା: ତ୍ରିଲୋଚନ ସ୍ୱାଇଁ ~ ବାରଙ୍ଗ ଗୋସାଇଁ ~ ଓଡ଼ିଶା ସିଦ୍ଧ ସାଧୁସନ୍ଥଙ୍କର ଭୂଇଁ – ଅନାଦି କାଳରୁ ଶ୍ରୀଜଗନ୍ନାଥ ଓଡ଼ିଶା ଓ #ଜଗତର_ଦେବତା ରୂପେ ପୂଜା ପାଇ ଆସୁଛନ୍ତି । ତାଙ୍କୁ ଆଶ୍ରୟ କରି ବିଭିନ୍ନ ସମୟରେ ବହୁ ସିଦ୍ଧ ସାଧକ ଓ ଭକ୍ତ ତାଙ୍କର ମହିମା ଗାନ କରି ଯାଇଛନ୍ତି । ସେମାନଙ୍କର…

କୁରୁମବେଡ଼ା

ଲେଖା: ଅମ୍ବିକା ପଟ୍ଟନାୟକ ~ ଗଗନେଶ୍ୱର ଓ କୁରୁମବେଡ଼ା : ଅତୀତ ଐତିହ୍ୟ ~ ହିନ୍ଦୀରେ ଗୋଟିଏ ଢଗ ଅଛି “ସମୟ ସେ ପେହେଲେ ଔର ଭାଗ୍ୟ କେ ଆଗେ କୁଛ ନହିଁ ମିଲତା” l ଖଡ଼ଗପୁରରୁ ମାତ୍ର ୨୪ କିଲୋମିଟର ଦୂରେ ଐତିହାସିକ “କୁରୁମବେଡ଼ା” ଦୁର୍ଗ l ଦୁଇ ବର୍ଷ ଧରି ଯିବି ଯିବି…

ଅଶୁରଗଡ ଜଳପ୍ରପାତ

ଲେଖା: ଅଶୋକା ନାୟକ ~ ଅଶୁରଗଡ ଜଳପ୍ରପାତ ~ ବରଗଡ଼ରୁ ଅମ୍ବାଭୋନା ରାସ୍ତାରେ ସମରଦର୍ହା ଛକ ପଡେ। ସେଇଠି ବାଁ ପଟେ ଦେବ୍ରିଗଡ ୧୭ କିଲୋମିଟର ଲେଖା ହେଇ ଗୋଟିଏ ବୋର୍ଡ଼ ଅଛି । ଡାହାଣରେ ଛୋଟିଆ ହନୁମାନ ମନ୍ଦିର। ଏହି ଡାହାଣ ପଟରେ ହିଁ ଆମକୁ ଯିବାକୁ ପଡିବ। ରାସ୍ତା ନୂଆ ଓ ଜଙ୍ଗଲ…

ଗୋପୀନାଥ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ  ~ ଗୋପୀନାଥ ମନ୍ଦିର ~ ପିପିଲି ବଜାର ଠାରୁ ଜଟଣୀ ରାସ୍ତାରେ ମାତ୍ର ସାତ କିଲୋମିଟର ଦୂର ଯିବା ପରେ, ମୁଖ୍ୟ ରାସ୍ତାର ଦକ୍ଷିଣ ଦିଗରେ ପ୍ରାୟ ଦୁଇଶହ ମିଟର ଦୂରରେ ରହିଛି ସୁନ୍ଦର ଏକ ପ୍ରାଚୀନ ମନ୍ଦିର ଶ୍ରୀ ଗୋପୀନାଥ ମନ୍ଦିର l ଦୟାନଦୀର ପୂର୍ଵ ତଟରେ ଥିବା କାକୁଡ଼ିଆ…

ମୁରୁଜ

ଲେଖା: ଅଶୋକା ନାୟକ ~ ଆମ ଓଡ଼ିଆ ଘରର ମୁରୁଜ କଳା ପରମ୍ପରା ~ ଓଡ଼ିଆ ଘରେ ସବୁ ପର୍ବପର୍ବାଣୀ, ଜନ୍ମଦିନ, ବାହାଘର, ଶ୍ରାଦ୍ଧରେ ମୁରୁଜ, ଝୋଟି, ଚିତା ପଡେ। ସେ ତେଣିକି କାର୍ତ୍ତିକରେ ଚଉରା ମୂଳରେ ହେଉ ବା ମାର୍ଗଶିର ଗୁରୁବାର ପାଇଁ ଦାଣ୍ଡରୁ ବାରି ପର୍ଯ୍ୟନ୍ତ ହେଉ, ଷଠୀପୂଜା ପାଇଁ ହେଉ ବା…

ରାମେଶ୍ୱର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ରାମେଶ୍ୱର ମନ୍ଦିର ~ ପୌରାଣିକ କଥାବସ୍ତୁ ଅନୁଯାୟୀ ତ୍ରେତୟା ଯୁଗରେ ରାବଣ ନିହତ ହେବା ପରେ ଭଗବାନ ରାମଚନ୍ଦ୍ର ପତ୍ନୀ ସୀତା ଓ ଭାଈ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଥାନ୍ତି l ଏହି ସମୟରେ ବୈଦେହୀଙ୍କ ମନରେ ରୁଦ୍ର ଆରାଧନା ନିମନ୍ତେ ଜିଜ୍ଞାସା ଜାତ ହୁଏ l ଲଙ୍କାଗଡ଼ର…

ଜଳେଶ୍ବର ମନ୍ଦିର

~ ଜଳେଶ୍ବର ମନ୍ଦିର ~ ଲେଖା: ଅମୃତେଶ ଖଟୁଆ  ସେହି #ସ୍ଵର୍ଣ୍ଣାଦ୍ରି_କ୍ଷେତ୍ର ! ଯାହାକୁ ‘ସାରଳା ମହାଭାରତ’ରେ ବର୍ଣ୍ଣନା କରାଯାଏ ଯେ କୀର୍ତ୍ତି ଓ ବାସଙ୍କ ଦ୍ଵାରା କୁବେରଙ୍କ ସୁବର୍ଣ୍ଣ ଭଣ୍ଡାରକୁ ଏଠାରେ ଠୁଳ କରି ଦେଇଥିଲେ । ଯେଉଁଠି ଦିନେ #ଗନ୍ଧବତୀ ନଦୀ ଧରେ ସ୍ଫୁଟ ସ୍ଥଳପଦ୍ମ ! ଆନତ ଦେଉଳମାନଙ୍କ ବେଢାଙ୍କ ସ୍ମିତହାସ୍ୟ…

ଦୀପାଵଳି

ଲେଖା: ଶିଶିର ମନୋଜ ସାହୁ ଦୀପାଵଳି ଆସିଲେ ଗୋଟିଏ ପ୍ରଶ୍ନ ବହୁତ ଲୋକ ପଚାରନ୍ତି ଯେ ଦୀପାଵଳିର ଠିକ୍ ବନାନଟି କ’ଣ ! ୧. ଦୀପାବଳୀ ୨. ଦୀପାବଳି ୩. ଦିପାବଳୀ ୪. ଦିପାବଳି ୫. ଦୀପାୱଳୀ ୬. ଦୀପାୱଳି ପ୍ରଥମତଃ ଏଠାରେ ଯେତେ ଶବ୍ଦ ଲେଖା ହୋଇଛି ସେ ସମସ୍ତ ଶତକଡ଼ା ଶହେ ଠିକ୍…

ପିମ୍ପେଇ ଅମାଵାସ୍ୟା

ଲେଖା: ଶିଶିର ମନୋଜ ସାହୁ ~ ଓଡ଼ିଶାର ପିମ୍ପେଇ ଅମାଵାସ୍ୟା ~  କାର୍ତ୍ତିକ ଅମାଵାସ୍ୟାକୁ ଓଡ଼ିଶାରେ ଆଜି ଅଧିକାଂଶ ଦୀପାଵଳି (ଅମାଵାସ୍ୟା), ଦିଆଲି ଓ ଦେଵାଲୀ ବୋଲି ଜାଣିଛନ୍ତି କିନ୍ତୁ ଏହାକୁ ଓଡ଼ିଶାରେ ପୟା ଅମାଵାସ୍ୟା, ପୟାଁ ଅମେଇସା ଓ ବଡ଼ବଡ଼ିଆଡକା ଉଆଁସ ମଧ୍ୟ କୁହାଯାଏ । ଦକ୍ଷିଣ ଓଡ଼ିଶାରେ ଏହାକୁ ଫଟାକି ଉଆଁସ ମଧ୍ୟ…

ଆମ୍ବିଳିଝରିର ପ୍ରାଚୀନ କୂଅ

ଲେଖା: ଶ୍ରୀକାନ୍ତ ସିଂହ ~ ଆମ୍ବିଳିଝରିର ପ୍ରାଚୀନ କୂଅ ~ ଐତିହାସିକ କଟକ ନଗରୀରୁ ପ୍ରାୟ ଦଶ କି.ମି. ଦୂରରେ ବିରୂପା ନଦୀ ତଟରେ ଅନନ୍ୟ ପ୍ରାଚୀନ ନଗରୀ #ଚୌଦ୍ଵାର ! ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ,…