Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ “ଧର୍ମରୁ ଜୟ କେବଳ ଅଧର୍ମରୁ କ୍ଷୟ ଧର୍ମ ଥିଲା ପ୍ରାଣୀକୁ ନ ପଡେ ଅପ୍ରମେୟ। ଧର୍ମ ହିଁ କାଳେ କାଳେ ପଦାର୍ଥ କେତେ କାଳେ ସର୍ବେସିନା ଚଳିଯିବା ରହି କାଳବଳେ II *** *** *** *** ସତ୍ୟ ଲାଗି ହରିଶ୍ଚନ୍ଦ୍ର ଶ୍ମଶାନ ଜଗିଲେ, ସତ୍ୟ…

ଲେଖା: ଶ୍ରୀକାନ୍ତ ସିଂହ ~ ଅଢ଼ଙ୍ଗଗଡ଼ ଗ୍ରାମର ପଶ୍ଚିମେଶ୍ୱର, ନୀଳକଣ୍ଠେଶ୍ୱର ମନ୍ଦିର ଓ ପୂରଣ ଗ୍ରାମର ଶ୍ରୀ ସୋମନାଥ ମନ୍ଦିର ~ ଅନେକ ବର୍ଷ ପୂର୍ବେ, କେଉଁ ରାଜାରାଜୁଡ଼ା ଯୁଗରେ ଅଢ଼ଙ୍ଗଗଡ଼ରେ ଶାସନ କରୁଥିଲେ ରାଜା ରଘୁରାମ ଚମ୍ପତିରାୟ l ରଘୁରାମଙ୍କ ପୂର୍ବରୁ ତାଙ୍କ ପୂର୍ବ ପୁରୁଷମାନେ ଏଠାରେ ଶାସନ କରୁଥିଲେ, ମାତ୍ର ଏବେ ଜମିଦାରଙ୍କ…

ଲେଖା: ଶ୍ରୀକାନ୍ତ ସିଂହ ~ ଲତାଦେଇପୁରର ଶ୍ରୀ ଉନ୍ନକୋଟୀଶ୍ୱର ମନ୍ଦିର ~ ଘଞ୍ଚ ଜଙ୍ଗଲ, ନଦୀ, ନାଳ, ଝରଣା ଓ ଅନେକ ଜୈବ ବିବିଧତା, ସବୁଜିମା ପାଇଁ ବିଶେଷ କରି ଗଜରାଜ ହାତୀଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ l ଠିକ୍ ସେହିପରି କପିଳାସର ଶ୍ରୀ ଚନ୍ଦ୍ରଶେଖର ମହାଦେବ, ନାଗେନାର ଶତାବ୍ଦୀ ପୁରାତନ ନାଗନାଥେଶ୍ୱର ମନ୍ଦିର,…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଜିଗିନୀପୁର ଶ୍ରୀବଳଦେବଜୀଉ ମନ୍ଦିର ~ ଗ୍ରାମ ଜିଗିନୀପୁର, ବ୍ଲକ ନିଶ୍ଚିନ୍ତକୋଇଲି, ଜିଲ୍ଲା କଟକ, ଓଡ଼ିଶା l ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l…

ଲେଖା: ଅମ୍ବିକା ପଟ୍ଟନାୟକ ~ ବିଛିନ୍ନାଞ୍ଚଳରେ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା – କେଶୀଆଡ଼ି ସ୍ଥିତ ସର୍ବମଙ୍ଗଳା ମନ୍ଦିର ~ “ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ଵଧା ନମସ୍ତୁତେ . . “ 1568 ଗୋହିରାଟିକିରି ଠାରେ ଓଡ଼ିଶାର ଶେଷ ସ୍ୱାଧୀନ ଗଜପତି ମୁକୁନ୍ଦଦେବଙ୍କ ପତନ ପରେ…

ଲେଖା: ଅମ୍ବିକା ପଟ୍ଟନାୟକ ~ ଜଣେ ଅନିଛୁକ ରାଜନୀତିଜ୍ଞ : ଡ. ମନ୍ମଥ ନାଥ ଦାସ ~ “ଇତିହାସର ଶିଳାନ୍ୟାସ ଉପରେ ଉପନ୍ୟାସର ମାଧୁର୍ଯ୍ୟ ଭରି ଦେଇ ଇତିହାସକୁ ଜୀବନ୍ୟାସ ଦେବାରେ ସିଦ୍ଧହସ୍ତ, ଇତିହାସକୁ ଜୀବନ୍ତ, ମୂର୍ତ୍ତିମନ୍ତ ଓ ସୌନ୍ଦର୍ଯ୍ୟରେ ରୁଦ୍ଧିମନ୍ତ କରିବାର କୁଶଳୀ ଶିଳ୍ପୀ, ଐତିହାସିକ ଡ. ମନ୍ମଥ ନାଥ ଦାସଙ୍କୁ ପ୍ରଜ୍ଞା ଓ…

ଲେଖା: ଅମ୍ବିକା ପଟ୍ଟନାୟକ ଐତିହାସିକ ଦାଣ୍ଡିଯାତ୍ରା ଓ ଶ୍ରୀଜଗନ୍ନାଥ ମନ୍ଦିର l କିଛି ସମ୍ପର୍କ ଅଛି କି? ଟିକେ ପର୍ଯ୍ୟାଲୋଚନା ହେଉ l ମହାତ୍ମା ଗାନ୍ଧୀ ୧୮ ମାର୍ଚ୍ଚ ୧୯୩୦ରୁ ୬ ଏପ୍ରିଲ ୧୯୩୦ ଆରମ୍ଭ କରିଥିଲେ ସବରମତୀ ଆଶ୍ରମରୁ ଦାଣ୍ଡି ସମୁଦ୍ରକୂଳ, ଦୁଇଶ କୋଡିଏ କିଲୋମିଟର ଯାତ୍ରା l “ଲବଣ ସତ୍ୟାଗ୍ରହ” ନାମରେ ଖ୍ୟାତ…

ଲେଖା: ଅମ୍ବିକା ପଟ୍ଟନାୟକ ~ ଗୋପାଳ ଚନ୍ଦ୍ର ପ୍ରହରାଜ ~ ୧. ନେତାମାନେ ଓଡିଶା ମାତାକୁ କେତେବେଳେ ପାଟପତନୀ, କେତେବେଳେ ପିଚାପାଡ଼ିଆ ଶାଢ଼ୀ, କେତେ ବେଳେ କେଳୁଣୀ କଛା, କେତେବେଳେ ଗାଉନ, କେତେ ବେଳେ ବାହୁ ଖଡ଼ୁ, କେତେବେଳେ ବ୍ରାସଲେଟ ଏବଂ କେତେ ବେଳେ ଯାହା ମନ ତାହା ପିନ୍ଧେଇ ମଞ୍ଚ ଉପରେ ତାମସା କରନ୍ତି…

ଲେଖା: ଅମ୍ବିକା ପଟ୍ଟନାୟକ ~ କବିସୂର୍ଯ୍ୟ ବଳଦେବ ରଥ ରାୟଗୁରୁ ମହାପାତ୍ର ~ 1. ସରସ ଶ୍ରୀହର୍ଷାଦି ମହାକବି ମାନେ ବିହରିଲେ ମହୋନ୍ନତ କବନ ବିମାନେ, ସେ ବିମାନେ ତେଜି ସେ ବିମାନ ଅନାତପ କଲି ଚନ୍ଦ୍ରକଳା ଗ୍ରନ୍ଥାରମ୍ଭ ସଙ୍କଳପ (ନମ୍ରତା ଓ ଶାଳୀନତାର ପରିଚୟ) 2. ରଞ୍ଜି ନାୟକ ରଙ୍ଗେ ଚୋପଦାର ଖଞ୍ଜିଲେ ହେଲେ…

ଲେଖା: ଅମ୍ବିକା ପଟ୍ଟନାୟକ ~ ଉତ୍କଳେ ପ୍ରଣିପତ୍ୟ ସନ୍ଥ ଅଭିରାମ ପରମହଂସ ~ ପାଞ୍ଚ ମନଟି ଯାକୁ କହି l ପଞ୍ଚମ ଜର୍ଜ ସେ ଅଟଇ l ଗୋରା ପଲଟନଟି ଯେହି l ପଚିଶ ପ୍ରକୃତି ଅଟଇ l ଏହିଟି ବିଦେଶୀ ଅଟନ୍ତି l ସ୍ୱରାଜ୍ୟ ଉଜାଡିଣ ଦ୍ୟନ୍ତି l ଯେହୁ ଅଟେ ମହତ ଆତ୍ମା…