Physical Address
Sai Samarpanam, Satya Vihar, Bhubaneswar

ଲେଖା: ତ୍ରିଲୋଚନ ସ୍ୱାଇଁ ~ ପାରିବାସୁଦେଇପୁର ନୃସିଂହ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ…

ଲେଖା: ଅଶୋକା ନାୟକ ~ ଘଡ଼ିପଥୁଲି ପୂଜା ~ ଅକ୍ଷୟ ତୃତୀୟା ଦିନ ସକାଳୁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡେ। ସମସ୍ତେ ଜାଣନ୍ତି ବାହାର ଚନ୍ଦନଯାତ୍ରା ଓ ରଥ ଅନୁକୂଳ ଏହି ଦିନ ହୋଇଥାଏ। କିନ୍ତୁ କେବଳ ପୁରୀ ଆଉ ଏହାର ଆଖପାଖର ଲୋକ ଅକ୍ଷୟ ତୃତୀୟା ଦିନ ହେଉଥିବା ଏହି ଘଡ଼ିପଥୁଲି ପୂଜା ସହ ପରିଚିତ…

ଲେଖା: ସୁଦର୍ଶନ ଆଚାର୍ଯ୍ୟ ~ ଗୋପାଳଚନ୍ଦ୍ର ପ୍ରହରାଜ ବ୍ୟକ୍ତି ଓ ବ୍ୟକ୍ତିତ୍ଵ ~ ପାରଳାଖେମୁଣ୍ଡିର ଅଦ୍ଭୁତକର୍ମା ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ରଚନାବଳୀ ସଂଗ୍ରହ ଅବସରରେ ଦିନେ କୌତୂହଳବଶତଃ କଟକ ଫେରିବା ରାସ୍ତାରେ ବାଣପୁରର ସ୍ୱନାମଧନ୍ୟ ସ୍ୱର୍ଗତ ଡାକ୍ତର ରାଧାଚରଣ ପଣ୍ଡାଙ୍କ ଘରେ ଯାଇ ପହଞ୍ଚିଲି । ସେ ଥିଲେ ପଣ୍ଡିତ ନନ୍ଦଶର୍ମାଙ୍କ ପ୍ରିୟ ଛାତ୍ର ।…

ଲେଖା: ଜ୍ୟୋତିପ୍ରକାଶ ସତ୍ୟକାମ ଦାଶ ~ ଭୋଗଦବିନାୟକ ପୀଠ ~ ପ୍ରାଚୀ ଅବବାହିକାରେ କେତେ ଯେ ଦେବଦେବୀ ପୀଠ ରହିଛି ତାର କଳନା ନାହିଁ। ପୁଣ୍ୟତୋୟା ପ୍ରାଚୀ ଯେ ଖାଲି ଗିରିସୂତା ପରାଶକ୍ତି ବା ମହାଦେବ ଅଥବା ମାଧବ ଉପାସନାର କେନ୍ଦ୍ର ନଥିଲା। ଅପିତୁ ଗାଣପତ୍ଯ ଉପାସନାର ମଧ୍ଯ ମହାନ କେନ୍ଦ୍ର ଥିଲା। ଏଥିମଧ୍ୟରୁ ଅନ୍ଯତମ…

ଲେଖା: ଦେଵ ତ୍ରିପାଠୀ ~ କର୍ମଯୋଗୀ ଦୈତାରୀ ନାଏକ ~ ଜୀବନ ସାୟାହ୍ନର ପାଣିଚିଆ ଖରାରେ ସତେଜ ହେବା ଚେଷ୍ଟା ରେ ସେ ଥିଲେ ନିୟୋଜିତ । କଙ୍କାଳସାର ଶରୀର, ମସ୍ତକରେ ଶୁଭ୍ରକେଶ, ଭଙ୍ଗା ବୟସର ପେଜୁଆ ଆଖିରେ ନିଷ୍ପ୍ରଭ ଚାହାଣି, ଭଗ୍ନସ୍ବାସ୍ଥ୍ୟ-ସମ୍ପନ୍ନ ଅଶୀତିପର ବୃଦ୍ଧଜଣଙ୍କୁ ଦେଖି କେହି କ’ଣ ବିଶ୍ୱାସ କରିପାରିବ ଯେ ସେଇ…

ଲେଖା: ଅମ୍ବିକା ପଟ୍ଟନାୟକ ~ ହାସ୍ୟସ୍ରଷ୍ଟା ନୀଳକଣ୍ଠ “ଫତୁରାନନ୍ଦ” ~ ଅନେକ ଦିନ ତଳେ ଭୁବନେଶ୍ୱରରେ ଜଣେ ଭଦ୍ରବ୍ୟକ୍ତି ପଚାରିଲେ “ଏ ରିକ୍ସା, ସଚିବାଳୟ ଯିବୁ କି?” “ମୁଁ ରାସ୍ତା ଜାଣିନି ବାବୁ l” “ଆରେ ସେକ୍ରେଟାରୀଏଟ କୋଉଠି ଜାଣିନୁ?” “ଗଲା ଆଉ, ସେଇକଥା କହୁନା ବାବୁ, ତମେ ଇଂଲିଶ କହିଲେ ମୁଁ ବୁଝିବି କିପରି? “…

ଲେଖା: ବନ୍ଧନ ଦଳେଇ ଧର୍ମବିଶ୍ଵାସ ବସା ବାନ୍ଧିଥାଏ ମଣିଷର ଅବଚେତନ ମନରେ ! ଉପରେ ଧର୍ମକୁ ଯେତେ ଆଖିଠାର ମାରୁଥିଲେ ମଧ୍ୟ ମନ ଭିତରେ ସଂପୂର୍ଣ୍ଣ ଆସ୍ଥା ରଖେ ଧର୍ମ ଉପରେ, ଆଶାଭରସା ରଖେ ଠାକୁରଙ୍କ ଉପରେ ! ଲକ୍ଷ୍ମୀନାରାୟଣ, ରାଧାକୃଷ୍ଣ, ଶିବପାର୍ବତୀ, ଗୁରୁନାନକ, ଯୀଶୁ, ଆଲ୍ଲା ସଭିଙ୍କ ପାଖରେ ସେ କରେ କରୁଣାଭିକ୍ଷା !…

ଲେଖା: ଶ୍ରୀକାନ୍ତ ସିଂହ ~ ଅଳଗୁମର ଗତେଶ୍ୱର ମହାଦେବ ମନ୍ଦିର ~ ଗଙ୍ଗବଂଶୀ ରାଜତ୍ୱ ସମୟରେ ତତ୍କାଳୀନ ଉତ୍କଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଅନେକ ଶୈବ ଓ ବୈଷ୍ଣବ ମନ୍ଦିରମାନ ନିର୍ମାଣ ହୋଇଥିଲା l ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ଗଙ୍ଗବଂଶୀ ଶାସନ କାଳର ଦୁଇଟି ପ୍ରମୁଖ ମନ୍ଦିର ରହିଛି l ସେଥିମଧ୍ୟରେ ନୂଆସୋମେଶ୍ୱରପୁର ଗ୍ରାମରେ…

ଲେଖା: ଦେଵ ତ୍ରିପାଠୀ ସବୁଜ ଶ୍ୟାମଳଘେରା ଭିଜାମାଟିର ବାସ୍ନାରେ ବିଭୋର ଶାନ୍ତ ଶୀତଳ ଛାୟାଚ୍ଛନ୍ନ, ଅଥଚ ସହରିଆ ମାଟି ! ନାଁ ତା’ର #ଆଠଗଡ଼ ! ଚାରିପାଖରେ #ନଭଶ୍ଚୁମ୍ଭୀ ବୃକ୍ଷରାଜି, #କୁଳୁକୁଳୁ ସୁରରେ ପ୍ରବହମାନ #ସାପୁଆ ନଦୀର ଝଙ୍କାର, ପକ୍ଷୀର କୂଜନ, #ସ୍ନିଗ୍ଧ ପରିବେଶ ଏକଦା ପାଲଟି ଯାଇଥିଲା ସରଳ ନିଷ୍କପଟ ମଣିଷର ଘର !…

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀ ସିଦ୍ଧବଳରାମଜୀଉ ମନ୍ଦିର ~ ଢେଙ୍କା ଶବର, ଯାହାଙ୍କର ନାମାନୁସାରେ ଆଧୁନିକ ଢେଙ୍କାନାଳ ସହର ଓ ଜିଲ୍ଲାର ନାମକରଣ l କୁହାଯାଏ ସପ୍ତନାଳୀ ବା ସାତ ଗୋଟି ପଲ୍ଲୀର ଶାସକ ଥିଲେ ଢେଙ୍କା ଶବର l ପ୍ରାଚୀନ ସମୟରେ ଏହି ଢେଙ୍କାନାଳ ଅଞ୍ଚଳରେ ଶବର ରାଜା ରୂପେ ସେ ଶାସନ…