admin

admin

ସିଦ୍ଧବଳରାମଜୀଉ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀ ସିଦ୍ଧବଳରାମଜୀଉ ମନ୍ଦିର ~ ଢେଙ୍କା ଶବର, ଯାହାଙ୍କର ନାମାନୁସାରେ ଆଧୁନିକ ଢେଙ୍କାନାଳ ସହର ଓ ଜିଲ୍ଲାର ନାମକରଣ l କୁହାଯାଏ ସପ୍ତନାଳୀ ବା ସାତ ଗୋଟି ପଲ୍ଲୀର ଶାସକ ଥିଲେ ଢେଙ୍କା ଶବର l ପ୍ରାଚୀନ ସମୟରେ ଏହି ଢେଙ୍କାନାଳ ଅଞ୍ଚଳରେ ଶବର ରାଜା ରୂପେ ସେ ଶାସନ…

କ୍ଷୀରିପିଠା

ଲେଖା: ଶିଶିର ମନୋଜ ସାହୁ “କେଵଳ କ୍ଷୀରି ଓ ପିଠା ନୁହେଁ; ଆମ ଲୁପ୍ତ ପରମ୍ପରାର ଅନ୍ୟନାମ କ୍ଷୀରିପିଠା ! କ୍ଷିରୀ ଓ ପିଠା ଏହି ଦୁଇଟି ଖାଦ୍ୟ ଦରଵ ଓଡ଼ିଆ ଜାତିର ଅତି ପ୍ରିୟ । ଏମିତି କେହି ଓଡ଼ିଆ ନଥିଵ ଯିଏ କ୍ଷିରୀ ଆଉ ପିଠା ଖାଇଵାକୁ ଅମଙ୍ଗ କରିଵ । ସେଥିପାଇଁ…

ଅଜୈକପାଦ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଅଜୈକପାଦ ମନ୍ଦିର ~ ଅଳକା ନଦୀ, ଦିନ ଥିଲା ମହାନଦୀର ଏହି ଶାଖା ନଦୀରେ ବର୍ଷ ତମାମ ଜଳ ପ୍ରବାହିତ ହେଉଥିଲା l ମାତ୍ର ଚିରସ୍ରୋତା ଅଳକାର ଧାରା ଆଜି ସଂକୁଚିତ ଓ ପ୍ରାୟତଃ ଶୁଷ୍କ l ଏପରିକି କେତେକ ସ୍ଥାନରେ ପ୍ରାଚୀ ନଦୀ ଭଳି ଏହା ଅଦୃଶ୍ୟ l…

କୁଜଙ୍ଗ

ଲେଖା: ଜିତ ରାଉତ ~ କୁଜଙ୍ଗ ଗଡ଼ ~ ଅତୀତରେ ଉପକୂଳ ଓଡିଶାରେ ଖଣ୍ଡାୟତମାନଙ୍କ ଦ୍ୱାରା ଅନେକ ସାମୁଦ୍ରିକ ଗଡ଼ ଗୁଡିକ ନିର୍ମାଣ ହେଇଥିଲା । ଏହା ଦ୍ୱାରା ଶତ୍ରୁର ଆକ୍ରମଣକୁ ପ୍ରତିହିତ କରିବା ସହିତ ନିଜ ଶକ୍ତିଶାଳୀ ନୌବାହିନୀ ସାହାଯ୍ୟରେ ଦକ୍ଷିଣପୂର୍ବ ଏସିଆ ରାଷ୍ଟ୍ରଗୁଡିକ ଉପରେ ଉପନିବେଶ ସ୍ଥାପନା କରିପାରୁଥିଲେ। ଏହି ସାମୁଦ୍ରିକ ଗଡ଼ମାନଙ୍କ…

ହଁ ମୁଁ କଟକ କହୁଛି

ଲେଖା: ଈଶ୍ୱର ଗୁରୁ ମୁଁ ଓଡ଼ିଶାର ଗର୍ବ ! ମୋରି ଛାତିରେ ଲେଖାଯାଇଛି ଓଡ଼ିଶାର ଇତିହାସ, ମୁଁ ହିଁ ତିଆରିଛି ଓଡ଼ିଶାର ଭବିଷ୍ୟତ ! ମୋରି ବୁକୁରେ ପାଦ ଥାପି ଓଡ଼ିଆ ପୁଅ ଲଙ୍ଘିବାର ଯୋଜନା କରିଛି ସାତ ସମୁଦ୍ର ତେର ନଈ ! ମୋରି ମାଟିକୁ ମଥାରେ ମାରି ଓଡ଼ିଆ ବୀର ଜିଣିଛି ଗଙ୍ଗାରୁ…

ସତ୍ୟନାରାୟଣ ପୂଜା

ଲେଖା: ନିରଞ୍ଜନ ସାହୁ ~ ସତ୍ୟନାରାୟଣ ପାଲା ~ ଓଡ଼ିଶାର ପାଲା ବହୁ ପ୍ରାଚୀନ । ପରବର୍ତ୍ତୀ ସମୟରେ ସତ୍ୟପୀର ପାଲା ଓଡ଼ିଶାରେ ପ୍ରବେଶ କରିଥିବା ସହଜେ ଅନୁମେୟ । କିନ୍ତୁ ସତ୍ୟନାରାୟଣ ପାଲା , ଯାହା ଓଡ଼ିଶାର ଆତ୍ମା, ତାହାର ଉଦ୍ଭବ ଗଂଗବଂଶ ରାଜୁତି ସମୟର । ଗବେଷକ ନୀଳମଣି ମିଶ୍ରଙ୍କ ଏହି ଉକ୍ତିକୁ…

ସୋମନାଥ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀ ସୋମନାଥ ମନ୍ଦିର ~ ସୋମନାଥ ମନ୍ଦିର, ତ୍ରୟୋଦଶରୁ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ନିର୍ମାଣ ହୋଇଥିବା କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏକ କାରୁକାର୍ଯ୍ୟପୂର୍ଣ୍ଣ ପ୍ରାଚୀନ ମନ୍ଦିର l ଏହି ମନ୍ଦିରଟି ନିମାପଡ଼ା ବଜାର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ବିଷ୍ଣୁପୁର ଗ୍ରାମର କରଞ୍ଜି ସାହିରେ ଅବସ୍ଥିତ l…

ବଣିବକ୍ରେଶ୍ୱର ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ବଣିବକ୍ରେଶ୍ୱର ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ…

କନ୍ତିଓ ମଠ

ଲେଖା: ଶିଶିର ମନୋଜ ସାହୁ ~ କନ୍ତିଓ ମଠ ~ ଢେଙ୍କାନାଳରେ ଥିଵା ବାରଗୋଟି ଵୈଷ୍ଣଵ ମଠ ମଧ୍ୟରେ ଆମ ଗାଆଁର #କନ୍ତିଓ_ମଠ ଅନ୍ୟତମ । ୰ଶ୍ରୀରାମଚନ୍ଦ୍ର ଭକ୍ତିଵିନୋଦଙ୍କ ଦ୍ଵାରା ସଂକଳିତ “ଢେଙ୍କାନାଳ ଭୂଗୋଳ” ପୁସ୍ତକ ଅନୁସାରେ ଢେଙ୍କାନାଳର ପ୍ରମୁଖ ବାରଗୋଟି ମଠଗୁଡି଼କ ହେଲା … କ) ଯାଉଁଳିପୋଖରୀ ମଠ (ନିଜଗଡ଼ ଵିଷୟ) ଖ) ଜୟଗୋପାଳ…

କର୍ଣ୍ଣଗଡ଼

ଲେଖା: ଅମ୍ବିକା ପଟ୍ଟନାୟକ ~ କର୍ଣ୍ଣଗଡ଼ : ଅନ୍ୟ ଏକ କ୍ଷୁଦ୍ର କୁରୁମବେଡ଼ା ~ ମେଦିନୀପୁର ସହର ଉତ୍ତର ପୂର୍ବ ଦିଗରେ ପ୍ରାୟ ବାର କିଲୋମିଟର ଦୂରରେ ଅବସ୍ଥିତ ଏକ କ୍ଷୁଦ୍ର ଅଥଚ ଐତିହାସିକ ଗ୍ରାମ “କର୍ଣ୍ଣଗଡ଼” l ଲୋକବିଶ୍ୱାସରେ ଯଦିଓ ମହାଭାରତର କର୍ଣ୍ଣ ଏହାର ପ୍ରତିଷ୍ଠାତା କିନ୍ତୁ ଇତିହାସବିଦମାନଙ୍କ ମତରେ ଏହା ପ୍ରାୟ ଛ…