Physical Address
Sai Samarpanam, Satya Vihar, Bhubaneswar

ସୌରଭିତ ସୃଷ୍ଟି: ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ~ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡିଶା ~ ପ୍ରାଚୀନ ଯୁଗରୁ ଓଡ଼ିଶା ଭୂଖଣ୍ଡ ଓଡ୍ର, ଓଡ୍ରବିଷୟ, ଉଡ୍ର, କଳିଙ୍ଗ, ଉତ୍କଳିଙ୍ଗ, ତୋଷଳ, ଓଡ଼ିଶା ପ୍ରଭୃତି ବହୁ ନାମରେ ପରିଚିତ ଥିଲା। ଉତ୍ତରରେ ପୁଣ୍ୟତୋୟା ଗଙ୍ଗା, ଦକ୍ଷିଣରେ ପାପନାଶିନୀ ଗୋଦାଵରୀ, ପୂର୍ଵରେ ମହାତୀର୍ଥ ମହୋଦଧି ଏବଂ ପଶ୍ଚିମରେ ଗିରିତୀର୍ଥ ଅମରକଣ୍ଟକ…

ଲେଖା: ଅମ୍ବରୀଶ ମଙ୍ଗରାଜ ~ ସାରସ୍ୱତ ସ୍ରଷ୍ଟା #ବିଛନ୍ଦଚରଣ_ପଟ୍ଟନାୟକ ~ କୁଳବୃଦ୍ଧ, ଦେଶପ୍ରାଣ, ଜାତୀୟ ଗୌରବ ମଧୁସୂଦନ ଦାସ ଏକଦା ଜଣେ ଉଦୀୟମାନ ଯୁବକଙ୍କୁ କହିଥିଲେ ତୁମେ ହିଁ ମୋର ଯୋଗ୍ୟ ଉତ୍ତରାଧିକାରୀ ହୋଇ ପାରିବ | ସେ ଯୁବକ ଆଉ କେହି ନୁହନ୍ତି ସେ ଥିଲେ ପ୍ରଜ୍ଞାପ୍ରାଣ #ପ୍ରାଚୀ ସମ ପବିତ୍ର ବିଛନ୍ଦଚରଣ ପଟ୍ଟନାୟକ…

ସୌରଭିତ ସୃଷ୍ଟି: ବ୍ୟାସକବି ଫକୀରମୋହନ ସେନାପତି ~ ସାଧୁ ସୁନ୍ଦର ଦାସଙ୍କ ଅଦ୍ଵୈତବାଦ ~ ସାଧୁ ସୁନ୍ଦର ଦାସ । ଓଡ଼ିଶାର ଏକ ଖଣ୍ଡିତ ଅଞ୍ଚଳରେ ସୀମିତ ରହିଯାଇଥିବା ସାଧୁ ସୁନ୍ଦର ଦାସ ! ଏକାଧାରରେ ଯୋଗୀ, ମହାତ୍ମା, ତ୍ୟାଗୀ, ବ୍ରହ୍ମଚାରୀ, ସନ୍ଥ, ଜ୍ଞାନୀ, ସମାଜ ସଂସ୍କାରକ, ସଂଗ୍ରାମୀ, ବୈଦାନ୍ତିକ, ସାହିତ୍ୟିକ, ଏକେଶ୍ଵରବାଦୀ, ସର୍ବଧର୍ମ ସମନ୍ୱୟର…

ଲେଖା: ଶ୍ରୀକାନ୍ତ ସିଂହ ~ ଘୋରଡ଼ିଆ ସୋମନାଥ ମନ୍ଦିର ~ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଯେଉଁ କେତୋଟି ପ୍ରାଚୀନ ମନ୍ଦିର ଓ ମଠ ରହିଛି ସେଥିମଧ୍ୟରେ ଘୋରଡ଼ିଆ ଗ୍ରାମର ଶ୍ରୀ ସୋମନାଥ ମନ୍ଦିର ହେଉଛି ସର୍ବ ପୁରାତନ l ଅନ୍ୟ ଦୁଇ ମହାଦେବ ମନ୍ଦିର ଯଥା ଶ୍ରୀ ବଣିବକ୍ରେଶ୍ୱର ମନ୍ଦିର ଓ ଶ୍ରୀ ନୀଳକଣ୍ଠେଶ୍ୱର…

ଲେଖା: ପୁଷ୍ପାଞ୍ଜଳି ପଣ୍ଡା ~ ଶ୍ରୀ ସିଦ୍ଧବଳଦେବଜୀଉଙ୍କ ସଖୀବଟ ~ ପୁରୀ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥଙ୍କ ଲାଗି ଶ୍ରେଷ୍ଠକ୍ଷେତ୍ରର ମାନ୍ୟତା ପାଉଥିଲା ପରି ପରି ତୁଳସୀକ୍ଷେତ୍ର କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ଲାଗି ପ୍ରସିଦ୍ଧ । ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ମଣିବ୍ରହ୍ମ, ଶିଳାବିଗ୍ରହ ଯାହା ଅନ୍ୟତ୍ର ବିରଳ। ଅନେକ ପୌରାଣିକ ତଥ୍ୟାବଳୀ ଓ କିମ୍ବଦନ୍ତୀ ଏ କ୍ଷେତ୍ର କୁ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ବୁଢ଼ : ହଜିଯାଇଥିଵା ଏକ ଓଡ଼ିଆ ଶବ୍ଦ ~ ଓଡ଼ିଶାରେ ଲୋକଵାଣୀ ଅଛି, “ବୁଢ଼ ଗାଈ ବ୍ରାହ୍ମଣକୁ ଦାନ !” ବ୍ରାହ୍ମଣଙ୍କୁ ବୁଢୀ଼ଗାଈ ଦାନ ଯେମିତି ନିଷ୍ଫଳ ସେହିପରି କୌଣସି ଆଡ଼ମ୍ବରପୂର୍ଣ୍ଣ କଷ୍ଟସାଧ୍ୟ କାର୍ଯ୍ୟ ନିଷ୍ଫଳ ହେଵା କ୍ଷେତ୍ରରେ ସମ୍ଭଵତଃ ଏହି ଢଗଟି ପ୍ରୟୋଗ କରାଯାଏ…

ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଷଢ଼େଇକଳାର ସ୍ୱତନ୍ତ୍ରତା ଦାବି ~ ଓଡ଼ିଆ ଭାଇଭଉଣୀମାନେ ଜାଣିଛନ୍ତି ସେ ଅନ୍ୟାୟର କାହାଣୀ ଯାହା ଏ ଦେଶରେ ଓଡ଼ିଆଙ୍କ ସହିତ ହୋଇଥିଲା ? ଜାଣିଛନ୍ତି ସୁପ୍ରିମ କୋର୍ଟର ପ୍ରଥମ ମକଦ୍ଦମା ଥିଲା ଓଡ଼ିଶା ସମ୍ବନ୍ଧୀୟ, କିନ୍ତୁ ଅନ୍ୟାୟ କରି ଓଡ଼ିଆଙ୍କୁ ସେମାନଙ୍କ ନାର୍ଯ୍ୟ ଦାବି ଦିଆଯାଇ ନଥିଲା ?…

ଦୀନବନ୍ଧୁ ମିଶ୍ର ~ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ~ ବହୁଵର୍ଷ ଧରି ଓଡ଼ିଶାଵାସୀ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣର ଦାବି ଆଗତ କରି ଆସୁଛନ୍ତି। ଵର୍ତ୍ତମାନ ‘ଵନାଞ୍ଚଳ ରାଜ୍ୟଗଠନ ପ୍ରସଙ୍ଗରେ ଏହି ଦାବୀ ପୁନର୍ଵାର ଉତ୍ଥାପିତ ହୋଇଅଛି । ୧୯୪୭ ମସିହା ଡିସେମ୍ବର ଦଶ ତାରିଖ ଦିନ ସରଦାର ବଲ୍ଲଭଭାଇ ପଟେଲଙ୍କ ଉପସ୍ଥିତିରେ ଗଡଜାତ…

ଲେଖା: ତେଜସ୍ୱ ତ୍ରିପାଠୀ ~ ଦେଶୋ ନାସ୍ତି ମହୀତଳେ ~ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧିର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧିର ପବିତ୍ରଜଳ ସ୍ପର୍ଶରେ ପ୍ରତି ଧୂଳି କଣା ଏହାର ପତିତପାବନୀ l ଏ ସେହି ଭୂମି ଯେଉଁଠାରେ ପାଦ ପକେଇ ଶିବଙ୍କ ବ୍ରହ୍ମହତ୍ୟା ପାପମୋଚନ ହୋଇଛି ଆଉ ଚଣ୍ଡା ଶୋକ ଧର୍ମାଶୋକ…

ଲେଖା: ରବିନାରାୟଣ ସାହୁ ସୁନ୍ଦର ଭାଷା ଭାବପୂର୍ଣ୍ଣ ପୂଣ୍ୟତୋୟା ମା’ ଉତ୍କଳ ଜନନୀଙ୍କ ବର୍ଣ୍ଣନା, ଉତ୍କଳ ମାତାର ପଦପଙ୍କଜରେ ଅପୂର୍ବ ଶବ୍ଦଭେଟି, ସୁନ୍ଦର ଦେଶପ୍ରେମ ସଂଗୀତ ‘ତୁଙ୍ଗ ଶିଖରୀ ଚୁଳ କୁଞ୍ଜ କାନନ ମାଳ’ ବୃତ୍ତରେ ଅମ୍ଳାନପ୍ରତିଭା କବି ରବିନାରାୟଣ ସାହୁଙ୍କ ମନଛୁଆଁ ଆତ୍ମ ବିଭୋର ସୃଜନୀ ‘ବନ୍ଦେ ଉତ୍କଳ ଭାରତୀ’ . . ~…