admin

admin

ଦାତନ୍ ସାହିଵ୍ ଗୁରୁଦ୍ଵାର

ଲେଖା: ଦେଵ ତ୍ରିପାଠୀ ୧୫୦୬ ମସିହା, ଯୋଵ୍ରା, କଟକ । ଉତ୍ତର ଭାରତର ଅଗଣିତ ତୀର୍ଥ ସ୍ଥାନ ସମେତ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ସାରି ସନ୍ଥ ଜଣେ ଫେରନ୍ତା ବାଟରେ ଦଣ୍ଡେ ଅଟକିଗଲେ ମହାନଦୀ କୂଳରେ !  ଫୁଲେଇ ମହାନଦୀ ଆଉ ନଦୀଗର୍ଭର ପଠାରେ କାଶତଣ୍ଡୀ ଜଙ୍ଗଲ ସହିତ କଟକର ମାଟି, ଆକାଶ, ନଦୀ ଓ…

କୁଣ୍ଡେଶ୍ୱର

ଲେଖା: ଦେଵ ତ୍ରିପାଠୀ ଜଗତର ହିତ ନିମନ୍ତେ ହଳାହଳ ବିଷ ପାନକରି ନୀଳକଣ୍ଠ ଭାବେ ଖ୍ୟାତ ମହାଦେବଙ୍କ ପ୍ରତ୍ୟେକ ମନ୍ଦିରରେ ଭକ୍ତଙ୍କ ଦ୍ବାରା ଜଳାଭିଷେକ ଦୈନିକ ପୂଜାର୍ଚ୍ଚନାର ଏକ ପ୍ରମୁଖ ଅଂଶ ହୋଇଥିବା ବେଳେ ନଦୀର ଜଳପତ୍ତନ ବୃଦ୍ଧି ଯୋଗୁଁ ବର୍ଷରେ ଅନ୍ୟୂନ ଚାରିମାସ ଜଳ ମଧ୍ୟ ରେ ଅବସ୍ଥାନ କରନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର…

ବୁଗୁଡ଼ା ବିରଞ୍ଚିନାରାୟଣ ମନ୍ଦିର

ଲେଖା: ଦେଵ ତ୍ରିପାଠୀ ରେଶମନଗରୀ ବ୍ରହ୍ମପୁର ଠାରୁ ପ୍ରାୟ ୭୫କି.ମି. ଦୂରରେ ଅବସ୍ଥିତ ମନୋମୁଗ୍ଧକର ପ୍ରାକୃତିକ ପରିବେଶ, ନୈସର୍ଗିକ ଶୋଭା ଏବଂ ପ୍ରାଚୀନ ଐତିହାସିକ କୀର୍ତ୍ତିରାଜି ବିମଣ୍ଡିତ କ୍ଷୁଦ୍ର ସହର ବୁଗୁଡ଼ା । ସମଗ୍ର ଦେଶରେ ଯେଉଁ ମନ୍ଦିର ପାଇଁ ଏହା ସୁଖ୍ୟାତି ଅର୍ଜନ କରିଛି ତାହା ହେଉଛି ବିରାଟ ରଥସଦୃଶ ସମ୍ପୂର୍ଣ୍ଣ କାଷ୍ଠନିର୍ମିତ ବୁଗୁଡ଼ା…

ପର୍ଶୁରାମେଶ୍ବର ଦେଉଳ

ଲେଖା: ଅରବିନ୍ଦ ମହାନ୍ତି ~ ଦେଉଳ ବିଷୟରେ କିଛି ~ ପୁରୁଣା ଭୁବନେଶ୍ୱର ଠାରେ କେଦାରଗୌରୀ ମନ୍ଦିରର ଅନତି ଦୂରରେ ପର୍ଶୁରାମେଶ୍ବର ଦେଉଳ ଅବସ୍ଥିତ। ଏହାର  ନିର୍ମାଣ ଖ୍ରୀ.ଅ. ୭ମ ରୁ ୮ମ ଶତାବ୍ଦୀ ମଧ୍ୟରେ ଶୈଳଦଭବ ବଂଶ ରାଜତ୍ୱ କାଳରେ ହୋଇଥିଲା। ଏହି ଦେଉଳ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ ଗର୍ଭଗୃହ ଏବଂ ଜଗମୋହନ।…

ମହାପୁରୁଷ ଅଚ୍ୟୁତାନନ୍ଦ

ଲେଖା: ଦେଵ ତ୍ରିପାଠୀ ଭବିଷ୍ୟବାଣୀ କ୍ଷେତ୍ରରେ ନଷ୍ଟ୍ରାଡମସଙ୍କ ସ୍ଥାନ ବହୁ ଉଚ୍ଚରେ, ତାଙ୍କର ବାଣୀ ମାନ ବହୁସଂଖ୍ୟାରେ ସତ୍ୟ ପ୍ରମାଣିତ ହେବାର ପ୍ରବାଦ ଅଛି । ସେହିପରି ଆମ ରାଜ୍ୟରେ କଥାକଥାରେ ଦୃଷ୍ଟାନ୍ତ ଦିଆଯାଏ ମାଳିକାର । ସେହି ମାଳିକାର ସ୍ରଷ୍ଟା ଭାବେ ଦେବାଂଶୀ ସନ୍ଥ, ସିଦ୍ଧପୁରୁଷ ଅଚ୍ୟୁତାନନ୍ଦଙ୍କ ନାମ ସୁବିଦିତ । ଓଡ଼ିଆ ସାହିତ୍ୟ…

ମା’ ବିଜୟ ବାସୁଳୀ

ଡାକ୍ତର କିଶୋର ବିଶ୍ୱଜିତ ଜେନା ଲୋକେ କହନ୍ତି ଯେ ମୀନ, ପାନ, ଧାନ ଓ ଜ୍ଞାନର ରାଇଜ, ଅତି ଭୋଗେ ଭୋଗରାଇ ! କିନ୍ତୁ କିମ୍ବଦନ୍ତୀ କହେ ଜଳେଶ୍ବରର ମୋଗଲ ସୁବେଦାର ଥରେ ଭୋଗରାଇ ଗସ୍ତରେ ଆସିଥିଲେ, ମା’ ବିଜୟ ବାସୁଳୀ ଦେବୀଙ୍କ ନିକଟରେ ଅକଳନ୍ତି ଭୋଗରାଶି ଦେଖି ଚମତ୍କୃତ ହୋଇଥିଲେ ଏବଂ ସ୍ଥାନର ନାମ…

ଅମରେଶ୍ୱର ମନ୍ଦିର

ଲେଖା: ଦେଵ ତ୍ରିପାଠୀ ଶକ୍ତି ଓ ଶିବଙ୍କର ଅପୂର୍ବ ମହାର୍ଘକ୍ଷେତ୍ର କଟକ ନଗରର ମଧ୍ୟସ୍ଥଳରେ ରହିଛି ବହୁ ପ୍ରାଚୀନ ଶୈବପୀଠ ଅମରେଶ୍ୱର ମନ୍ଦିର । ମନ୍ଦିରର ଅପରୂପ ସ୍ଥାପତ୍ୟ, ନିର୍ମାଣଶୈଳୀ ଓ ପରିପାଟିରୁ ଏହା ୧୨୦୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ସମୟର ପ୍ରାଚୀନ ବୋଲି ଅନୁମାନ କରାଯାଏ । ବହୁ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱର ଅଧିକାରୀ ସତ୍ତ୍ଵେ…

ରାଜ୍ୟର ପ୍ରାଚୀନ ଗଣପତିପୀଠ

ଲେଖା: ଦେଵ ତ୍ରିପାଠୀ ଚଣ୍ଡୀମାତା, ଧବଳେଶ୍ଵର, ସିଦ୍ଧେଶ୍ୱର, ସର୍ପେଶ୍ୱର, ଅମରେଶ୍ୱର, ଗଡ଼ଗଡେଶ୍ୱର ପରି ବହୁବିଦିତ ପ୍ରାଚୀନ ମନ୍ଦିରଗୁଡିକ ପାଇଁ ଖ୍ୟାତିମାନ୍ ମହାନଗର କଟକରେ ମଧ୍ୟ ରହିଛି କେତୋଟି ପ୍ରାଚୀନ ଗଣେଶ ମନ୍ଦିର, ତନ୍ମଧ୍ୟରୁ କେଉଁଟି ମୋଗଲ ଓ ମରହଟ୍ଟା ସମୟର, ତ କେଉଁଟି କଳାମୁଗୁନି ପଥରର, ଆଉ କେଉଁଟି ଶଙ୍ଖମର୍ମର, ପୁଣି କେଉଁଟି ଅତ୍ୟନ୍ତ ବିରଳ…

ସିଂହନାଥ

ଲେଖା: ଦେଵ ତ୍ରିପାଠୀ ଇଏ ବୋଧହୁଏ ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠି ମହାପ୍ରଭୁ ଶ୍ରୀରାମ, ମା’ ସୀତା ଏବଂ ମହାବୀର ଲକ୍ଷ୍ମଣଙ୍କ ଦ୍ଵାରା ତିନୋଟି ଶିବଲିଙ୍ଗ ସ୍ଥାପନା ହେବାର ଜନଶ୍ରୁତି ରହିଛି ।  କଟକରୁ ନରସିଂହପୁର ଯିବା ରାସ୍ତାରେ ବୈଦେଶ୍ୱର ନିକଟରେ ରହିଛି ଏହି ରାମନାଥ, ବୈଦ୍ୟନାଥ ଓ ସିଂହନାଥ ଶିବମନ୍ଦିର । ପ୍ରଭୁ ରାମଚନ୍ଦ୍ରଙ୍କ…

ସିଦ୍ଧେଶ୍ୱର ମନ୍ଦିର

ଲେଖା: ଦେଵ ତ୍ରିପାଠୀ କଥାରେ ଅଛି, “ସାତଥର ଯିବ ପୁରୀ, ଥରେ ଯାଇଥିବ ରସିକାକଢି ସବୁ ପାପ ଯିବ ଛାଡ଼ି ।।” ଏଇ ଉକ୍ତିରୁ ଜଣାପଡ଼େ ଶ୍ରୀକ୍ଷେତ୍ରଠାରୁ ଏ କ୍ଷେତ୍ରରେ ପୁଣ୍ୟ ଫଳ ଅଧିକ । ଅବଶ୍ୟ ସତକଥା । ହରିଙ୍କ ସହ ହର ପୂଜାପାଉଛନ୍ତି ଏଇ ବିଶେଷ କ୍ଷେତ୍ରରେ । ହରିହରଙ୍କୁ ଏଠାରେ ଖେଚୁଡ଼ିଭୋଗ…