admin

admin

ବିମ୍ବାଧର ବର୍ମା 

ଲେଖା: ନିରଞ୍ଜନ ସାହୁ ଅନନ୍ୟ ପ୍ରତିଭାର ଅଧିକାରୀ ସେ ମଣିଷ। ଦୂର ପାହାଡ଼, ଜହ୍ନରାତିର ରୂପେଲି କିରଣ, ପୋଖରୀ ଭିତରେ ଚନ୍ଦ୍ରର ପ୍ରତିଛବି,ସବୁଜ ବନାନୀ, ଅଗଣିତ ତାରାଫୁଲ, ମଣିଷର ଅନ୍ତର୍ବେଦନା, ଦାର୍ଶନିକ ତତ୍ତ୍ଵ, ଅବିକଳ ପ୍ରତିଛବି, ପ୍ରାକୃତିକ ଶୋଭା, କଳ୍ପନାପଟରେ କେତେ କଥାର ଜୀବନ୍ତ ଚିତ୍ରର ଚିତ୍ରକର ଶିଳ୍ପୀ ବିମ୍ବାଧର ବର୍ମା, ଯାହାଙ୍କ ଚିତ୍ର ମଉନ ନୁହେଁ ବରଂ…

ବାଘନୃତ୍ୟ

ଲେଖା: ଦେଵ ତ୍ରିପାଠୀ ମୟୁର କେଶ ତୋଳି ମୟୁରୀକୁ ପ୍ରଲୁବ୍ଧ କରେ, ସିଂହର କେଶର ତାକୁ ଦିଏ ପୁରୁଷାକାର, ଶୁଆର ହରିତପକ୍ଷ ଠାରୁ ପ୍ରଜାପତିର ବିଚିତ୍ର ରଙ୍ଗୀନ ଡ଼େଣା ଯାଏଁ ବର୍ଣ୍ଣବିଭା ଜଙ୍ଗଲରୁ ଜୀବନ ଆରମ୍ଭିଥିବା ମନୁଷ୍ୟକୁ ଯେପରି ମୁଗ୍ଧ ଓ ଆକର୍ଷିତ କରିଆସିଛି, କୋଇଲିର କୂଜନଠାରୁ ବାଘର ହେଣ୍ଟାଳ ତାକୁ କେବେ ବିଭୋର ତ…

ବରାହୀ ଦେଉଳ

ଲେଖା: ଦେଵ ତ୍ରିପାଠୀ ନିମାପଡାଠାରୁ ପ୍ରାୟ ପନ୍ଦର କି.ମି. ପୂର୍ବକୁ କାକଟପୁର ରାସ୍ତାରେ ଗଲେ ପଡ଼େ ‘ଚଉରାଶି’ ଗ୍ରାମ । ଏହାର ପଶ୍ଚିମ ଦିଗରେ ଲଳିତା ନଦୀ, ଦକ୍ଷିଣରେ ଗିଲେଇଗଡ ଏବଂ ଉତ୍ତର ଓ ପୂର୍ବରେ ପ୍ରାଚୀନଦୀ ପ୍ରବାହିତ । ଏଇ ନଦୀକୂଳରେ ବରାହୀ ଦେଉଳ ସମେତ ଅମରେଶ୍ୱର ମନ୍ଦିର, ପିତାପଡା ମନ୍ଦିର, ରାମେଶ୍ବର ମନ୍ଦିର, ଲଳିତ…

ଦୋଳପୂର୍ଣ୍ଣିମା

ଲେଖା: ଶିବାଶିଷ ମହାପାତ୍ର   ବିଶେଷତଃ କଳିଯୁଗେ, ଦୋଳଯାତ୍ରା ବିଧିୟତେଃ । ଫାଲଗୁନସ୍ୟ ଚତୁର୍ଦ୍ଦଶ୍ୟାଃମ୍ ଅଷ୍ଟମେ ନାମସଂଯକଃ ।। (ପଦ୍ମ ପୁରାଣ ) ଦୋଳରେ ଝୁଲିବେ ଭଗବାନ । ଝୁଲନ୍ତି କେତେବେଳେ ? ଯେତେବେଳେ ଶାନ୍ତ ସୁକୁମଳ ପରିବେଶ ଥିବ, ଅବଶ ଶରୀରକୁ ଲୋଟଣି ପାରା ଭଳିଆ ଲେଟେଇ ଦେଇ ଚିନ୍ତା କରୁଥିବେ ଆନନ୍ଦରେ, ତା’…

ଭାରତବର୍ଷର ଗୁପ୍ତ ବୃନ୍ଦାବନ

ଉପସ୍ଥାପନା: ନିରଞ୍ଜନ ସାହୁ ସେ ଭୂମି ବୈଷ୍ଣବ କ୍ଷେତ୍ର। ପୂର୍ବ ଭାରତର ବୃନ୍ଦାବନ। ଶତାବ୍ଦୀ ଶତାବ୍ଦୀ ଧରି କଳ୍ପଦୃମ ସଦୃଶ ।ଐତିହାସିକ, ଭୌଗୋଳିକ, ପୌରାଣିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଏହି କ୍ଷେତ୍ର ରମ୍ୟ । ଏହାର ବ୍ୟାପକତା, ବିବିଧ ରୂପତା, ସମନ୍ଵୟତା, ଉଦାର ହୃଦୟତା, ପୌରାଣିକ ଭିତ୍ତି, ଭକ୍ତି ରସାପ୍ଳୁତ ପରିବେଶ ଅବର୍ଣ୍ଣନୀୟ । ଏ…

କବି ବାଞ୍ଛାନିଧି ମହାନ୍ତି

ଲେଖା: ଦେଵ ତ୍ରିପାଠୀ “ଗାଅ ସ୍ୱାଧୀନ ଭାରତ, ସ୍ୱାଧୀନ ଭାରତ ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ  ଗାଏ ସାଗର ଭୂଜର ଅମ୍ବର ଚୁମ୍ବିତ  ଭାଲ ହିମାଚଳ ଗିରିବର କମ୍ପିତ ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ ।” ଯୁବକଟିଏ । ପ୍ରାଣରେ ପ୍ରାଚୁର୍ଯ୍ୟ, ଛାତିରେ ଉଦ୍ଦାମତା, ମନରେ ଜାତୀୟତାର ଫଲ୍ଗୁ, ନିର୍ଦ୍ଧାରିତ ତା’ର ଜୀବନର ଲକ୍ଷ୍ୟ: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ…

ଗୁରୁକୃଷ୍ଣ ଗୋସ୍ଵାମୀ

ଲେଖା: ଦେଵ ତ୍ରିପାଠୀ “ମୁଁ ଜାଣେ ମୋ ସପନ ଦିନେ ସତ ହୋଇବ, ମୋ ମନର ରୂପାଡ଼ାଳେ ସୁନାଫୁଲ ଫୁଟିବ ।” ସପନ ଦେଖିଥିଲା ସେଇ ୨୧ ବର୍ଷର ଯୁବକଟି, ରଙ୍ଗୀନ ଦୁନିଆଁରେ ପାଦ ଥାପିବା ପାଇଁ, ସେଇ ସପନ ହିଁ ତାକୁ ମୟୁରଭଞ୍ଜର ଅଖ୍ୟାତ ନୂଆଗାଁ ମାଟିରୁ ଟାଣି ଆଣିଥିଲା କଟକ ମାଟିକୁ !…

ଗୋପବନ୍ଧୁ ଚୌଧୁରୀ

ଲେଖା: ଦେଵ ତ୍ରିପାଠୀ ୧୯୨୦ ସାଲ । ନଇବଢ଼ି ସମୟ ।  ବନ୍ୟାବିଧ୍ୱସ୍ତ ଜେନାପୁର ଓ ଅନ୍ୟ ଗ୍ରାମଗୁଡିକରେ ବନ୍ୟାପ୍ରପୀଡ଼ିତ ଲୋକଙ୍କ ଅବସ୍ଥା ଦେଖି କାନ୍ଦି ଉଠିଲା ଯାଜପୁରର ତତ୍କାଳୀନ ଡେପୁଟି ମାଜିଷ୍ଟ୍ରେଟଙ୍କ ଦରଦୀ ହୃଦୟ ।  ସରକାରୀ ସାହାଯ୍ୟକୁ ଅନୁଧ୍ୟାନ କରି ସେତକ ଦେଖି ଯଥେଷ୍ଟ ନୁହେଁ ବୋଲି ଅଧିକ ସାହଯ୍ୟ ନିମନ୍ତେ ଦାବି…

ଶୀତଳଷଷ୍ଠୀର କଥା ସମ୍ବଲପୁରରୁ

ଲେଖା: ଶିବାଶିଷ ମହାପାତ୍ର ପ୍ରାଚୀନ ଲୋକ ସଂସ୍କୃତି ଏବଂ ପରମ୍ପରାର ଗନ୍ତାଘର ପଶ୍ଚିମ ଓଡ଼ିଶା । ଏହି ପଶ୍ଚିମ ଓଡ଼ିଶାର ଗଣପର୍ବ ହେଉଛି ନୂଆଖାଇ । ତଥାପି କାହିଁ କେତେ ଦିନୁ ଏଠାରେ ପାଳିତ ହୋଇଥାଏ ଧନୁଯାତ୍ରା, ଶୀତଳଷଷ୍ଠୀ, ଶୁଲିଆ ଯାତ୍ରା ତଥା ବଳିଯାତ୍ରା । ଏ ସବୁ ଯାତ୍ରା ପ୍ରାୟ ସବୁ ସ୍ଥାନରେ ହୋଇଥାଏ…

ସମ୍ବଲପୁର ହିତୈଷିଣୀ : ପ୍ରତିଷ୍ଠା ଦିବସ 

~ ସମ୍ବଲପୁର ହିତୈଷିଣୀ ~ ଲେଖା: ଅମୃତେଶ ଖଟୁଆ ବାମଣ୍ଡାଧିପ ବାସୁଦେବ ସୁଢଳଦେବ! ସେତେବେଳେ ତାଙ୍କର ଶାସନ କାଳ ଥିଲା ଉଜ୍ଜୟିନୀର ବିକ୍ରମାଦିତ୍ୟଙ୍କ ପରି ସ୍ଵର୍ଣ୍ଣିମ ଓ ଚିରନ୍ତନ ସ୍ମରଣୀୟ! ସାହିତ୍ଯ ଆଲୋଚନା ସହ ରାଜ୍ଯରେ ପ୍ରଭୂତ ସମୁନ୍ନତି ଫଳେ ପ୍ରଧାନପାଟ ଜଳପ୍ରପାତଠାରୁ ନେଇ ବିବିଧ ସ୍ଥଳରେ ବୈଦ୍ୟୁତିକ ଶକ୍ତିର ପରିଚାଳନାର ଶୁଭଲଗ୍ନ ହେଲା! ଓଡ଼ିଆ…