admin

admin

ବାଲିପାଟଣା

~ ବାଲିପାଟଣା ଗ୍ରାମାଞ୍ଚଳରେ ଗୋଧୂଳିର ଐତିହ୍ୟ ~ ଲେଖା: ଅମୃତେଶ ଖଟୁଆ ଗ୍ରୀଷ୍ମ ଅବକାଶ ଆରମ୍ଭ ହେବାକୁ ଅନେକ ଦିନ ହେଇଯିବଣି । ଗ୍ରୀଷ୍ମଦଗ୍ଧ ଅପରାହ୍ଣରେ ତପ୍ତ ଧରଣୀ କାଞ୍ଚନ ଭଳି ଖଞ୍ଜି ହେଇ ଯିବା ଭଳି ମନେ ହୁଏ ସନ୍ଧ୍ୟା ହେବାର ବେଳେ । ଦୂରବିସ୍ତୃତ ଦିଗ୍ ବଳୟରେ ଅସ୍ତାୟମାନ ନିଦାଘ ରବି ବୃକ୍ଷାବଳୀକୁ ଆଢୁଆଳ…

ଓଡ଼ିଆ ଲିପି

ଲେଖା: ତେଜସ୍ବ ତ୍ରିପାଠୀ ~ ଓଡ଼ିଆ ଲିପି ~ ଭାଷା ଓ ଲିପି ପରସ୍ପରର ପରିପୂରକ l ମାନବ ସଭ୍ୟତାର ଇତିହାସ ରେ ଲିପି ବା ଅକ୍ଷର ଏକ ମହତ୍ୱ ପୂର୍ଣ୍ଣ ଅବଦାନ l ମନୁଷ୍ୟର ମୁଖ ନିସୃତ ବାଣୀକୁ ଚିର କାଳ ଧରି ଅକ୍ଷୟ ରଖିବା ପାଇଁ ଲିପିର ସୃଷ୍ଟି l ମନୁଷ୍ୟ ସଭ୍ୟତାର…

ଦାରାକ୍ଷ

ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ   ~ ହଜିଯାଇଥିଵା ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ‘ଦାରାକ୍ଷ’ ~ ଅଙ୍ଗୁର କୋଳିକୁ କିଏ ନ ଜାଣେ ? ସାରା ପୃଥିଵୀର ଯେକୌଣସି ହାଟବଜାରରେ ଆଉ କିଛି ମିଳୁ କି ନ ମିଳୁ ଅଙ୍ଗୁର କୋଳି ନିଶ୍ଚୟ ମିଳିଯାଏ । ସାଧାରଣତଃ Vitis ପ୍ରଜାତିର ୮୧ରୁ…

ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର

ଲେଖା: କୁଳମଣି ଷଡ଼ଙ୍ଗୀ ~ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ~ ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ ! ସାମନ୍ତ ଚନ୍ଦ୍ରଶେଖରଙ୍କ ମହାଯାତ୍ରାର କିଛି ମହାର୍ଘ ମୁହୂର୍ତ୍ତ ! ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର (ପଠାଣି ସାମନ୍ତ) ଉନବିଂଶ ଶତାବ୍ଦୀର ଜଣେ ଶ୍ରେଷ୍ଠ ଜ୍ୟୋତିର୍ବିଜ୍ଞାନୀ ଥିଲେ। ତତ୍କାଳୀନ ଗଡଜାତ ଖଣ୍ଡପଡାର ରାଜବଂଶରେ 1835 ମସିହା…

ସାମନ୍ତ ଚନ୍ଦ୍ରଶେଖର

ଲେଖା: ତେଜସ୍ବ ତ୍ରିପାଠୀ ~ ସାମନ୍ତ ଚନ୍ଦ୍ରଶେଖର ~ ଯେଉଁ ଧିର ଧୀମନ୍ତ ମଣ୍ଡଳୀଙ୍କୁ ଧାରଣ କରି ଏ ଧରିତ୍ରୀ ଧନ୍ୟ ହୋଇଛି, ସେମାନଙ୍କ ମଧ୍ୟରେ ସିଦ୍ଧାନ୍ତ ଦର୍ପଣ ସ୍ରଷ୍ଟା ସାମନ୍ତ ଚନ୍ଦ୍ରଶେଖର ଅନ୍ୟତମ l ପିତା ଶ୍ୟାମବନ୍ଧୁ ସିଂହ ଓ ମାତା ବିଷ୍ଣୁମାଳୀ ଦେବୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଥିଲେ ସେ l ୧୮୩୫…

ସୁରମଣି ରଘୁନାଥ ପଣିଗ୍ରାହୀ

ଲେଖା: ତେଜସ୍ବ ତ୍ରିପାଠୀ ~ ସୁରମଣି ରଘୁନାଥ ପଣିଗ୍ରାହୀ ~ ସଂଗୀତର ସାତ ସୁର ଥିଲା ତାଙ୍କ ରସନାଗ୍ର ନର୍ତ୍ତକ l ତାଙ୍କ ଦଶାବତାର ଗାୟନରେ ଶ୍ରୋତା ହୁଅନ୍ତି ସମ୍ମୋହିତ l ସେ ଉତ୍କଳର ଅଳଙ୍କାର ଆଉ ଉତ୍କଳୀୟଙ୍କ ଅଂହକାର l ସେ ଆଉ କେହି ନୁହନ୍ତି ସଙ୍ଗୀତର ମଣି ସୁରମଣି ରଘୁନାଥ ପଣିଗ୍ରାହୀ l…

ଗହ୍ମାପୂର୍ଣ୍ଣିମା

ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ ~ ଗହ୍ମାପୂର୍ଣ୍ଣିମାରେ ବଳଦେଵଙ୍କ ଜନ୍ମ ଉତ୍ସଵ ଓ ରକ୍ଷାବନ୍ଧନ ପରମ୍ପରା ~ ଓଡ଼ିଶା ସମେତ ପୂର୍ଵଭାରତର ଵିଭିନ୍ନ ସ୍ଥାନରେ ଶ୍ରାଵଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମାପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାଵଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି ପୁରାଣରେ…

ଜହ୍ନମାମୁଁ

ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ ~ ଵିସ୍ମୃତ ଓଡ଼ିଆ ଶିଶୁପତ୍ରିକା ଜହ୍ନମାମୁଁ ~ ଆଜି ଜହ୍ନମାମୁଁ କହିଲେ ସମସ୍ତଙ୍କର ମନେ ପଡି଼ଯାଏ ଚକ୍ରପାଣି ଓ ବି. ନାଗିରେଡ୍ଡିଙ୍କ କ୍ଲାସିକ ଭାରତୀୟ ମାସିକ ପତ୍ରିକା । ଏହି ଜହ୍ନମାମୁଁ ପତ୍ରିକାକୁ ଅଶି ନବେ ଦଶକର କିଶୋର ବାଳକ ଭଲ ଭାବରେ ଜାଣିଛନ୍ତି । ଭାରତୀୟ…

ଢେଙ୍କାନାଳର କଥା

ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ ~ ଢେଙ୍କାନାଳର କଥା – ୧ ~ ଢେଙ୍କାନାଳର “ଢେଙ୍କାନାଳ ସଦର” ବ୍ଲକରେ କେତେକ ପ୍ରାଚୀନ ଗ୍ରାମ ରହିଛି ତନ୍ମଧ୍ୟରୁ ନାଗେନା ଗ୍ରାମ ଅନ୍ୟତମ । ଆଜି ନାଗେନା ନାମଯୁକ୍ତ ଚାରୋଟି ଗ୍ରାମ ଢେଙ୍କାନାଳ ସଦରରେ ଥିଵା ଦେଖାଯାଏ । ଯଥା – ବଡ଼ନାଗେନା, ସାନନାଗେନା, ନାଗେନା ରୟତି…

ବାରେଡ଼ିଆର ସିଦ୍ଧେଶ୍ୱର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ବାରେଡ଼ିଆର ସିଦ୍ଧେଶ୍ୱର ମନ୍ଦିର ~ ଗ୍ରାମ ବାରେଡ଼ିଆ, ବାଇଶି ମୌଜା, ଜିଲ୍ଲା ଜଗତସିଂହପୁର ସହସ୍ର ବର୍ଷ ପୂର୍ବେ, ଗୋଟେ ସମୟରେ ଏବର ଜଗତସିଂହପୁର ଜିଲ୍ଲା ବାଇଶିମୌଜା ଅଞ୍ଚଳଟି ଦେବୀ ଓ ବିଲୁଆଖାଇ ନଦୀର ଅବବାହିକା ଅଞ୍ଚଳ ଥିଲା l ବିଶେଷ ଜନବସତି ନ ଥିଲେ ବି ବାଇଶି ଖଣ୍ଡ ମୌଜାର…