Physical Address
Sai Samarpanam, Satya Vihar, Bhubaneswar

ଲେଖା: ଡାକ୍ତର କିଶୋର ବିଶ୍ୱଜିତ ଜେନା ରଥଯାତ୍ରା ଠାରୁ ୪ଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ ! ରଥଯାତ୍ରାରେ ଜଗନ୍ନାଥ ନିଜ ପତ୍ନୀଙ୍କୁ ଉପେକ୍ଷା କରି ନିଜର ଭାଇ ଓ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯିବାପରେ, ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ…

ଲେଖା: ଡାକ୍ତର କିଶୋର ବିଶ୍ୱଜିତ ଜେନା ଓଡ଼ିଆଙ୍କର ଚଳନ୍ତି ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁ, ଅଦ୍ଭୁତ ମାନବୀୟ ଲୀଳା ତାଙ୍କର ! ସ୍ନାନପୂର୍ଣ୍ଣିମାରେ ପ୍ରଭୁ ୧୦୮ ସୁବାସିତ ଗରା ଜଳରେ ସ୍ନାନମଣ୍ଡପରେ ସ୍ନାନକରି ଜ୍ବରରେ ପଡନ୍ତି ଓ ୧୫ ଦିନ ଧରି ଅଣସର ଘରେ ରହି ପ୍ରଭୁ ଗୁପ୍ତନୀତିରେ ସେବା ପାଆନ୍ତି, ସେ ମଧ୍ୟରୁ “ଫୁଲୁରିଲାଗି” ନୀତି…

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଶାଳଗ୍ରାମ ପୂଜା କଲେ ଶତଜନ୍ମର ପାପ କ୍ଷୟ ହୋଇଥାଏ । ଆମ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର; କିନ୍ତୁ ବ୍ରହ୍ମାଙ୍କୁ ଶଙ୍ଖ ସ୍ୱରୂପ, ବିଷ୍ଣୁଙ୍କୁ ଶାଳଗ୍ରାମ ସ୍ୱରୂପ ଓ ଶିବଙ୍କୁ ଲିଙ୍ଗ ସ୍ୱରୂପରେ ପୂଜା କରାଯାଏ; ଶାଳଗ୍ରାମ ହେଉଛନ୍ତି ଦୁର୍ଲଭ; ଏହା ଖୁବ…

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଓ ପ୍ରତୀକ ପଟ୍ଟନାୟକ ~ ଅଲାରନାଥ ଦେବଙ୍କ ନାମକରଣ ~ ପ୍ରଶ୍ନ ଉଠେଅଲାରନାଥ ନାମକରଣ କିପରି କାହିଁକି ଓ କଣ ଏହାର ଅର୍ଥ ? ଇତି ମଧ୍ୟରେ ଆମେ ମାନେ କିମ୍ବଦନ୍ତୀକୁ ବିଶ୍ୱାସ କରି ଭ୍ରମରେ ପଡି ନାହୁଁ ତ ? ଅନେକଙ୍କ ମତରେ ଅଲବିନ୍ଦାଚାର୍ଯ୍ୟ ବା ଅଲବାରଙ୍କ…

ଲେଖା: ହରି କୀଙ୍କର ଜଗୁ “ନରେନ୍ଦ୍ର ସରକୁ କରିଣ ମନ ଚାପ ଖେଳନ୍ତି ମଦନମୋହନ” ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାଳରୁ ନରେନ୍ଦ୍ର ପୁଷ୍କରିଣୀ ସୃଷ୍ଟି ହୋଇନଥିଲା । ଜନଶୃତି ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଚନ୍ଦନଯାତ୍ରା ଉତ୍ସବରେ ଜରକବର ଗ୍ରାମ ନିକଟସ୍ଥ ବିଶାଳ ପୁଷ୍କରିଣୀରେ ସମ୍ପନ୍ନ ହେଉଥିଲା। ସେହି ପୁଷ୍କରିଣୀ ଉତ୍ତର ପଶ୍ଚିମ ସୀମାରେ ଚନ୍ଦନପୁର…

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଆମ ଗଜପତି ଠାକୁର ରାଜାଙ୍କର ଦୈନନ୍ଦିନୀ ପାଇଁ ପ୍ରଚଳିତ ଥିଲା ସ୍ଵତନ୍ତ୍ର ଶବ୍ଦ । ଆଜିକାଲି ରଜା-ପ୍ରଜାଙ୍କ ମଧ୍ୟରେ ସେମନ୍ତ କିଛି ଭେଦ ରହିଯାଇନାହିଁ କିନ୍ତୁ ଆଗକାଳରେ ଏମନ୍ତ ନଥିଲା । ଆଗେ ସନାତନୀମାନେ ରାଜାଙ୍କୁ ଦେଵତାସମ ମାନ୍ୟ କରୁଥିଲେ ଏଵଂ ଏଥିପାଇଁ ସାଧାରଣଜନଙ୍କ ପ୍ରତି ଯେଉଁ ଯେଉଁ ଶବ୍ଦ…

ଲେଖା: ଶ୍ରୀପୁରୁଷୋତ୍ତମ କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ରାଧାଦାମୋଦର ବେଶ ହୋଇଥାଏ। ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳଧୂପ ବା ବାଳଭୋଗ ନାମରେ ପରିଚିତ। ସକାଳଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଖୁଦି, ଚାଉଳିଆ, ସେଓ, କମଳା,…

ଲେଖା: ସନ୍ତୋଷ ପଟ୍ଟନାୟକ ~ ମାରଦା ମନ୍ଦିରର ଅନନ୍ୟ ଗାଥା ~ ଜଗନ୍ନାଥଙ୍କ କରୁଣାରୁ ଏ ସୃଷ୍ଟି ଜୀବନ ପାଇଛି । ଗତିଶୀଳ ଅଛି ପୁଣି ଆଗାମୀ ବଂଶଧରମାନଙ୍କ ପାଇଁ ଆଗକୁ ବି ବଞ୍ଚିରହିବ। ଏ ଅନନ୍ତ ବ୍ରହ୍ମାଣ୍ଡର କେହି ଜଣେ ନିଶ୍ଚିତ ନିୟାମକ ଅଛନ୍ତି ଏଥିରେ ଦ୍ୱିରୁକ୍ତି ନାହିଁ। ଦେଖନ୍ତୁ ଅନୁଭବ କରନ୍ତୁ କେତେ…

ଲେଖା: ଷ୍ଟାଲିନ୍ କୁମାର ରାଉତ ସେ କାଳର କଥା । ଆଜକୁ ପ୍ରାୟ ୪୦୦ ବର୍ଷ ପୂର୍ବେ ଓଡ଼ିଶାରେ ଗଜପତି ପ୍ରତାପରୁଦ୍ରଦେବ ଶାସନ କରୁଥିଲେ । ତାଙ୍କର ଜଣେ ମନ୍ତ୍ରୀ ଥିଲେ ସୋମନାଥ । ଏହି ମନ୍ତ୍ରୀଙ୍କର ପୁଅ ଥିଲେ ପଞ୍ଚସଖାଙ୍କ ମଧ୍ୟରୁ ଅନନ୍ୟ ସଖା ମହାପୁରୁଷ ତଥା ଜଗନ୍ନାଥଙ୍କର ଅଭିମାନି ଭକ୍ତ ବଳରାମ ଦାସ…

ଲେଖା: ମିହିର ପଟ୍ଟନାୟକ ଓଡ଼ିଆ ଘରର ସବୁ ପର୍ବପର୍ବାଣୀ ଜଗନ୍ନାଥଙ୍କ ସହ ଯୋଡି ହୋଇରହିଛି। ଯାହା ଘରେ ଘରେ ପର୍ବ ହୋଇ ପାଳନ ହୁଏ ସେଇଟା ଟିକେ ନିଆରା ଢଙ୍ଗରେ ନୀତି ହୋଇ ମହାପ୍ରଭୁଙ୍କ ପାଖରେ ଲାଗି ହୁଏ। କିନ୍ତୁ ମାଣବସା ଗୋଟିଏ ଏମିତି ପର୍ବ ଯାହା ଶ୍ରୀମନ୍ଦିର ନୀତି ସହ କୌଣସି ସମ୍ପର୍କ ରଖେନାହିଁ।…