admin

admin

ଅନ୍ୟଜଣେ ବାଇମୁଣ୍ଡି ବିଛିନ୍ନାଞ୍ଚଳର ଓଡ଼ିଆ ଶହିଦ ଜଗୁ ଦେବାନ୍ (Jagu Dewan)

ଲେଖା: ନିରଞ୍ଜନ ସାହୁ ମହାତ୍ମାଗାନ୍ଧୀ ଓ ନେତାଜୀଙ୍କ ସ୍ଵାଧୀନତା ପାଇଁ ଆହ୍ଵାନ ଦେବା ପୂର୍ବରୁ ପ୍ରଥମେ ୧୮୫୭ ମସିହାରେ ଭାରତୀୟ ସିପାହୀ ମାନେ ଇଂରେଜ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ । ତତ୍କାଳୀନ ଓଡ଼ିଶା ରାଜ୍ୟ ଅନ୍ତର୍ଗତ ସିଂହଭୂମି ଜିଲ୍ଲାରେ ସିପାହୀ ବିଦ୍ରୋହ ତଥା ଦେଶରୁ ଇଂରେଜମାନଙ୍କୁ ବିତାଡ଼ିତ କରିବା ପାଇଁ ଯେଉଁ ସଂଗ୍ରାମ…

ଗୋବିନ୍ଦ ତେଜ

~ ଗୋବିନ୍ଦ ତେଜ ~ ଲେଖା: ଅମୃତେଶ ଖଟୁଆ “ଗୋଟିଏ ଓଡିଆ ଚଳଚ୍ଚିତ୍ର କେବଳ ଯେ ଓଡିଆ ଭାଷା ପାଇଁ ହେଉଛି, ତାହା ନୁହେଁ। ଆଉ ମୁଁ ମଧ୍ୟ ଚଳଚ୍ଚିତ୍ର କରିବାର ଏକମାତ୍ର ଅଭିପ୍ରାୟ ରଖି ଚଳଚ୍ଚିତ୍ର କରେନାହିଁ। ଚଳଚ୍ଚିତ୍ରର ଚେର ସବୁବେଳେ ଗୋଟିଏ ମାଟିର ସଂସ୍କୃତି ସହ ଜଡିତ ରହିବା ଦରକାର। ରାଜସ୍ଵ ବର୍ଦ୍ଧନ…

ମାଗୁଣିର ଶଗଡ଼ (Magunira Shagada)

ଉପସ୍ଥାପନା: ଅନ୍ତରଙ୍ଗ କଳିଙ୍ଗ ମାଗୁଣିର ଶଗଡ଼ ପରି ସଦାକାଳ ପରିତ୍ୟକ୍ତ ସେମାନଙ୍କ ଜୀବନ । ଯେଉଁଠି ସକାଳ ଆରମ୍ଭ ହୁଏ ସଂଘର୍ଷ, ସଂଘାତ ଓ ଶେଷ ହୁଏ ସମ୍ଭାବନାହୀନ ସୂର୍ଯ୍ୟାସ୍ତରେ । ସରକାର ଆସେ, ପୁଣି ବଦଳିଯାଏ । ଯୋଜନା ବି ଆସେ, ଯାଏ । ଫମ୍ପା ପ୍ରତିଶ୍ରୁତି ଆଉ ମୂଲ୍ୟହୀନ ଯୋଜନାର ବୈତରଣୀ ଭସାଇ…

ସଞ୍ଜସଳିତା (Sanjasalita)

ଉପସ୍ଥାପନା: ଅନ୍ତରଙ୍ଗ କଳିଙ୍ଗ  ସାରାଦିନର ଶ୍ରମପରେ ଘରକୁ ଫେରି ଆସେ ପକ୍ଷୀ, ଶ୍ରମଜୀବୀ । ସୂର୍ଯ୍ୟ ଢଳିଯାଏ ପଶ୍ଚିମାଚଳର ବିସ୍ତାରିତ ଦିଗନ୍ତରେ, ସିନ୍ଦୁରିମାର ସନ୍ତକ ଛାଡ଼ି । କ୍ଲାନ୍ତ ପୃଥିବୀ ଘୋଡି ହୁଏ ସଞ୍ଜ ଅନ୍ଧାର । ଠାକୁର ଘରେ ଧୂପ, ଆଳତିର ବାସ୍ନା । ଓଡ଼ିଆ ଘର ବୋହୂ ସଞ୍ଜବତୀ ଦିଏ ଘରର ଦୁଆରବନ୍ଧ…

ଋକ୍ମିଣୀ ବିଭା

~ ଋକ୍ମିଣୀ ବିଭା ~ ସୌରଭିତ ସୃଷ୍ଟି: କବି କାର୍ତ୍ତିକ ଦାସ ପ୍ରାଚୀନ ଓଡ଼ିଆ ସାହିତ୍ୟର ଏକ ଅନନ୍ୟ ନିଦର୍ଶନ, କାର୍ତ୍ତିକ ଦାସଙ୍କ ରଚିତ ‘ଋକ୍ମିଣୀ ବିଭା’ କାବ୍ୟର ପ୍ରଥମ ଛାନ୍ଦ ଏଠାରେ ଉଲ୍ଲେଖ କରୁଅଛି। ଏଥି ସହ ଦେଉଛୁ କାର୍ତ୍ତିକ ଦାସଙ୍କ ସମ୍ବନ୍ଧରେ କିଛି ପରିଚୟ । ~ କବି ପରିଚୟ ~ ସରଳ…

ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତି (Laxmidhara Mohanty)

ଲେଖା: ଅମୃତେଶ ଖଟୁଆ ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତି ଥିଲେ ଉତ୍କଳ ସମ୍ମିଳନୀର ଅନ୍ୟତମ ନେତା ତଥା ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣର ବିଶିଷ୍ଟ ପ୍ରବକ୍ତା । କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଥାନାର ବାଙ୍କେଶ୍ଵର ଗ୍ରାମରେ ୧୮୮୪ ମସିହା ମେ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମୀଧର ମହାନ୍ତି। ପିତା ଥିଲେ ନିଶାମଣି ପଟ୍ଟନାୟକ। ଆବାଲ୍ୟ ପ୍ରତିଭାଧର…

ଲିଙ୍ଗରାଜ ପାଣିଗ୍ରାହୀ

~ ଲିଙ୍ଗରାଜ ପାଣିଗ୍ରାହୀ ~ ଲେଖା: ଅମୃତେଶ ଖଟୁଆ ସ୍ଵତନ୍ତ୍ର ଓଡ଼ିଶା ଗଠନ ସମୟର ଯେଉଁ ଗୌରବାବହ ଇତିହାସ ସ୍ମରଣୀୟ, ତହିଁରେ ବିଶିଷ୍ଟ ଆଇନଜୀବୀ, ବିଚାରପତି, ଶିକ୍ଷାମନ୍ତ୍ରୀ, ବାଚସ୍ପତି ତଥା କୁଳପତି ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ ସମ୍ଯକ ରୂପେ ଆଦରଣୀୟ । ଗଞ୍ଜାମ ଜିଲ୍ଲାର ପୋଲସରାରେ ୨୧ ମାର୍ଚ୍ଚ ୧୮୯୬ ମସିହାରେ ଜନ୍ମଗ୍ରହଣ କରିଥିଲେ ଲିଙ୍ଗରାଜ…

ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା

~ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା ~ ଲେଖା: ଅମୃତେଶ ଖଟୁଆ ଏପ୍ରିଲ ୧, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ଜନ୍ମଦିନ। ହେଲେ ଆଉ ଜଣେ ମହୀୟାନ ବୈଜ୍ଞାନିକ, ଯିଏକି ଓଡ଼ିଆ ମାଟିରୁ ବିଶ୍ଵସ୍ତରକୁ ନିଜ ଅଭୂତପୂର୍ବ ବୈଜ୍ଞାନିକ ସିଦ୍ଧାନ୍ତ ବଳରେ ଜ୍ଞାନର ଅନୁପମ ଶ୍ରେଣୀକୁ ଆରୋହଣ କରି ନିଜ ବିଦବତ୍ତାର ପରିଚୟ ଦେଇଥିଲେ। ଏଇ ମହାନ ଦିବସଟି…

ସାର୍ ବାସୁଦେବ ସୁଢଳଦେବ 

ରାଜପ୍ରବୀର, ନବ ଉତ୍କଳରେ ଅଗ୍ରଗଣ୍ୟ ହେବାରେ ସୁରଭାରତୀ ସମୁପାସକ ହେଉଛନ୍ତି ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବ। ଅନ୍ଧାରୀ ଶାସକମାନଙ୍କ ଗଡଜାତ ରାଜ୍ୟମାନଙ୍କ ମଧ୍ୟରେ କବଳିତ ଓ ଅତ୍ୟାଚାରିତ ପ୍ରଜାମାନେ ନିର୍ଯ୍ୟାତନା ସହୁଥିଲେ, ତତ୍କାଳୀନ ରାଜ୍ୟ ବାମଣ୍ଡା ରାଜା ସୁଢଳଦେବ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ, ଯେଉଁ ବିକାଶ ଘଟାଇଲେ, ତାହା ସେ ସମୟରେ ବିରଳ ନିଦର୍ଶନ . .