Search Results for ଓଡ଼ିଆ ଭାଷା

ପ୍ରାଚୀନ ଓଡ଼ିଆ ଭାଷା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଆନୁମାନିକ ଖ୍ରୀଷ୍ଟଜନ୍ମର ଚାରିଶହ ଵର୍ଷ ପୂର୍ବେ ରଚିତ ଭରତମୁନୀଙ୍କ କର୍ତ୍ତୁକ ନାଟ୍ୟଶାସ୍ତ୍ରରେ ଉଡ୍ର ଵିଭାଷାର ଉଲ୍ଲେଖ ମିଳେ ଯାହାକୁ ଓଡ଼ିଆ ଭାଷାର ପ୍ରାଚୀନରୂପ ବୋଲି ମାନାଯାଏ । ଭରତମୁନୀଙ୍କ ସମୟରେ ମୁଖ୍ୟତଃ ସାତୋଟି ଆଞ୍ଚଳିକ ଭାଷା ଥିଲା ତେଣୁ ସେ ତାଙ୍କ ନାଟ୍ୟଶାସ୍ତ୍ରରେ ଲେଖିଛନ୍ତି, “ମାଗଧ୍ୟାବନ୍ତିକା ପ୍ରାଚ୍ୟ…

ଆମ ଓଡ଼ିଆ ଭାଷା

ଲେଖା: ଅମ୍ବିକା ପଟ୍ଟନାୟକ ଆମ ମାତୃଭାଷା ଓଡ଼ିଆ ଭାରତର ଷଷ୍ଠ ଶାସ୍ତ୍ରୀୟ ଭାଷା l ପାଲି ପ୍ରାକୃତ ସୌରସେନୀ ମାଗଧୀ ଦେଇ ସଂସ୍କୃତ ଭାଷା ଅନୁଗାମିନୀ l ଅଶୋକ ଖାରବେଳଙ୍କ ଶିଳାଲିପି ଠାରୁ ଆରମ୍ଭ କରି ଚର୍ଯାପଦ ସାରଳା ଦାସ, ପଞ୍ଚସଖା, ଦୀନକୃଷ୍ଣ, ଉପେନ୍ଦ୍ର ଭଞ୍ଜ, ରାଧାନାଥଙ୍କ ଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦୀର୍ଘଯାତ୍ରା l…

ଶାସ୍ତ୍ରୀୟ ଓଡ଼ିଆ ଭାଷା

ଲେଖା: ଶିଶିର ସାହୁ ମନୋଜ କଳିଙ୍ଗଦେଶର ରାଷ୍ଟ୍ରଭାଷା ଶାସ୍ତ୍ରୀୟ ଓଡ଼ିଆ ଭାଷାର ଅନ୍ଯ ନାମ ଜାଣିଛନ୍ତି କି ? ଆମ କଳିଙ୍ଗଦେଶର ରାଷ୍ଟ୍ରଭାଷା ଶାସ୍ତ୍ରୀୟ ଓଡ଼ିଆ ଭାଷା ଅନେକ ନାମର ଅଧିକାରୀ । ଏହି ଭାଷାର ସମ୍ବଲପୁରୀ, ଦେଶିଆ, ବାଥୁଡୀ଼, ଭତ୍ରୀ, ହଲଵୀ, ସାଦ୍ରୀ, ଅଘରିଆ, ଗଞ୍ଜାମୀ, ଢେଙ୍କାନାଳୀ, ସୁନ୍ଦରଗଡୀ, ଷଡ଼ଶୀ, ବାଲେଶ୍ଵରୀ, ମେଦିନୀପୁରୀ, କୁପିଆ,…

ଜାତୀୟ ଭାଷା ଓଡ଼ିଆ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଜାତୀୟ ଭାଷା ଓଡ଼ିଆ ! ନିଶ୍ଚିତ ଭାବେ, ଓଡ଼ିଆ ଭାରତର ଆଞ୍ଚଳିକ ଭାଷା ନୁହେଁ ଵରଂ ଏକ ସ୍ଵାଭାଵିକ ଜାତୀୟଭାଷା ଅଟେ । କାରଣ ସାରା ଭାରତରେ ଭାରତର ଜାତୀୟ ସଙ୍ଗୀତ “ଜନ ଗଣ ମନ”କୁ ଓଡ଼ିଆ ଭାଷାର ଅକାରାନ୍ତ ଉଚ୍ଚାରଣ ଶୈଳୀରେ ହିଁ ଗାୟନ କରାଯାଇଥାଏ…

ଓଡ଼ିଆ ଭାଷାର ମୂଳ

ଲେଖା: ଶିଶିର ସାହୁ ମନୋଜ ପ୍ରାଚୀନ ପାଲି ଭାଷାର ଦକ୍ଷିଣ ପୂର୍ବ ଅପଭ୍ରଂଶକୁ ଔଡ୍ରୀ ଅପଭ୍ରଂଶ କୁହାଯାଉଥିବାର ଅନେକ ପ୍ରମାଣ ମିଳେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ୍ରଜା ଵା ଉଡ୍ର ଵିଭାଷାର ଉଲ୍ଲେଖ ଅଛି ଯଥା: “ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ । ୬ ********** ଆଵନ୍ତୀ ଦାକ୍ଷିଣାତ୍ୟାଚ ତଥା…

ଓଡ଼ିଆ ଭାଷାର ପ୍ରାଚୀନରୂପ

ଲେଖା: ଶିଶିର ସାହୁ ମନୋଜ ଆନୁମାନିକ ଖ୍ରୀଷ୍ଟଜନ୍ମର ଚାରିଶହ ଵର୍ଷ ପୂର୍ବେ ରଚିତ ଭରତମୁନୀଙ୍କ କର୍ତ୍ତୁକ ନାଟ୍ୟଶାସ୍ତ୍ରରେ ଉଡ୍ର ଵିଭାଷାର ଉଲ୍ଲେଖ ମିଳେ, ଯାହାକୁ ଓଡ଼ିଆ ଭାଷାର ପ୍ରାଚୀନରୂପ ବୋଲି ମାନାଯାଏ । ଭରତମୁନୀଙ୍କ ସମୟରେ ମୁଖ୍ୟତଃ ସାତୋଟି ଆଞ୍ଚଳିକ ଭାଷା ଥିଲା, ତେଣୁ ସେ ତାଙ୍କ ନାଟ୍ୟଶାସ୍ତ୍ରରେ ଲେଖିଛନ୍ତି, “ମାଗଧ୍ୟାବନ୍ତିକା ପ୍ରାଚ୍ୟ ଶୌରସେନାର୍ଧମାଗଧୀ ବାହ୍ଲିକା ଦାକ୍ଷିଣତ୍ୟାଚ…

ଓଡ଼ିଆ ଭାଷା

ଲେଖା: ଶିଶିର ସାହୁ ମନୋଜ ଆମସ୍ ସଟନ୍ ୧୮୩୧ ମସିହାରେ ପ୍ରଥମେ ଓଡ଼ିଆ ଵ୍ଯାକରଣ ସମ୍ବନ୍ଧୀୟ ପୁସ୍ତକ ‘Introductory Grammar of Oriya Language’ ଲେଖିଥିଲେ ! ଏଥିରେ ସେ ଆମ ଓଡ଼ିଆ ଭାଷା ଏବଂ ବଙ୍ଗାଳି ଭାଷା ମଧ୍ଯରେ ପ୍ରଭେଦ ଦର୍ଶେଇଵାକୁ ଯାଇ କହିଛନ୍ତି: “ବଙ୍ଗାଳୀ ପାଟି ଲଗେଇ ସ୍ତ୍ରୀ ଲୋକଙ୍କ ପରି ଶବ୍ଦ…

ଓଡ଼ିଆ ଭାଷାସଂଗ୍ରାମର ଅଜେୟ ଯୋଦ୍ଧା: ସେନାପତି ଫକୀରମୋହନ (Fakirmohan)

ଲେଖା: ଦେଵ ତ୍ରିପାଠୀ କର୍ମଵୀର ଗୌରୀଶଙ୍କର ଓ ଉତ୍କଳ ଦୀପିକାର ନିରବଚ୍ଛିନ୍ନ ସାଧନା ଏ ମାଟିରୁ ବଙ୍ଗଳା ଭାଷାଭାଷୀଙ୍କର ଓଡ଼ିଆମାରଣ ଚକ୍ରାନ୍ତର ପଣ୍ଡ ହୋଇଥିଲା ସତ ! ତେବେ ଓଡ଼ିଆଙ୍କ ମାନସିକତାରେ ବସା ବାନ୍ଧି ସାରିଥିଲା ବଙ୍ଗଳା ଭାଷା ! ଓଡ଼ିଆଙ୍କ ଦୈନନ୍ଦିନ ଜୀବନ ଓ ଚଳଣିରେ ଥିଲା ବଙ୍ଗାଳୀପଣ ! କର୍ମଵୀରଙ୍କ ସାଧନାର ଫଳସ୍ବରୂପ…

ଓଡ଼ିଆ ଭାଷାମାରଣର ଅୟମାରମ୍ଭ

ଲେଖା: ଦେଵ ତ୍ରିପାଠୀ ୧୮୬୮ ମସିହା । ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ସମୟ । ଦୁର୍ଭିକ୍ଷ ରାକ୍ଷସର ଆଁ ଭିତରେ ପଡ଼ି ଛଟପଟ ହନ୍ତସନ୍ତ ହେଉଥିଲେ ଲକ୍ଷ ଲକ୍ଷ ଓଡ଼ିଆ ! ଦୈବୀବଳରୁ ଯାହା କ୍ଷତି ହୋଇଥିଲା ତତୋଧିକ କ୍ଷତି ଥିଲା ମନୁଷ୍ୟକୃତ ! ତତ୍କାଳୀନ ଧୂର୍ତ୍ତ ହୀନମନା କୁଚକ୍ରୀ ବଙ୍ଗାଳୀ କିରାଣୀ ଗୋଷ୍ଠୀ ଦ୍ଵାରା…

ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ

ଲେଖା: ଦେଵ ତ୍ରିପାଠୀ ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଗଞ୍ଜାମରେ ଓଡ଼ିଆ ମାନଙ୍କ ଜାଗରଣ ତେଜିଉଠିଲା । ମାନ୍ଦ୍ରାଜ ସରକାର ଜନମତର ପ୍ରାବଲ୍ୟକୁ ସହ୍ୟ କରି ନପାରି ୧୮୮୩ ମସିହାରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ସ୍ଥାନ ଦେଲେ ଓଡ଼ିଆ ଭାଷାକୁ । ୧୮୯୦ ମସିହାରେ ସରକାରୀ ଅଫିସ ଓ କଚେରୀରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଆଦେଶ ଦିଆଗଲା…