Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅମ୍ବିକା ପଟ୍ଟନାୟକ ଓଡ଼ିଆ ଜାତିର ମହା ବିପ୍ଲବୀ ବୀର ସୁରେନ୍ଦ୍ର ସାଏ l ୨୩ ଜାନୁଆରୀ ୧୮୦୯ରେ ଜନ୍ମିତ ସମ୍ବଲପୁର ରାଜ ସିଂହାସନର ଦାବୀଦାର ଏଇ ଚୌହାନ ଯୋଦ୍ଧାଙ୍କୁ ଇଂରେଜମାନେ ଅନ୍ୟାୟ ଭାବେ ବଞ୍ଚିତ କରିଥିଲେ l ପ୍ରତିବାଦରେ ଇଂରେଜ ରାଜଶକ୍ତି ବିରୁଦ୍ଧରେ ମାତ୍ର ୧୮ ବର୍ଷ ବୟସ ବେଳୁ ସଶସ୍ତ୍ର ବିଦ୍ରୋହ l…

ଲେଖା: ଦେଵ ତ୍ରିପାଠୀ ସମ୍ବଲପୁର ଠାରୁ ପ୍ରାୟ ୪୦କି.ମି. ଦୂର ଏଲଏଣ୍ଡଟି ରୋଡ଼ ପାର୍ଶ୍ଵରେ ବୃକ୍ଷରାଜି ପରିବେଷ୍ଟିତ ଛୋଟ ଗାଁ ଖିଣ୍ଡା । ସମୟର ସ୍ତିମିତ ଗୋଧୂଳିରେ ପାଣ୍ଡୁର ଦୃଶ୍ୟପଟ ପରି ଗାଁ ଖିଣ୍ଡା । ସହରୀ କୋଳାହଳର ନିରାପଦ ଦୂରତାରେ ସଭ୍ୟତାର ଆଲୋକକୁ ପଛ କରି କାହିଁ କେଉଁ କାଳୁ ଆକାଶମୁହାଁ ହୋଇ ଠିଆ…

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ ପୃଷ୍ଠାରେ ଅନେକ ଵୀରତ୍ୱ ଓ ଵଳିଦାନର କାହାଣୀ ଲିପିବଦ୍ଧ ରହିଛି, ମାତ୍ର ଵିଂଶ ଶତାବ୍ଦୀର ବହୁ ପୂର୍ଵରୁ ଓଡ଼ିଶା ମାଟିରେ ଵିଦେଶୀ ଶାସକଙ୍କ ଵିରୋଧରେ ଯେଉଁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥିଲା, ତାହା ସମଗ୍ର ଭାରତଵର୍ଷରେ…

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ “ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି (ଉଠୁ) ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।” ସେ ସମୟ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ! ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ,…

ସୌରଭିତ ସୃଷ୍ଟି: ଡ. ହରେକୃଷ୍ଣ ମହତାବ ~ ଯୁଗେ ଯୁଗେ ଓଡ଼ିଶା ~ ପ୍ରତିବର୍ଷ ବୈଶାଖ ମାସ ଆରମ୍ଭରେ ପଞ୍ଜିକାର ଯେତେବେଳେ ଏହି ଦେଶର କୌଣସି ଗଜପତି ଗୌଡ଼େଶ୍ଵର କର୍ଣ୍ଣାଟୋତ୍କଳେବର୍ଗେଶ୍ଵର ବୀରାଧିବୀରବର ପ୍ରତାପୀ ରାଜାଙ୍କ ନାମରେ ପ୍ରଚଳିତ ସମ୍ବତ୍ସରର ଶୁଭାଶୁଭ ଫଳ ଶୁଣାଏ, ସେତେବେଳେ ଓଡ଼ିଶାର ଅସଂଖ୍ୟ ଅଧିବାସୀଙ୍କ ମନରେ ସେଇ ହଜି ଯାଇଥିବା ଦିନଗୁଡ଼ିକର…

ସୌରଭିତ ସୃଷ୍ଟି: ନୃସିଂହ ଚରଣ ସାହୁ ଛାତ୍ରାବସ୍ଥାରୁ ସେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଅନୁରାଗୀ । ଜନ୍ମମାଟି ପାଇଁ କିଛି କରିବାର ଆକାଙକ୍ଷା ପ୍ରବଳ । ଐଶ୍ୱରୀୟ ଆଶୀର୍ବାଦ ତାଙ୍କୁ ଆଉଟିକେ ବାଟ କଢ଼େଇ ଆଣିଲା । ହାଇସ୍କୁଲ ଛାତ୍ର ଥିବାବେଳେ ସାନିଧ୍ୟ ଲାଭ କଲେ ଅଦ୍ୱିତୀୟ ଗାନ୍ଧୀବାଦୀ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କର । ପରିଚିତ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଇଂରାଜୀ ଭାଷାରେ ମରାଠୀଙ୍କୁ ମରାଠୀ କୁହାଗଲା, ପଞ୍ଜାବୀଙ୍କୁ ପଞ୍ଜାଵୀ, ଦକ୍ଷିଣର କନ୍ନଡ ତାମିଲ ଓ ତେଲୁଗୁ ଆଦି ଭାଷାଗୁଡି଼କର ନାମ ମଧ୍ୟ ଇଂରାଜୀ ଆଦି ୟୁରୋପୀୟ ଭାଷାଗୁଡି଼କରେ ମୂଳ ନାମ ଅନୁସାରେ ରହିଲା କିନ୍ତୁ ୟୁରୋପୀୟମାନେ ଓଡ଼ିଆ ମାନଙ୍କୁ ଓରିଆ ତଥା ଓଡ଼ିଶାକୁ ଓରିଶା ନାମ କାହିଁକି…

ଲେଖା: ଦେଵ ତ୍ରିପାଠୀ ୧୪ ଫେବୃଆରୀ, ୧୮୫୮ ମସିହା । ଶ୍ରୀଗିଡ଼ା ଘାଟି, ସମ୍ବଲପୁର-ନାଗପୁର ମାର୍ଗ । ଘାଟି ମଧ୍ୟରେ ନିଜର ପ୍ରତୀକ୍ଷିତ ଶତ୍ରୁକୁ ସମୂଳେ ବିନାଶ କରିବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି ସମ୍ବଲପୁର ସେନାଛାଉଣୀର କ୍ୟାପଟେନ ଆଇ. ସି. ବାର୍ଲୋ, ସୁସଜ୍ଜିତ ବ୍ରିଟିଶ ଓ ପାହାଡ଼ିଆ ସୈନ୍ୟସାମନ୍ତଙ୍କ ସହିତ ! ହୃଦୟରେ ଗ୍ଳାନି, ଅପମାନ,…

ଲେଖା: ଶିଶିର ସାହୁ ମନୋଜ ଏକଦା ସମ୍ବଲପୁର ଗଡ଼ଜାତ ରାଜ୍ୟ “ହୀରାଖଣ୍ଡ ସାମ୍ରାଜ୍ୟ” ନାମରେ ପରିଚିତ ଥିଲା । ଏଠାରୁ ପ୍ରାପ୍ତ “ହୀରା”ରୁ “ହୀରାଖଣ୍ଡ ସାମ୍ରାଜ୍ୟ”ର ସୃଷ୍ଟି ବୋଲି ଅନେକ ମତ ଦିଅନ୍ତି । ଏକ କିମ୍ବଦନ୍ତୀ କଥାନୁସାରେ ଵିଶ୍ଵଵିଖ୍ଯାତ କୋହିନୂର ହୀରା ଏହିଠାରୁ ପ୍ରାପ୍ତ ହୋଇଥିଵାରୁ ଯେତେଵେଳେ ତାହା ରାଜା ରଣଜିତ ସିଂହଙ୍କ ପାଖରେ…

ଲେଖା: ଶିବାଶିଷ ମହାପାତ୍ର ସମ୍ବଲପୁରର ଭାଷା ଆନ୍ଦୋଳନର ସାରଥୀ – ବୈକୁଣ୍ଠନାଥ ପୂଜାରୀ । ୧୮୪୯ ମସିହା । ସମ୍ବଲପୁର ଗଡ଼ଜାତ ପାଇଁ ଏକ ଘଡ଼ିସନ୍ଧିର ମୁହୁର୍ତ୍ତ । ରାଜ୍ୟର ଶେଷ ଚୌହାନ ରାଜା ନାରାୟଣ ସିଂଙ୍କ ମୃତ୍ୟୁ ପରେ ସମ୍ବଲପୁର ଗଡ଼ଜାତ ହରାଇଥିଲା ନିଜର ସ୍ବାଧୀନତା ତଥା ଏହା ଚାଲିଯାଇଥିଲା ଇଂରେଜ ସରକାରଙ୍କ ହାତକୁ…