Search Results for ରାମଲୀଳା

ଓଡ଼ିଶାର ରାମଲୀଳା

ଲେଖା: ଦେଵ ତ୍ରିପାଠୀ ଓଡିଶାରେ ବୋଦ୍ଧଧର୍ମର ବିଲୟ, ତାନ୍ତ୍ରିକଧର୍ମର ଅଭ୍ୟୁଦୟ ଓ ଭକ୍ତିଧର୍ମର ଆତ୍ମପ୍ରକାଶ ପରେ ‘ଆଧ୍ୟାତ୍ମିକ ମନୋରଞ୍ଜନ’ର ମାଧ୍ୟମ ଭାବରେ ପରିପ୍ରକାଶ ପାଇଥିଲା ସୁଲଳିତ ପଦାବଳୀ ସମ୍ବଳିତ ସାଙ୍ଗୀତିକତାରେ ଉଛ୍ୱସିତ “ଲୀଳା” ଯୁଗର ମହାର୍ଘ ପରମ୍ପରା । ଲୋକନାଟକର ସଶକ୍ତ ଶାଖା ରୂପେ ଏହି ଲୀଳାଯୁଗର ପ୍ରବର୍ତ୍ତକ ଥିଲେ ଭକ୍ତିଯୁଗର ଉଦ୍ଗାତା ଅତିବଡ଼ି ଜଗନ୍ନାଥ…

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ ଗଞ୍ଜାମ)ର ବିଶିପଡ଼ା । ୧୮୩୨ ମସିହାରେ ବିଷୋୟୀପଡ଼ାର ସମ୍ଭାବ୍ୟ ଅପଭ୍ରଂଶରୁ ସୃଷ୍ଟି ହୋଇଥିବା ଏହି ଗ୍ରାମର ବିଶୋୟୀମାନଙ୍କ ବିଦ୍ରୋହରେ ଅତିଷ୍ଠ ବ୍ରିଟିଶ ସରକାର ଦିନେ ମୁଣ୍ଡ ନୁଆଇଁଥିଲା ଏହାର ଦାୟାଦ ସଂଗ୍ରାମୀ ନବଘନ କହଁର,…

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ଚତୁର୍ଥ) ~ ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ ଆମେ ଆଗେଇ ଚାଲିଛୁ ! ସେମାନଙ୍କ ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା, ମୌଳିକ ବିଚାର ଓ ପ୍ରେରଣାର ତାଡ଼ନାରେ ଅଭିଭୂତ ଅନ୍ତରଙ୍ଗ କଳିଙ୍ଗ ! ସେଇ ପ୍ରତିଭାଧର ମନୁଷ୍ୟଗଣଙ୍କ ସମ୍ମାନରେ ଅନ୍ତରଙ୍ଗ କଳିଙ୍ଗ ନେଇଛି…

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ତୃତୀୟ) ~ ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ ଆମେ ଆଗେଇ ଚାଲିଛୁ ! ସେମାନଙ୍କ ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା, ମୌଳିକ ବିଚାର ଓ ପ୍ରେରଣାର ତାଡ଼ନାରେ ଅଭିଭୂତ ଅନ୍ତରଙ୍ଗ କଳିଙ୍ଗ !  ସେଇ ପ୍ରତିଭାଧର ମନୁଷ୍ୟଗଣଙ୍କ ସମ୍ମାନରେ ଅନ୍ତରଙ୍ଗ କଳିଙ୍ଗ ନେଇଛି…

ପରମହଂସନାଥ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ପରମହଂସନାଥ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ…

କଟକର ଶ୍ରୀଚୈତନ୍ୟ ମଠ

ଲେଖା: ଶ୍ରୀକାନ୍ତ ସିଂହ ~ କଟକର ଶ୍ରୀଚୈତନ୍ୟ ମଠ ~ ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବାପାଇଁ ମଠଗୁଡ଼ିକ ସର୍ବଦା ତତ୍ପର ରହିଆସିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ ପ୍ରଥମେ ମଠ ସଂସ୍କୃତିର ପରିକଳ୍ପନା ଓ ପ୍ରତିଷ୍ଠା କରିଥିଲେ…

ସପ୍ତବଟ

ଲେଖା: ଉତ୍ପଳ ପତି ~ ସପ୍ତବଟ ~ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ହେଉଛନ୍ତି କ୍ଷେତ୍ରର କେନ୍ଦ୍ର ଓ ମୁଖ୍ୟ। ଏହି କ୍ଷେତ୍ରରେ ଆଠଗୋଟି ଶିବମନ୍ଦିର ବା ଅଷ୍ଟଶମ୍ଭୁ, ଦେବୀ ମନ୍ଦିର ବା ଅଷ୍ଟଦେବୀ, ପୁରାଣବର୍ଣିତ ପାଞ୍ଚଗୋଟି ତୀର୍ଥ ବା ପଞ୍ଚତୀର୍ଥ ଓ ସାତଗୋଟି ବଟବୃକ୍ଷ ବା ‘ସପ୍ତବଟ’ ବିଶେଷ ଭାବେ ପୂଜା ପାଇଥାନ୍ତି। ବଟବୃକ୍ଷ ଆମ…

ରାଜା ସୋମନାଥ ସିଂହ

~ ରାଜା ସୋମନାଥ ସିଂହ ~ ଲେଖା: ଅମୃତେଶ ଖଟୁଆ ସମଗ୍ର ଓଡିଶାରେ ଯେତେବେଳେ ନାନାବିଧ ସ୍ଵାଧୀନତାର ସ୍ଵରୋତ୍ତଳିତ ହୁଏ, ସେତେବେଳେ କଦମ୍ଵବଂଶୀୟ ଅନୁଗୋଳ ଗଡଜାତର ଶେଷ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ମହୀୟାନ ଆତ୍ମତିତିକ୍ଷାର କଥା ଉଠେ । “କିଞ୍ଚିତ ଦୟା ନୋହିଲା କମଳ ଲୋଚନ ପ୍ରଭୁ ଥାଉ ଥାଉ ମୋ କର୍ମ ବିଫଳ…

ପ୍ରଥମ ରଙ୍ଗମଞ୍ଚ

ଲେଖା: ଦେଵ ତ୍ରିପାଠୀ କାଇଁ କେଉଁ କାଳର କଥା ! ଅବକ୍ଷୟମୁଖୀ ସମାଜକୁ ସୁସ୍ଥ ସଂହତ ରଖିବା ଲକ୍ଷ୍ୟରେ ତଥା ମୂଲ୍ୟବୋଧର ବାର୍ତ୍ତା ସଂଚରିତ କରିବା ଉଦ୍ଦେଶ୍ୟରେ ରାମାୟଣ ଅଭିନୟ ପାଇଁ ଉତ୍କଳୀୟ ଗ୍ରାମାଞ୍ଚଳରେ ଦିନେ ସୃଷ୍ଟି ହୋଇଥିଲା ଆଖଡ଼ାଘର ! ‘ମହାଭାରତ’ର ପଟ୍ଟଭୂମି ଓ ଚରିତ୍ର ବଡ଼ ବ୍ୟାପକ ଓ ଜଟିଳ ଥିବାରୁ ତା’ର…

ରଘୁନାଥଜୀଉ

ଲେଖା: ଦେଵ ତ୍ରିପାଠୀ ଅଢ଼େଇ ହଜାର ବର୍ଷର ନଗର ଏଇ କଟକ । ଏଠାକାର ବାଲି, ଗୋଡ଼ି ମାଟିରେ ରହିଛି ଇତିହାସର ମହକ । ସେଥିପାଇଁ ତ ଓଡ଼ିଶା ମାଟିର ଗାରିମାର କଥା ପଢ଼ିବାକୁ ହେଲେ ସର୍ବାଗ୍ରେ ଆସେ ଐତିହ୍ୟ ନଗରୀ କଟକର ଇତିହାସ ! ମହାନଗରୀରେ ଥିବା ଅନେକ ପ୍ରାଚୀନ ମନ୍ଦିର ମଧ୍ୟରୁ ଦେବୋତ୍ତର…