Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ କାଇଁ କେଉଁ କାଳର କଥା ! ଅବକ୍ଷୟମୁଖୀ ସମାଜକୁ ସୁସ୍ଥ ସଂହତ ରଖିବା ଲକ୍ଷ୍ୟରେ ତଥା ମୂଲ୍ୟବୋଧର ବାର୍ତ୍ତା ସଂଚରିତ କରିବା ଉଦ୍ଦେଶ୍ୟରେ ରାମାୟଣ ଅଭିନୟ ପାଇଁ ଉତ୍କଳୀୟ ଗ୍ରାମାଞ୍ଚଳରେ ଦିନେ ସୃଷ୍ଟି ହୋଇଥିଲା ଆଖଡ଼ାଘର ! ‘ମହାଭାରତ’ର ପଟ୍ଟଭୂମି ଓ ଚରିତ୍ର ବଡ଼ ବ୍ୟାପକ ଓ ଜଟିଳ ଥିବାରୁ ତା’ର…

ଲେଖା: ବିଷ୍ଣୁ ମୋହନ ଅଧିକାରୀ ଓଡ଼ିଆ ଭାଷା ଓ ଜାତିର ବିପର୍ଯ୍ୟୟର ଗଡ଼ଢାଳିକା ମଧ୍ୟରେ ପ୍ରସ୍ଫୁଟିତ ହୋଇଥିଲେ କେତେକ ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ ନାଟ୍ୟକାର ଆପନ୍ନା ପରିଚ୍ଛା । ସେ ଥିଲେ ଏକଧାରରେ କବି, ନାଟ୍ୟକାର, ସମାଜସେବୀ, ଜାତିପ୍ରେମୀ ଓ ସର୍ବୋପରି ପ୍ରାକୃତିକ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ରାସଦଳର ପ୍ରତିଷ୍ଠାତା। ୧୮୭୯ ମସିହା ମଇ ମାସ…

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥୀ ଜଗନ୍ମୋହନ ଲାଲା । ଓଡ଼ିଶାର ଆଦି ନାଟକର ନାୟକ ଜଗନ୍ମୋହନ ଲାଲା ଆଜି ସମୟର କ୍ଷିପ୍ର ସୁଅରେ ନିଖୋଜ I ଓଡ଼ିଆ ନାଟ୍ୟସାହିତ୍ୟକୁ ତାଙ୍କର ଆଦ୍ୟ ଅବଦାନ, ବିତର୍କିତ ନାଟକ “ବାବାଜୀ” I ନାଟକ ମାଧ୍ୟମରେ ସତୀପ୍ରଥା ବିରୁଦ୍ଧରେ ତାଙ୍କର ସ୍ୱର ଉତ୍ତୋଳନ ତତ୍କାଳୀନ…

ସୌରଭିତ ସୃଷ୍ଟି: କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ~ ତିଗିରିଆ ଗଡ଼ (କୁମ୍ଭାରଚକ) ~ ବାଙ୍କୀରେ ପଢ଼ୁଥିବାବେଳେ ମହାନଦୀ ପାରହୋଇ ଛୁଟିମାନଙ୍କରେ ମୁଁ ବଡ଼ାମ୍ବା ଓ ତିଗିରିଆକୁ ଯାଏଁ । ତିଗିରିଆରେ ବାପାଙ୍କ ମାମୁଁଘର । ବାପାଙ୍କ ମାମୁଁପୁଅ ଭାଇ ରାମକୃଷ୍ଣ ପଟ୍ଟନାୟକେ ଥାଆନ୍ତି #ଦିଆନ । ଚମ୍ପକ ଦ୍ବାଦଶୀ ଯାତ୍ରାଟା ତିଗିରିଆର ପ୍ରଧାନ ଉତ୍ସଵ ।…