Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅଂଶୁମାନ ମହାରଣା ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ସମୟରେ ଭାରତମଣି ଗୋପବନ୍ଧୁ ଦାସ ଥିଲେ ମୟୂରଭଞ୍ଜ ଗଡ଼ଜାତ ରାଜ୍ଯର ଷ୍ଟେଟ ଓକିଲ। ତତସହିତ ବାରିପଦା ମ୍ଯୁନିସପାଲଟିର ଭାଇସ-ଚେୟାରମ୍ଯାନ ପଦରେ ଅବସ୍ଥାପିତ ଥାନ୍ତି। ୧୯୦୯ରୁ ୧୯୧୨ ପର୍ଯ୍ୟନ୍ତ ମୟୂରଭଞ୍ଜରେ ଅବସ୍ଥାପନ କରୁଥିବା ସମୟରେ ଦାସେଆପଣେଙ୍କ ମୟୂରଭଞ୍ଜ ପ୍ରତି ଥିବା ପ୍ରଶାସନିକ ଓ ସାମାଜିକ ଅବଦାନ ବେଶ…

ଲେଖା: ଦେଵ ତ୍ରିପାଠୀ କାଇଁ କେଉଁ କାଳର କଥା । ନଈର ସାମାନ୍ୟ ଭିତରକୁ ଯାଇ ବଡ଼ ପଥରଟି ଉପରେ ବସନ୍ତି ଦୁଇଟି ବାଳକ, ଦୁଇ ଭାଇ । ନଈପାଣି ଚହଲାନ୍ତି, ଖେଳନ୍ତି, ଗାଧାନ୍ତି ! ଦିନେ କିନ୍ତୁ କୌଣସି କାରଣରୁ ଦୁଇଭାଇଙ୍କ ଭିତରେ କଥା କଟାକଟି ହେଲା, ପରେ ବିବାଦ ଓ ଶେଷକୁ ଘନଯୁଦ୍ଧ…

~ ଏକାମ୍ରକ୍ଷେତ୍ର ଓ ଉତ୍କଳଗୌରବ ମଧୁସୂଦନ ~ ଲେଖା: ଅମୃତେଶ ଖଟୁଆ ସମୟର ବାଲୁକାରାଶିରେ ଅଙ୍କିତ ଅଗଣିତ ପଦଚିହ୍ନ– କେତେ ଜଣା, କେତେ ଅଜଣା; କେତେ ପୁଣି ହୋଇଯାଆନ୍ତି ବିସ୍ମୃତ ଓ ବିଲୁପ୍ତ । କିନ୍ତୁ କିଛି ରହିଯାଇଥାନ୍ତି ନିଜ ଏକକ ଅସ୍ତିତ୍ବକୁ ଜାହିର କରିବାର ପଣ ନେଇ, ସମୟରୁ ସମୟାନ୍ତର ଯାଏଁ । ସେହିମାନେ…

~ ଚିତୋଉ ପିଠା ~ ଲେଖା: ଅମୃତେଶ ଖଟୁଆ ସିନ୍ଦୂରା ଫାଟିବା ସହିତ ଫୁଟି ଉଠିବ ଶୂନ୍ୟ ତରା । ନବ ଊଷସୀର ଦେଦୀପ୍ୟ ଆଲୁଅ ପସରା ଦିଗବିଦିଗ ବିଛୁରି ଯିବ । ସତେ ଅବା ସେ ବିପୁଳ ରଶ୍ମିରାଶିରେ ନୁଆଁଣିଆ ଆକାଶରେ କେତେ ପୁଲକ, କେତେ ଉତ୍ସାହ । ସେହି ଆଲୁଅରେ ଆଲୋକିତ ଆଜି…

ଲେଖା: ମନୋଜ କୁମାର ବେହେରା ~ ମନେପଡେ: ବାରିପଦାର ସେଇ ଓଡିଆ ଚଳଚ୍ଚିତ୍ର ନିର୍ମାତା ସ୍ଵର୍ଗତ ବଟକୃଷ୍ଣ ନାୟକ~ ସନ ୧୯୮୨ ମସିହା। ଓଡିଆ ଚଳଚ୍ଚିତ୍ର ଜଗତର ସଫଳ ନିର୍ମାତା ସ୍ଵର୍ଗତ ବଟକୃଷ୍ଣ ନାୟକ ବିତରକଙ୍କୁ ପ୍ରଯୋଜକ ସାଜି ନିଜସ୍ଵ ଚଳଚ୍ଚିତ୍ର, ନିର୍ମାଣ ସଂସ୍ଥା ‘ଜୟଶ୍ରୀ ପ୍ରଡ଼କ୍ସନ‘ ବ୍ୟାନରରେ ଓଡ଼ିଆ ଚଳଚ୍ଚିତ୍ର ‘ଫୁଲଚନ୍ଦନ’ର ନିର୍ମାଣ କରିଥିଲେ…

ଲେଖା: ତେଜସ୍ବ ତ୍ରିପାଠୀ ~ ସାମନ୍ତ ଚନ୍ଦ୍ରଶେଖର ~ ଯେଉଁ ଧିର ଧୀମନ୍ତ ମଣ୍ଡଳୀଙ୍କୁ ଧାରଣ କରି ଏ ଧରିତ୍ରୀ ଧନ୍ୟ ହୋଇଛି, ସେମାନଙ୍କ ମଧ୍ୟରେ ସିଦ୍ଧାନ୍ତ ଦର୍ପଣ ସ୍ରଷ୍ଟା ସାମନ୍ତ ଚନ୍ଦ୍ରଶେଖର ଅନ୍ୟତମ l ପିତା ଶ୍ୟାମବନ୍ଧୁ ସିଂହ ଓ ମାତା ବିଷ୍ଣୁମାଳୀ ଦେବୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଥିଲେ ସେ l ୧୮୩୫…

ଦୀନବନ୍ଧୁ ମିଶ୍ର ~ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ~ ବହୁଵର୍ଷ ଧରି ଓଡ଼ିଶାଵାସୀ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣର ଦାବି ଆଗତ କରି ଆସୁଛନ୍ତି। ଵର୍ତ୍ତମାନ ‘ଵନାଞ୍ଚଳ ରାଜ୍ୟଗଠନ ପ୍ରସଙ୍ଗରେ ଏହି ଦାବୀ ପୁନର୍ଵାର ଉତ୍ଥାପିତ ହୋଇଅଛି । ୧୯୪୭ ମସିହା ଡିସେମ୍ବର ଦଶ ତାରିଖ ଦିନ ସରଦାର ବଲ୍ଲଭଭାଇ ପଟେଲଙ୍କ ଉପସ୍ଥିତିରେ ଗଡଜାତ…

ଲେଖା: କୁମାରେଶ ନାୟକ ~ ମୟୂରଭଞ୍ଜ ମାଟିର ପ୍ରସିଦ୍ଧ ନୃତ୍ୟକଳା ଛଉ ନୃତ୍ୟ ~ ଛଉ ନୃତ୍ୟ ଏକ ପ୍ରସିଦ୍ଧ ପୂର୍ବ-ଭାରତୀୟ ନୃତ୍ୟକଳା। ଅନେକ ଏହାକୁ ସେମିକ୍ଲାସିକାଲ ନୃତ୍ୟ ପର୍ଯ୍ୟାୟ ଭୁକ୍ତ ଭାବରେ ବିବେଚନା କରୁଥିଲେ ମଧ୍ୟ ଛଉନୃତ୍ୟର ବିଭବକୁ ଅବଲୋକନ କଲେ ଏହାର ବିବିଧତା ଦୃଷ୍ଟିରୁ ଏହାର ସ୍ବତନ୍ତ୍ରତା ସ୍ବତଃ ବାରି ହୋଇପଡେ। ଛଉ…

ଲେଖା: ଦେଵ ତ୍ରିପାଠୀ ~ ଉତ୍କଳ ହିତୈଷିଣୀ ~ ୧୮୬୮ ମସିହାରେ କଟକ ହିତୈଷିଣୀ ପ୍ରେସରୁ କାଳୀପଦ ବାନାର୍ଜୀଙ୍କ ସମ୍ପାଦନାରେ #ଉତ୍କଳ_ହିତୈଷିଣୀ ପତ୍ରିକା ପ୍ରକାଶିତ ହୋଇ ଓଡ଼ିଆ ପତ୍ରପତ୍ରିକା ଜଗତରେ ନୂତନ ଆଲୋକ ବର୍ତ୍ତିକା ସାଜିଥିଲା। ତେବେ ଉକ୍ତ ବର୍ଷଟି ଓଡ଼ିଆ ପତ୍ରପତ୍ରିକା ପାଇଁ ଥିଲା ଉଲ୍ଲେଖନୀୟ । ବାଲେଶ୍ଵରରୁ #ସାହିତ୍ୟପିତା #ବ୍ୟାସକବି #ଫକୀରମୋହନ ସେନାପତିଙ୍କ…

ଲେଖା: ଆଦିତ୍ୟ କୁମାର ନାୟକ ଓଡ଼ିଶାର ଅନାଲୋଚିତ ଲୋକନୃତ୍ୟ ଚାଙ୍ଗୁନୃତ୍ୟ । ପାହାଡ଼ି ଝରଣାର ମନମତାଣିଆ କୁଳୁକୁଳୁ ନାଦ ପରି ଆଦିବାସୀଙ୍କର ଜୀବନର ପ୍ରତିଟି ମୁହୂର୍ତ୍ତ ନୃତ୍ୟସଙ୍ଗୀତରେ ପରିପୂର୍ଣ୍ଣ । ନୃତ୍ୟ ଗୀତ ଆଦିବାସୀଙ୍କର ଜୀବନର ଏକ ଅବିଛେଦ୍ୟ ଅଙ୍ଗ । ଆଉ ସବୁଠୁ ବଡ଼ କଥା ହେଲା ଅନ୍ୟ ନର୍ତ୍ତକନର୍ତ୍ତକୀ ଅନ୍ୟର ମନରଞ୍ଜନ ପାଇଁ…