Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅଶୋକା ନାୟକ ପ୍ରଥମାଷ୍ଟମୀ ଦିନ ହଳଦୀପତ୍ରରେ ତିଆରି ଏଣ୍ଡୁରି ପାଇଁ ଅଥାର ହାଣ୍ଡି ବସିଥାଏ । ମାଟିହାଣ୍ଡିରେ ପାଣି, କୁଟା, ବାଉଁଶ କଣି ରଖି ତା ଉପରେ ହଳଦୀପତ୍ରର ଏଣ୍ଡୁରି ରଖି ମାଟି ପଲମ ଘୋଡାଇ କାଠଚୁଲିରେ ବସେ ଅଥାର । ଏବେ ବି ଗାଁରେ ଏ ସବୁ ସାମଗ୍ରୀ ମିଳିଯାଉଥିବାରୁ ଅଥାରହାଣ୍ଡି ହେଉଛି…

ଲେଖା: ଅକ୍ଷୟ ଓଝା ଉତ୍କଳୀୟ ପରମ୍ପରାରେ ପ୍ରଥମାଷ୍ଟମୀ ପାଳନ ଏକ ସାଂସ୍କୃତିକ ତଥା ସାମାଜିକ ପରମ୍ପରା । ଏହା ପରିବାର, ସମାଜ, ସାମୁହିକ ଭାବରେ ପାଳିତ ହୋଇଥାଏ । ଧନୀଗରିବ ନିର୍ବିଶେଷରେ ସମସ୍ତେ ଏହି ପର୍ବ ପାଳନ କରିଥାନ୍ତି । ଗାଁ ଉତ୍ସବ ମୁଖର ହୁଏ। ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖସମୃଦ୍ଧି ଓ ଦୀର୍ଘଜୀବନ…

~ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ଦ୍ୱାରା ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ~ ୨୪ ନଭେମ୍ବର ୨୦୨୪: ଅତୀତ, ଇତିହାସ ଓ ଐତିହ୍ୟ ପରସ୍ପର ସହିତ ସମ୍ପୃକ୍ତ ଓ ପରସ୍ପରର ପରିପୂରକ। ଇତିହାସକୁ ପଢ଼ିବା, ଜାଣିବା ଓ ଐତିହ୍ୟକୁ ଦେଖିବା ଓ ଦେଖାଇବା ଯେତିକି ମହତ୍ତ୍ୱପୂର୍ଣ୍ଣ ତା ଠାରୁ ଢେର ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା ତାର ସୁରକ୍ଷା…

~ ହଳଦୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ କାମଚୋର ହୋଇ ଆମେ ଭୁଲିଗଲେଣି ଏହାର ସୁଗନ୍ଧ। ହଳଦୀ ଗୁରୁଗୁରୁ କଞ୍ଚାହଳଦୀ । ପୂଜାରୁ ରୋଷେଇ ଯାଏ ଲାଗି ହେଉଥିବା ଶୁଦ୍ଧହଳଦୀ। ଟିକେ ସୁବିଧା ପାଇଁ ଅଧିକ ଅର୍ଥ ଦେଇ ସମସ୍ତେ କିଣୁଛେ ହଳଦୀଗୁଣ୍ଡ। ଶୁଣାଯାଏ କେତେ ପ୍ରକାରର ଭେଜାଲ ମିଶା ଯାଉଛି ହଳଦୀଗୁଣ୍ଡରେ। ପୂଜାପାର୍ବଣରେ…

~ ‘ଅଲାଗିପାଳି’ ଓ ମାଣବସା ଗୁରୁବାରର ‘ଧାନମାଣିକା’ ମାହାତ୍ମ୍ୟ ~ ଲେଖା: ଅମୃତେଶ ଖଟୁଆ ଉଜ୍ଜ୍ବଳ ସୁବର୍ଣ୍ଣମୟ ସୂର୍ଯ୍ୟାସ୍ତ ସହ ମାର୍ଗଶିର ମାସର ହେମନ୍ତ ଆକାଶ ସୁସଜ୍ଜିତ ହୋଇ ରହିଥାଏ ନବଶସ୍ୟର ଅମଳ ନିମନ୍ତେ । ରବି ଶସ୍ୟର ସବୁଜିମା କ୍ଷେତଗୁଡ଼ିକୁ ନିଆରା ରଙ୍ଗ ତୂଳୀରେ ବର୍ଣ୍ଣିଳ କରିସାରିଛି । ଏଥିରେ ଲକ୍ଷ୍ମୀ ଦେବୀଙ୍କର ସ୍ବର୍ଗୀୟ…

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଏଣ୍ଡୁରି ପିଠା ~ ଆମ ଓଡ଼ିଆ ଘରେ ବାର ମାସେ ତେର ପରବ। ଆମ ଓଡ଼ିଆ ଘରର ଆରାଧ୍ୟ ଦେବତା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଯେମିତି ବିସ୍ତୃତ ଆମ ଓଡ଼ିଆ ଘରର ପରମ୍ପରା ସଂସ୍କୃତି ଠିକ୍ ସେହିପରି ବିସ୍ତୃତ । ପ୍ରତି ଘରେ ଘରେ ଅନେକ ପର୍ବପର୍ବାଣୀ ଆମେ…

~ ପ୍ରାଚୀ ଅଧିତ୍ୟକାରେ ଶିଶିରାବସର: ନିଆଳି ମାଧବ ~ ଲେଖା: ଅମୃତେଶ ଖଟୁଆ ସେଦିନ ପ୍ରଥମାଷ୍ଟମୀ । ମଗୁଶିର ବାର ପାହାନ୍ତି କାଳ ଆଗତ । ଶୀତାଭ ଋତୁର ଶ୍ୟାମାୟିତ ସ୍ପର୍ଶ ତଳେ ଖରାର କୋପ ଅନୁଭବଯୋଗ୍ୟ ମନେ ହୁଏନାହିଁ । ସେ ଯେ କାକର ଭିଜା ହରିତ ପଲ୍ଲବଦୋଳରେ ଆପଣା ବିଚ୍ଛୁରିତ ଶୋଭାକୁ ଲୋଟାଇ…

ଦୀନବନ୍ଧୁ ମିଶ୍ର ~ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ~ ବହୁଵର୍ଷ ଧରି ଓଡ଼ିଶାଵାସୀ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣର ଦାବି ଆଗତ କରି ଆସୁଛନ୍ତି। ଵର୍ତ୍ତମାନ ‘ଵନାଞ୍ଚଳ ରାଜ୍ୟଗଠନ ପ୍ରସଙ୍ଗରେ ଏହି ଦାବୀ ପୁନର୍ଵାର ଉତ୍ଥାପିତ ହୋଇଅଛି । ୧୯୪୭ ମସିହା ଡିସେମ୍ବର ଦଶ ତାରିଖ ଦିନ ସରଦାର ବଲ୍ଲଭଭାଇ ପଟେଲଙ୍କ ଉପସ୍ଥିତିରେ ଗଡଜାତ…

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ “ସାଧୁସନ୍ଥ ଜନଙ୍କର ପରମ କାରଣ ଦୁଷ୍ଟ ଜନଙ୍କର ଗର୍ବର ଗଞ୍ଜନ, ସନ୍ଥ ପ୍ରାଣୀଙ୍କର ଆରତ ତରୁଥିବ ରାମ ରାମ ବାଇଲେ କି ଛାଡିଯିବ ପାପ ଏ ଘଟରୁ ମୁକ୍ତ କର ହେ ପ୍ରଭୁ ରାମ ସଦା ତୁଣ୍ଡେ ନେଉ ଅଛି ତୁମ୍ଭରି ହେ ନାମ ।”…

ଲେଖା: ଦେଵ ତ୍ରିପାଠୀ ଦିନେ ଆହତ କ୍ରୌଞ୍ଚର ବେଦନାବିଦ୍ଧ ଦୃଶ୍ୟ ମହର୍ଷି ବାଲ୍ମିକୀଙ୍କ କଣ୍ଠରେ ଭରିଥିଲା ଆର୍ଯ୍ୟଭୂମିର ଆଦ୍ୟ କବିତା; ଶରବିଦ୍ଧ ହଂସ ଗୌତମ ବୁଦ୍ଧଙ୍କୁ କରିଥିଲା ଉତ୍ତାଳ କରୁଣାରେ ଆର୍ଦ୍ର, ନିଷ୍ଠୁର ବ୍ୟାଧର ଆଚରଣରୁ ସୃଷ୍ଟି ହେଇଥିଲା ଏ ଜାତିର ମହାକାବ୍ୟ ‘ରାମାୟଣ’ ଏବଂ ଆଉ ଜଣେ ଲଭିଥିଲେ ଆଲୋକିତ ପଥର ସନ୍ଧାନ –…