Search Results for କବିଶେଖର ଚିନ୍ତାମଣି ମହାନ୍ତି

କବିଶେଖର ଚିନ୍ତାମଣି ମହାନ୍ତି 

~ କବିଶେଖର ଚିନ୍ତାମଣି ମହାନ୍ତି ~ ଲେଖା: ଅମୃତେଶ ଖଟୁଆ “ସୌଭାଗ୍ୟର ଏ କି ମହା ଶୁଭଦିନ,  ନାଚି ଉଠେ ପ୍ରାଣେ ପୁଲକ ନବୀନ। ଅଲକ୍ଷ୍ୟରେ କୋଟି ଆନନ୍ଦ-ହାବେଳି,  ମନ ମଧ୍ୟେ ପଶି ଯାଉଅଛି ଖେଳି।”  (ଘୁମୁସର କାବ୍ୟ ) ଦ୍ଵାଦଶ ସର୍ଗ ବିଶିଷ୍ଟ ବର୍ଣ୍ଣନାତ୍ମକ “ଘୁମୁସର କାବ୍ୟ”, କବିଶେଖରଙ୍କ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ଥିବା…

ଶ୍ରୀବତ୍ସ ପଣ୍ଡା

~ ଶ୍ରୀବତ୍ସ ପଣ୍ଡା ~ ଲେଖା: ଅମୃତେଶ ଖଟୁଆ “ଅଜ୍ଞ ସାଧାରଣ ନିନ୍ଦାକୁ ନ ଡ଼ରି, ପାଆନ୍ତୁ ସଂସ୍କାର କରି ସତ୍ବର, କେହି ମୂଢ଼ମତି କଲେ ହେଁ ଆପତ୍ତି ଅବଶ୍ୟ ସହାୟ ହେବେ ଈଶ୍ୱର।” ସେଦିନ ମହୋଦୟ ଆନ୍ଧ୍ରପ୍ରଦେଶର ସବରେଜିଷ୍ଟ୍ରାର ଥିବାବେଳେ ସେଠି ଜଣେ ଉତ୍କଳୀୟ ବ୍ରାହ୍ମଣ ବାଳବିଧବାର ପୁନର୍ବିବାହ କରାଇଥିଲେ ‌। ଏଥି ସକାଶେ…

କୃପାମୟ ଦେବ

ଲେଖା: ଅମ୍ବିକା ପଟ୍ଟନାୟକ   ~ ପ୍ରତିଭା ବିନୋଦ କୃପାମୟ ଦେବ ଗଜପତି ~ ବୃହତ ଖେମଣ୍ଡି ପତି ଦେବ କୃପାମୟ ସତେ ସତେ ନୃପ ତୁମେ ଅଟ କୃପାମୟ l ଦାନ ଧର୍ମ ଦେଶୋନ୍ନତି ସାହିତ୍ୟ ସେବାରେ ନିଯୁକ୍ତ ସତତ ତୁମେ ସାଧୁ ବ୍ୟବହାରରେ l କବି ପଣ୍ଡିତଙ୍କ ତୁମେ ମହତ ଆଶ୍ରୟ ଏ…

କହଇ ଦାସ ଜଗନ୍ନାଥ

~ କହଇ ଜଗନ୍ନାଥ ଦାସ ~ ଲେଖା: ଅମୃତେଶ ଖଟୁଆ “ତୋଷ ନୁହଁଇ ମୋର ଚିତ୍ତ, କହଇ ଦାସ ଜଗନ୍ନାଥ” II ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର…

ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର

ଲେଖା: କୁଳମଣି ଷଡ଼ଙ୍ଗୀ ~ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ~ ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ ! ସାମନ୍ତ ଚନ୍ଦ୍ରଶେଖରଙ୍କ ମହାଯାତ୍ରାର କିଛି ମହାର୍ଘ ମୁହୂର୍ତ୍ତ ! ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର (ପଠାଣି ସାମନ୍ତ) ଉନବିଂଶ ଶତାବ୍ଦୀର ଜଣେ ଶ୍ରେଷ୍ଠ ଜ୍ୟୋତିର୍ବିଜ୍ଞାନୀ ଥିଲେ। ତତ୍କାଳୀନ ଗଡଜାତ ଖଣ୍ଡପଡାର ରାଜବଂଶରେ 1835 ମସିହା…

ଶ୍ୟାମସୁନ୍ଦର ରାଜଗୁରୁ

~ ଶ୍ୟାମସୁନ୍ଦର ରାଜଗୁରୁ ~ ଲେଖା: ଅମୃତେଶ ଖଟୁଆ “ବିଚକ୍ଷଣ ରାଜଗୁରୁ ହେ ଶ୍ୟାମସୁନ୍ଦର, ଆଦ୍ୟ ଗ୍ରାଜୁଏଟ ତୁମ୍ଭେ ଗଞ୍ଜାମ ଜିଲ୍ଲାର। ଗଞ୍ଜାମ ବାସୀଏ ଏଣୁ ଥିଲେ ଆଶା କରି, ସର୍ବକାର୍ଯ୍ୟେ ହେବ ତୁମ୍ଭେ ଅଗ୍ରଣୀ ଏପରି।             ସେଥିରୁ ଚିହ୍ନ ସ୍ଵରୂପ ବୋଲା ଯାଇପାରେ, ସଭାପତି ହେଲ ଆଦ୍ୟ ଗଞ୍ଜାମ ସଭାରେ। ×     ×     …

ଓଡ଼ିଶାର ଉଚ୍ଚତମ ଶିବ ପ୍ରତିମା ବେଲେଶ୍ୱର ମହାଦେବ (Beleswar Mahadev)

ଲେଖା: ସତ୍ୟବ୍ରତ ହାତୀ ଶଶାଙ୍କ ମଣ୍ଡଳ ଉତ୍କଳ ଧରଣୀ ଗଞ୍ଜାମ ତା’ମଧ୍ୟେ ପୂର୍ଣ୍ଣ ନିଶାମଣି । ଘୁମୁଷର ଜ୍ୟୋତ୍ସ୍ନା ସେ ନିଶାମଣିର ଅତ୍ୟୁକ୍ତ ବର୍ଣ୍ଣନା ନୁହେଁ ଏହି ଗୀର । (କବିଶେଖର ଚିନ୍ତାମଣି ମହାନ୍ତି) ଏପରି ଗର୍ବ ଓ ଗୌରବର ଅଧିକାରୀ ଯେଉଁ ଭଞ୍ଜଭୂମି, ସେଇ ମହାନ ମାଟି ଭଞ୍ଜନଗରର ଶ୍ରୀ ବୃଦ୍ଧି କରାଏ ସହର…

ଶ୍ରୀବତ୍ସ ପଣ୍ଡା 

ଲେଖା: ଦେଵ ତ୍ରିପାଠୀ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆମ ରାଜ୍ୟର ଜାତୀୟ ଜୀବନରେ ସମାଜସଂସ୍କାର, ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷା, ଓଡ଼ିଆ ଭାଷାର ସୁରକ୍ଷା, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ସ୍ବାଧୀନତା ଆନ୍ଦୋଳନ, ସାହିତ୍ୟ ସୃଷ୍ଟି, ଗୋରକ୍ଷା, ଧର୍ମସଂସ୍କାର କ୍ଷେତ୍ରରେ ସାହସିକ ପଦକ୍ଷେପ ନେଇ ଇତିହାସ ରଚିଥିଲେ ସେ ! କେବଳ ଓଡ଼ିଶା ନୁହେଁ, ଭାରତଭୂଖଣ୍ଡର ସେ ଥିଲେ…

ଭଞ୍ଜ

ଲେଖା: ନିରଞ୍ଜନ ସାହୁ ~ ଭଞ୍ଜ ପରିକ୍ରମା: ବହୁ ମତ, ସହସ୍ର ସମ୍ମତ, ସାମାନ୍ୟ ବିଦ୍ୱେଷ ~ “ପୁରା କବିନାଂ ଗଣନା ପ୍ରସଙ୍ଗେ, କନିଷ୍ଠିକାଧିଷ୍ଠିତ କାଳିଦାସଃ, ଅଦ୍ୟପି ତତ୍ତୁଲ୍ୟ କବେର ଭାବାତ୍, ଅନାମିକା ସାର୍ଥବତୀ ବଭୁବ ।” କୌଣସି କାବ୍ୟମର୍ମଜ୍ଞ ସମାଲୋଚକ ସଂସ୍କୃତ କବିମାନଙ୍କର ମୂଲ୍ୟାଙ୍କନ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ କାଳିଦାସଙ୍କୁ ଶ୍ରେଷ୍ଠ କବି…

ପିଙ୍ଗଳାକ୍ଷୀ ମନ୍ଦିର

~ ପିଙ୍ଗଳାକ୍ଷୀ ମନ୍ଦିର ~ ଲେଖା: ଅମୃତେଶ ଖଟୁଆ ଉତ୍ତରିଲେ ଯୋଗୀ – “ନୃପ ଏ ଶ୍ରୀକ୍ଷେତ୍ର ଧାମ, ଶାସ୍ତ୍ରର ବର୍ଣ୍ଣନା ସ୍ଵର୍ଗ, ଅପ୍ରତ୍ୟକ୍ଷ ଯାହା, ମାତ୍ର ଏ ପ୍ରତ୍ୟକ୍ଷ ସ୍ଵର୍ଗ, ରୂପବନ୍ତ ଏଥି ସାକ୍ଷାତ କୈବଲ୍ୟରୂପୀ ବ୍ରହ୍ମ ସନାତନ, ରାଜରାଜେଶ୍ଵର ଏହି ଅଖିଳ ତୀର୍ଥର । ଅଷ୍ଟଶମ୍ଭୁ, ଅଷ୍ଟଶକ୍ତି ବସନ୍ତି ଏହାର ଅଷ୍ଟଦିଗେ, ବିରାଜନ୍ତି…