Search Results for ଇନ୍ଦ୍ରଧନୁ

ଫତୁରାନନ୍ଦ

ଲେଖା: ଅମ୍ବିକା ପଟ୍ଟନାୟକ ~ ହାସ୍ୟସ୍ରଷ୍ଟା ନୀଳକଣ୍ଠ “ଫତୁରାନନ୍ଦ” ~ ଅନେକ ଦିନ ତଳେ ଭୁବନେଶ୍ୱରରେ ଜଣେ ଭଦ୍ରବ୍ୟକ୍ତି ପଚାରିଲେ “ଏ ରିକ୍ସା, ସଚିବାଳୟ ଯିବୁ କି?” “ମୁଁ ରାସ୍ତା ଜାଣିନି ବାବୁ l” “ଆରେ ସେକ୍ରେଟାରୀଏଟ କୋଉଠି ଜାଣିନୁ?” “ଗଲା ଆଉ, ସେଇକଥା କହୁନା ବାବୁ, ତମେ ଇଂଲିଶ କହିଲେ ମୁଁ ବୁଝିବି କିପରି? “…

ମନୋଜ ଦାସ

ଲେଖା: ପ୍ରଳୟ ନାୟକ “ମନୋଜ ଦାସ” ବୋଇଲେ କଣ . . ? ? ଭାରତୀୟ ଉପମହାଦେଶ’ର ଶେଷ ଏକ ସୀମାନ୍ତ’ର ଶଙ୍ଖାରୀ ବୋଲି ଅଖ୍ୟାତ ପଲ୍ଲୀ ରେ ଜନ୍ମହୋଇ ସ୍ଵୀୟ ଧୀ ଓ ଆଧ୍ୟାତ୍ମିକ ଉପଲବ୍ଧି ସହଯୋଗେ ଅନନ୍ୟ ବାଣୀବିଳାସ’ର ସୁମହାନ ରୂପକାର . . ! ! ! ନିଜ ଶବ୍ଦର ଯାଦୁରେ…

କବିସମ୍ରାଟ

ଲେଖା: ଦେଵ ତ୍ରିପାଠୀ ~ କବିସମ୍ରାଟ ପଦବୀ ~ ଦୀର୍ଘଦିନ ଧରି ଓଡ଼ିଶାର ସାହିତ୍ୟିକ ଓ ସାଂସ୍କୃତିକ ଜଳବାୟୁରେ ରାଜକବି ଉପେନ୍ଦ୍ରଭଞ୍ଜଙ୍କୁ #କବିସମ୍ରାଟ ଓ #ସଙ୍ଗୀତସମ୍ରାଟ ରୂପେ ପ୍ରମାଣିତ କରା ହୋଇଆସୁଛି ! ତେବେ କବି କ’ଣ ତାଙ୍କର ଜୀବଦ୍ଦଶାରେ ଉକ୍ତ ପଦବୀ ଗଜପତି ରାଜଦରବାରରୁ ଲାଭ କରିଥିଲେ ? କିଏ ଦେଇଥିଲେ ଏଇ କବିସମ୍ରାଟ ଉପାଧି…

ଦିନବନ୍ଧୁ ଓ ଦୀନବନ୍ଧୁ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଦିନବନ୍ଧୁ ଓ ଦୀନବନ୍ଧୁ ~ ଓଡ଼ିଆ ସାହିତ୍ୟାକାଶରେ ବିଜୁଳି ଓ ଇନ୍ଦ୍ରଧନୁ କଳିର ସୁତ୍ରପାତ ହୋଇଯାଇଥାଏ । ଗୋଟିଏ ପଟେ ଇନ୍ଦ୍ରଧନୁରେ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସମର୍ଥନରେ ଲେଖା ବାହାରୁଥିଵା ବେଳେ ବିଜୁଳୀ ପକ୍ଷରୁ ଆଧୁନିକ ସାହିତ୍ୟିକ କଵିଵର ରାଧାନାଥ ରାୟଙ୍କ ସମର୍ଥନରେ ଲେଖା ପ୍ରକାଶିତ…

ଯୁଗେ ଯୁଗେ ଓଡ଼ିଶା

ସୌରଭିତ ସୃଷ୍ଟି: ଡ. ହରେକୃଷ୍ଣ ମହତାବ  ~ ଯୁଗେ ଯୁଗେ ଓଡ଼ିଶା ~ ପ୍ରତିବର୍ଷ ବୈଶାଖ ମାସ ଆରମ୍ଭରେ ପଞ୍ଜିକାର ଯେତେବେଳେ ଏହି ଦେଶର କୌଣସି ଗଜପତି ଗୌଡ଼େଶ୍ଵର କର୍ଣ୍ଣାଟୋତ୍କଳେବର୍ଗେଶ୍ଵର ବୀରାଧିବୀରବର ପ୍ରତାପୀ ରାଜାଙ୍କ ନାମରେ ପ୍ରଚଳିତ ସମ୍ବତ୍ସରର ଶୁଭାଶୁଭ ଫଳ ଶୁଣାଏ, ସେତେବେଳେ ଓଡ଼ିଶାର ଅସଂଖ୍ୟ ଅଧିବାସୀଙ୍କ ମନରେ ସେଇ ହଜି ଯାଇଥିବା ଦିନଗୁଡ଼ିକର…

ଜଳନ୍ଧର ଦେବ

~ ଜଳନ୍ଧର ଦେବ ~ ଲେଖା: ଅମୃତେଶ ଖଟୁଆ ଅକୁତୋଭୟ ସାରସ୍ଵତ ଚର୍ଚ୍ଚା, ସଂସ୍କାରଚେତନା, ବୈଜ୍ଞାନିକ ପୁରୋଦୃଷ୍ଟି ସମ୍ମିଳିତ ନିଜର ପ୍ରଜ୍ଞାଦୀପ୍ତ ଜୀବନର ଏକ ସ୍ଵତଃପ୍ରବୃତ୍ତ ଅନୁଷ୍ଠାନ ଜଳନ୍ଧର ଦେବ ସମଗ୍ର ଓଡିଆ ଜାତି ପାଇଁ ଚିରସ୍ମରଣୀୟ ।  ବାମଣ୍ଡା ଓଡିଆ ସାରସ୍ଵତ କ୍ଷେତ୍ରରେ ଏକ ପ୍ରୀତିପଦ ଉଚ୍ଚାରଣ। #ବୁଧ_ହଂସ_କେଳି_ସର ବାମଣ୍ଡା ଆଧୁନିକ ଓଡିଆ ସାହିତ୍ଯ…

ଗୋପାଳବଲ୍ଲଭ ଦାସ

ଲେଖା: ନିରଞ୍ଜନ ସାହୁ “ମୁଁ ସାତ ଆଠ ବର୍ଷର ହୋଇଥାଏ । ଧୋବଣୀ ଲୁଗା ନେଇ ଆସିଲା । ମୁଁ ତାକୁ ପଚାରିଲି — ତୁ କି ଜାତି ? ମୋର ଏତିକି କଥା ବାପା ଶୁଣିପାରିଲେ । ସଙ୍ଗେ ସଙ୍ଗେ ମୋ ପାଖକୁ ଚାଲି ଆସି କହିଲେ, “ଶାଶୁଖାଇ ! ଜାତିକଥା କାହାକୁ ପଚାରନ୍ତି…

ଦୋଳମେଳଣ

ଲେଖା: ଅମ୍ବରୀଶ ମଙ୍ଗରାଜ ସେ ବର୍ଷ ଭୀଷଣ ଖରା, ସକାଳିଆ ସ୍କୁଲ ହେଉଥାଏ ଆମର । ଦେହ ହାତ ଝାଞ୍ଜିରେ ପୋଡ଼ି ଯାଉଥାଏ, ସ୍କୁଲ ସାରି ପୋଖରୀ ଦଉଡିଛି ଗାଧେଇବା ପାଇଁ ମୁଁ । ଭାଇ ବାଟରେ ଦେଖା ହେଇ ବରାଦ ଦେଲା ନାହାକ ଘର ତୋଟାରୁ ଆମ୍ବ ଆଣିବୁ, ଆଜି ପଖାଳ ଟେ ହବ…

ଅପୂର୍ବ କିଶୋର ବୀର

ଲେଖା: ଦେଵ ତ୍ରିପାଠୀ ୧୯୭୪ ମସିହା । ମହାରାଷ୍ଟ୍ରର କେଉଁ ଏକ ମଫସଲ ଅଞ୍ଚଳରେ ଚିତ୍ରାୟିତ (ସୁଟିଂ) ହେଉଛି କଳାଧଳା କଥାଚିତ୍ରଟିଏ, ନିମ୍ନ ମଧ୍ୟବିତ୍ତ ପରିବାରର ତରୁଣୀଟିର ଜୀବନରେ ସଂଘର୍ଷ ଓ ସଂଘାତର କା‌ହାଣୀକୁ ନେଇ । ତତ୍କାଳୀନ ହିନ୍ଦି ଚଳଚ୍ଚିତ୍ର ଜଗତର ଆଗଧାଡ଼ିର ଅଭିନେତ୍ରୀ ରାଖି ଅଭ୍ୟାସଗତ ଭାବେ ମୁହଁରେ ରୂପଚର୍ଯ୍ୟାର ସମସ୍ତ ଆବଶ୍ୟକୀୟ…

ଶ୍ୟାମସୁନ୍ଦର ରାଜଗୁରୁ

~ ଶ୍ୟାମସୁନ୍ଦର ରାଜଗୁରୁ ~ ଲେଖା: ଅମୃତେଶ ଖଟୁଆ “ବିଚକ୍ଷଣ ରାଜଗୁରୁ ହେ ଶ୍ୟାମସୁନ୍ଦର, ଆଦ୍ୟ ଗ୍ରାଜୁଏଟ ତୁମ୍ଭେ ଗଞ୍ଜାମ ଜିଲ୍ଲାର। ଗଞ୍ଜାମ ବାସୀଏ ଏଣୁ ଥିଲେ ଆଶା କରି, ସର୍ବକାର୍ଯ୍ୟେ ହେବ ତୁମ୍ଭେ ଅଗ୍ରଣୀ ଏପରି।             ସେଥିରୁ ଚିହ୍ନ ସ୍ଵରୂପ ବୋଲା ଯାଇପାରେ, ସଭାପତି ହେଲ ଆଦ୍ୟ ଗଞ୍ଜାମ ସଭାରେ। ×     ×     …