ଲେଖା: ରବୀନ୍ଦ୍ର କୁମାର ରଣା
ନୟାଗଡ ଜିଲ୍ଲାର ଦର୍ଶନୀୟ ସ୍ଥାନ ମଧ୍ୟରେ ସରଣକୂଳର ଲଡ଼ୁବାବା ଓ ଓଡଗାଁର ଶ୍ରୀ ରଘୁନାଥଜୀଉ ପୀଠ ଅନ୍ୟତମ I
୧ . ଲଡ଼ୁକେଶ ମହେଶ – ଶରଣକୁଳର ମୁଖ୍ୟ ବଜ଼ାରରେ ଅବସ୍ତିତ ପବିତ୍ର ଶୈବପୀଠ ହେଇଛି ଲଡ଼ୁକେଶ ମହେଶ ମହାଦେବଙ୍କ ମନ୍ଦିର I ମୁଖ୍ୟ ମନ୍ଦିରକୁ ଛାଡ଼ି ମଧ୍ୟ ଚତୁଃପାର୍ଶରେ ଅନେକ ସୁନ୍ଦର ମନ୍ଦିର ମନ୍ଦିରର ଶୋଭା ବଢାଉଛନ୍ତି I ମନ୍ଦିର ନିକଟରେ ଏକ ମୂର୍ତ୍ତି ଅଛି ଯେଉଁଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ନବଗୁଞ୍ଜର ବେଶ ଅତ୍ୟନ୍ତ ଆକର୍ଷଣୀୟ I
୨. ରଘୁନାଥଜୀଉ ପୀଠ – ସେହିପରି ନୟାଗଡ ଜିଲ୍ଲାର ଓଡଗାଁରେ ଅବସ୍ତିତ ପ୍ରଭୁ ରଘୁନାଥ ଜୀଉଙ୍କ ପୀଠ I ଏହି ମନ୍ଦିରର ଅଗ୍ର ଭାଗରେ ତିନୋଟି ସୁନାର କଳସ ମନ୍ଦିରର ଶୋଭା ବୃଦ୍ଧି କରୁଛି I ସେହିପରି ମନ୍ଦିରର ଚତୁର୍ପାର୍ଶ୍ୱରେ ଅନେକ କୃତ୍ରିମ ପର୍ବତ ପର୍ଯ୍ୟଟକ ମାନଙ୍କ କେନ୍ଦ୍ରବିନ୍ଦୁ ପାଲଟିଛି I ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଏକ ମିଉଜିଅମ ଅବସ୍ଥିତ, ଯେଉଁଥିରେ ପ୍ରଭୁରାମଙ୍କ ସମସ୍ତ ଲୀଳା ବିଷୟରେ ଦର୍ଶା ଯାଇଛି I
ଏହି ଦୁଇଟି ଦର୍ଶନୀୟ ସ୍ଥାନ ନୟାଗଡ଼-ଭଞ୍ଜନଗର ମୁଖ୍ୟ ରାସ୍ତାରେ ଅବସ୍ତିତ I
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago