All Rights ReservedView Non-AMP Version
  • Homepage
  • ଜଣା ଅଜଣା
  • ଜଣା ଅଜଣା
ଜଣା ଅଜଣା

ରାୟଗଡ଼ା

ଲେଖା: ଶିଶିର ସାହୁ ମନୋଜ

ରାୟଗଡ଼ା ପୂର୍ଵେ ଅଵିଭକ୍ତ କୋରାପୁଟ ଜିଲ୍ଲାର ଏକ ସଵଡିଵିଜନ୍ ଥିଲା । ଏହା ନାଗାଵଳୀ ଓ ଝଞ୍ଜାଵତୀ ନଦୀକୂଳରେ ଅଵସ୍ଥିତ ଓଡ଼ିଶାର ଅନ୍ଯତମ ଶିଳ୍ପନଗରୀ । ୧୫୧୬ ବେଳକୁ ଏହା ନଵରଙ୍ଗପୁର ରାଜ୍ଯର ରାଜଧାନୀ ଭାଵରେ ସ୍ଥାପିତ ହୋଇଥିଲା ।

ରାୟଗଡ଼ା ନଗରର ନାମକରଣ ପଛରେ ଏକ କିମ୍ବଦନ୍ତୀ ରହିଛି ।


ଜନଶ୍ରୁତି କହେ, ଆଦ୍ୟରେ ‘ରାୟ ଜାନି’ ନାମକ ଜଣେ କନ୍ଧଶାସକ ମୁଖିଆ ଭାଵରେ ଏହି ଅଞ୍ଚଳରେ ଶାସନ କରୁଥିଲେ । ନନ୍ଦପୁରର ରାଜା ଯୁଦ୍ଧରେ ରାୟ ଜାନିକୁ ପରାସ୍ତ କରି ଏ ଅଞ୍ଚଳ ନିଜ ଅଧୀନକୁ ଆଣିଥିଲେ ହେଁ ସେ ରାୟ ଜାନି ଦ୍ଵାରା ଵାରମ୍ଵାର ଲୁଚାଛପାରେ ଆକ୍ରାନ୍ତ ହୋଇ ବହୁ ଧନଜୀଵନ କ୍ଷୟର ସମ୍ମୁଖୀନ ହୋଇଥିଲେ । ତେଣୁ ସେ ରାୟ ଜାନି ସହ ମିତ୍ରତା କରିଵାକୁ ଵାଧ୍ୟ ହେଲେ ଏଵଂ ତାଙ୍କ ଆଦେଶରେ ଏ ଅଞ୍ଚଳର ନାମକରଣ ରାୟଗଡ଼ା ରଖାଗଲା ।ଏହାର ପ୍ରମାଣ ସ୍ବରୂପ ରାୟଗଡ଼ା ନଗରର ଗଡ଼ ମଧ୍ୟରେ ରାୟ ଜାନିଙ୍କ ସ୍ମୃତିରେ ଆଜି ବି ରହିଛି ‘ଜାନିପଥର’ । କେହି କେହି ମାନନ୍ତି ଯେ ରାୟଗଡ଼ା ନଗରର ଇଷ୍ଟଦେବୀ ମଝିଘରିଆଣୀ ହେଉଛନ୍ତି ସେହି ‘ରାୟ ଜାନି’ଙ୍କ କୁଳଦେଵୀ । କେତେକ ଅଞ୍ଚଳର କିମ୍ବଦନ୍ତୀରେ ରାୟ ଜାନୀଙ୍କୁ ପରାଜିତ ହୋଇଥିଵାର ବି ବର୍ଣ୍ଣନା କରାଯାଇଛି ।

ଏ ଵିଷୟରେ ରାୟଗଡ଼ା ଗେଜେଟର୍ ରେ ଉଲ୍ଲେଖ ରହିଥିଵା ତଥ୍ୟ ଏଠାରେ ଉଦ୍ଧାର କରାଗଲା:
” +++   +++   +++
Legend says that one Ray Jani was the traditional chieftain. The ruler of Nandapur  failed to subdue Ray Jani even though the  latter was defeated in open war. Finally  the ruler of Nandapur and Ray Jani entered into an agreement after which a fort was  built which was known as Rayagada. There is a stone described as “Jani Pathar‟, believed to have been inside the fort, which is worshiped till date by the tribal in reverence of Ray Jani. There is another story by which it is believed that after surrender in war with the ruler of Nandapur, Ray Jani invoked his last wish to be killed inside the fort as a symbol of supreme sacrifice for the welfare of his kingdom. Even today, the Paikas are believed to be the descendants of Ray Jani who continue  to live in Biriguda, the supposed entrance to the  fort. They are also the traditional  worshipers of Goddess Majhi Ghariani, believed to be the family deity of Ray Jani  who is also worshiped as the presiding deity  of Rayagada town.”© ଶିଶିର ସାହୁ ମନୋଜ
View Share Email Follow Tweet
admin

Next ମୁକାଵିଲା »
Previous « ଠିକ୍ ଓ ଠିକ
Leave a Comment
Share
Published by
admin
Tags: ନାଗାଵଳୀରାୟଗଡ଼ା
4 years ago

    Related Post

  • Dhyanchand at Barabati
  • କାଇ
  • ବନ୍ଦେ ଉତ୍କଳ ଜନନୀ

Recent Posts

  • ଆମ କଥା

ବୃନ୍ଦାବତୀ

~ ବୃନ୍ଦାବତୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ ହିନ୍ଦୁ ପୁରାଣରେ ବୃନ୍ଦାବତୀ ବା ତୁଳସୀଙ୍କୁ ଦେବୀ ମାନ୍ୟତା ଦିଆଯାଇଛି।…

4 months ago
  • ଆମ ଖାଦ୍ୟ

ପଖାଳ

~ ପଖାଳ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆଙ୍କ ଆରାଧ୍ୟ ବଡ଼ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ।…

4 months ago
  • ଆମ ଖାଦ୍ୟ

ହଳଦୀ

~ ହଳଦୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ କାମଚୋର ହୋଇ ଆମେ ଭୁଲିଗଲେଣି ଏହାର ସୁଗନ୍ଧ। ହଳଦୀ ଗୁରୁଗୁରୁ…

4 months ago
  • ଭାଷା ଓ ସାହିତ୍ୟ

ମାତୃଭାଷା

~ ମାତୃଭାଷା ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେ ମାଆକୁ ଚିହ୍ନି ନାହିଁ ଯେ ଗାଁ କୁ ଚିହ୍ନି…

4 months ago
  • ପର୍ଯ୍ୟଟନ କ୍ଷେତ୍ର

ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର

~ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ~ ଲେଖା: ତ୍ରିଲୋଚନ ସ୍ୱାଇଁ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ…

4 months ago
  • ପର୍ଯ୍ୟଟନ କ୍ଷେତ୍ର

ରଘୁନାଥ ମଠ

~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ…

4 months ago
All Rights ReservedView Non-AMP Version
  • L