ଉପସ୍ଥାପନା: ବିଷ୍ଣୁମୋହନ ଅଧିକାରୀ
ଓଡ଼ିଶାରେ ଶାକ୍ତ, ଶୈବ ଓ ବୈଷ୍ଣବ ପର୍ବଭଳି ସୌର ଉପାସନା ମଧ୍ୟ ଭାରି ଆଦୃତ। ପୌଷ ରବିବାର, ଶାମ୍ବ ଦଶମୀ, ତିଳ ସପ୍ତମୀ, ରବିନାରାୟଣ ଏକାଦଶୀ ଭଳି ଅନେକ ପର୍ବ ଏହାର ପରିଚୟ ଦିଏ।
ଯେଉଁ ଦିନ ଶୁକ୍ଳ ପକ୍ଷ ଏକାଦଶୀ ରବିବାରରେ ପଡିଥାଏ। ସେହି ଦିନ ରବିନାରାୟଣ ଏକାଦଶୀ ବ୍ରତ ପାଳନ ହୋଇଥାଏ ।ଏହି ବ୍ରତ ପୁରୁଷୋତ୍ତମ ମାସରେ ପଡିଲେ ଅପୂର୍ବ ଯୋଗ ମନେ କରାଯାଏ।
ଏହି ରବିନାରାୟଣ ଏକାଦଶୀ ଦିନ ଗଞ୍ଜାମ ଜିଲ୍ଲା ବୁଗୁଡାର ଶ୍ରୀବିରଞ୍ଚିନାରାୟଣଙ୍କ ଅପୂର୍ବ ବେଶଦର୍ଶନ, ଏବଂ ପ୍ରଚୀନ କଳିଙ୍ଗର ସର୍ବପୁରାତନ ସୂର୍ଯ୍ୟ ମନ୍ଦିର ଆର୍ଶବଲ୍ଲୀଠାରେ ବେଢ଼ାବୁଲା ଉତ୍ସବ ଦେଖିବାକୁ ମିଳେ।
ସାତଫୁଲ, ସାତମୁଆଁ, ସାତମଣ୍ଡା, ସାତଦୁର୍ବା ଇତ୍ୟାଦି ଘେନି ଏହି ରବିନାରାୟଣ ଏକାଦଶୀ ପୂଜା ହୁଏ। ବ୍ରତଧାରୀମାନେ ସାତଗଣ୍ଠିରେ ବ୍ରତକରି ଅର୍ଘ୍ୟ ଦେଇ ସୂର୍ଯ୍ୟ ପୂଜା କରନ୍ତି।
~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…