Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ

Physical Address

ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ନିର୍ଵନ୍ଧ

  • adminadmin
  • November 14, 2020
  • ଭାଷା ଓ ସାହିତ୍ୟ

ଲେଖା: ଶିଶିର ସାହୁ ମନୋଜ

ଓଡ଼ିଆରେ​ Marriage Engagement କୁ ନିର୍ଵନ୍ଧ କୁହନ୍ତି କିନ୍ତୁ ଏହି ଶବ୍ଦର କେବଳ ଗୋଟିଏ ନୁହେଁ ଅନେକ ଅର୍ଥ ଅଛି । ଚାଲନ୍ତୁ ନିର୍ଵନ୍ଧ ଶବ୍ଦର ସମସ୍ତ ଅର୍ଥ ଆଧାରରେ Marriage Engagement  ଅର୍ଥକୁ ପ୍ରକୃଷ୍ଟ ଭାବେ ଏ ଶବ୍ଦ କେମିତି ପ୍ରକାଶ କରିଥାଏ ତାହା ଜାଣିଵା ।

ନିର୍ଵନ୍ଧ ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ରହିଛି,

? ଆଗ୍ରହ, ବ୍ୟଗ୍ରତା
?ଜଣେ ମଣିଷ ନିର୍ବନ୍ଧ କଲା ଅର୍ଥ ତା’ର ବିବାହ ଇଛା ଅଛି । ଵିଵାହ ଇଛା ନଥାଇ ଅଵଶ୍ଯ କିଛି ଲୋକ ଆଗକାଳରେ ବାହା ହେଉଥିଲେ କିନ୍ତୁ ସେଇ ଧରଣର ଵିରଳି ଜୀଵ ଅଧୁନା ପ୍ରାୟତଃ  ଵିଲୁପ୍ତ ହେଲେଣି !

? ଅତିଶୟ ଅନୁରୋଧ
?ଵର (ଆଜିକାଲି କନ୍ଯା ବି) ନିର୍ଵନ୍ଧ ପାଇଁ କନ୍ୟା ତଥା ତା’ ପରିବାରକୁ ଅନୁରୋଧ କରୁଅଛି ! (ଆକୁ କହିଲେ ହେଵ ଅମକେଇକୁ ବାହା ମଡଉଛି)

? ଅଭିନିବେଶ
?ସେ ନିର୍ବନ୍ଧ ହୋଇଥିଵା କନ୍ୟା ପ୍ରତି ହିଁ ଅଭିନିଵେଶ କରିଵ ଅର୍ଥାତ୍ ମନୋଯୋଗ/ଧ୍ୟାନ ଦେଵ । ଏଣେ ନିର୍ଵନ୍ଧ କରି ତେଣେ ରାଣୀ, ମୀନା, ଲିଲି ପଛରେ ବାଇ ହେଲେ ଚଳିଵ ନାହିଁ ଟି;

? ଜିଦ
?ନିର୍ଵନ୍ଧ ହୋଇଥିଵା ଵ୍ଯକ୍ତି ଵିଵାହ ପାଇଁ ଜିଦ କରି ହିଁ ତ କଟିବାକୁ ଯାଉଥିଵା ବୋଦାଟିଏ ନା;

?ଖାମଖିଆଲ
?ନିର୍ବନ୍ଧ ପରେ ଭାବିପତ୍ନୀଙ୍କ ସହ ଫୋନରେ ଯେତେ କଥା ହେଲେ ଚଳିବ, ତାହାର ନେସନାଲ୍ ପରମିଟ୍ ମିଳିଯାଏ ! ହଁ ପୁଣି ଖାମଖିଆଲ ଭଳି ତୁମେ ଫୋନରେ ତୁମ ଭଵିଷ୍ୟତ ପତ୍ନୀଙ୍କୁ ଚୁମା ଦେଇପାରିଵ !

? ବାଧ୍ୟ
?ତୁମେ ଥରେ ନିର୍ବନ୍ଧ କଲେ ଵାହା କରିଵାକୁ ବାଧ୍ୟ । ଏ ନିୟମ ନଗରାଞ୍ଚଳରେ ଅନେକାଂଶରେ କୋହଳ ହେଲାଣି ।

? ଦାସତ୍ବ
?ସିଧାକଥା ନିର୍ଵନ୍ଧ କରିଥିଵା ଵ୍ଯକ୍ତିର ଦାସତ୍ୱ ଜୀବନ ଆରମ୍ଭ ହେଲା । 

? କାରାବନ୍ଧନ
?ନିର୍ଵନ୍ଧ ପରେ ପ୍ରକୃତରେ ଵ୍ଯକ୍ତିର କଏଦୀ ଜୀଵନ ଆରମ୍ଭ ହୁଏ !

? ନିଶ୍ଚୟ
?ଯେତେଵେଳେ ଜଣେ ବୁଦ୍ଧି ଥାଉଁ ଥାଉଁ ଦାସ ହେଵାକୁ ,କଏଦୀ ହେଵାକୁ ନିଶ୍ଚୟ କରିନିଏ ସେ ନିର୍ଵନ୍ଧ କରିନିଏ !

? ଅଟକ
?ଥରେ ନିର୍ଵନ୍ଧ ହେଲେ ଜଣେ ଵ୍ଯକ୍ତି ସବୁଦିନ ପାଇଁ ଅନ୍ଯ ପାଖରେ ଅଟକ ରହିଯାଏ !

? ବନ୍ଧନ
?ଆଉ ଵ୍ଯକ୍ତି ଏଇଥିପାଇଁ ଆଜୀଵନ ଜଣକ ପାଖରେ ଅଟକ ରହେ କାରଣ ସେ ନିର୍ବନ୍ଧ କରି ବନ୍ଧନଯୁକ୍ତ ହୋଇଯାଏ ।

ହିନ୍ଦୀରେ रोका, सगाई, मंगनी ଭଳି ଶବ୍ଦ ଅଛି କିନ୍ତୁ ଆମ ପୂର୍ବପୁରୁଷ ମାନେ ନିର୍ବନ୍ଧ ଶବ୍ଦର ଏତାଦୃଶ ଲକ୍ଷଣ ଓ ଅର୍ଥ ଯୋଗୁଁ ଏଙ୍ଗେଜମେଣ୍ଟ୍ ଅର୍ଥରେ ନିର୍ବନ୍ଧ ଶବ୍ଦର ପ୍ରଚଳନ କରାଇଥିଲେ !

ଆମ ଗଞ୍ଜାମରେ ନିର୍ଵନ୍ଧକୁ ଗଣ୍ଠିବନ୍ଧା କୁହନ୍ତି ଏହାର ଅର୍ଥ ସ୍ପଷ୍ଟ ଯେ ଉଭୟଙ୍କର ଭାଗ୍ଯଡୋରୀରେ ଜୀଵନଡୋରୀରେ ଗଣ୍ଠିବନ୍ଧା ହୋଇଗଲା । ଆମ ଗଡ଼ଜାତର ରାଜପରିଵାର ମଧ୍ୟରେ ହେଉଥିଵା ଵିଵାହ ପ୍ରସଙ୍ଗରେ ରାଜାଙ୍କ ଘରେ କନ୍ୟା ପକ୍ଷର ମୁରବି ବର ଘରକୁ ଯାଇ କରିଵା ସ୍ବୀକାର ଵା ନିର୍ବନ୍ଧ ଵିଧିକୁ ଟିକାଲାଗି କୁହାଯାଉଥିଲା ।

ସେଇଭଳି ଇଂରାଜୀରେ Engagement ଶବ୍ଦଟି ଅନ୍ୟ ଏକ ଅର୍ଥରେ ମଧ୍ଯ ଵ୍ଯଵହୃତ ହୁଏ, “A fight or battle between armed forces” ମାନେ ଦୁଇଟି ସେନା, ଶକ୍ତି ମଧ୍ୟରେ ଯୁଦ୍ଧ ଲାଗିଵା !

ନିର୍ଵନ୍ଧ ହୋଇଗଲା ଅର୍ଥ ବୁଝିଵାକୁ ହେଵ ଯେ ଆପଣ ପାରିଵାରିକ ଯୁଦ୍ଧକ୍ଷେତ୍ରରେ ଜଣେ ଯୋଦ୍ଧା ହୋଇଯାଇଛନ୍ତି ଆଉ ଆପଣଙ୍କ ପ୍ରତିପକ୍ଷ ସର୍ଵଦା ଶକ୍ତିଶାଳୀ ହିଁ ଅଟନ୍ତି ।

© ଶିଶିର ସାହୁ ମନୋଜ

Spread the love

Leave a ReplyCancel Reply

Your email address will not be published. Required fields are marked *

Trending now

ଫୁଟାଡଙ୍ଗାର ନାଉରୀ
ନୀଳମଣି ବିଦ୍ୟାରତ୍ନ
ରାଣୀ ଶୁକଦେଇ 
ଏ ଜାତି ଗାଲମାଧବ (Part 1)

Popular Posts

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

August 23, 2025

ଓଡ଼ିଆ ଅସ୍ମିତାର ମହାପର୍ବ

August 23, 2025

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

August 23, 2025

About Us

  • About Organization
  • Our Pillars​
  • Driven By Purpose​

Contact Info

  • Address: Sai Samarpanam, Satya Vihar, Bhubaneswar
  • Phone: +91 9437131981
  • Email: antarangakalinga@gmail.com
  • Website: www.antarangakalinga.org

Copyright © 2025 | Crafted with ❤️ by Djonic Technologies

Disclaimer