ଯାଜପୁର ନଗରରେ ବିରଜା କ୍ଷେତ୍ର ଠାରୁ ମାତ୍ର ୩କି.ମି. ଦୂରରେ ତ୍ରିଲୋଚନେଶ୍ୱର ମନ୍ଦିର ଅବସ୍ଥିତ । ଏହି ଶୈବପୀଠଟି ପ୍ରାୟତଃ ଦଶମ ଶତାବ୍ଦୀର । ତ୍ରିଲୋଚନେଶ୍ୱର ମନ୍ଦିର ଅତ୍ୟନ୍ତ ମନୋମୁଗ୍ଧକର କାରୁକାର୍ଯ୍ୟ ସମ୍ପନ୍ନ । ଏହି ମନ୍ଦିର ଭାରତୀୟ ପ୍ରତ୍ନତ୍ତତ୍ୱ ସର୍ବେକ୍ଷଣ ଅଧୀନରେ ରହିଛି ।
~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
View Comments