ଲେଖା: ରବୀନ୍ଦ୍ର କୁମାର ରଣା

ଓଡ଼ିଶାର ଅନେକ ଐତିହାସିକ ଗ୍ରାମ ମଧ୍ୟରେ ନୟାଗଡ ଜିଲ୍ଲାର କୁରାଳ ଗ୍ରାମ ଅନ୍ୟତମ । ଏହି ଗ୍ରାମରେ ପ୍ରାୟତଃ ଦୁଇରୁ ତିନୋଟି ୨୦୦ ବର୍ଷର ପୁରୁଣା ମନ୍ଦିର ଅବସ୍ଥିତ । ସେଥିମଧ୍ୟରୁ ଜଗନ୍ନାଥ ମନ୍ଦିର ଓ ଶ୍ରୀ ଚୈତନ୍ୟ ମନ୍ଦିର ଅନ୍ୟତମ ।



ଚୈତନ୍ୟ ମନ୍ଦିରର କାନ୍ଥରେ ଅନେକ ଆକର୍ଷଣୀୟ ଶିଳାଲିପି ଦୃଶ୍ୟମାନ । ଏହା ସହ ଚୈତନ୍ୟ ମନ୍ଦିରର ମୁଖ୍ୟଦ୍ୱାରରେ କାଠରେ ପ୍ରସ୍ତୁତ କବାଟ ଓ ଦ୍ୱାରବନ୍ଧ ମନଲୋଭା ।



ଓଡଗାଁ-ଭଞ୍ଜନଗର ମୁଖ୍ୟ ରାସ୍ତାରୁ ମାତ୍ର ୫କି.ମି. ଦୂରରେ ଏଇ ଐତିହାସିକ କୁରାଳ ଗ୍ରାମ ଅବସ୍ଥିତ । 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

18 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago