ଉତ୍କଳ ଦୀପିକା ପ୍ରଥମେ ୦୪/୦୮/୧୮୬୬ ମସିହାରେ କଟକ ପ୍ରିଣ୍ଟିଂ କୁମ୍ପାନୀଙ୍କ ଯନ୍ତ୍ରାଳୟରୁ ଆତ୍ମପ୍ରକାଶ କରିଥିଲା । ଏହା ଥିଲା ଓଡ଼ିଶାରେ ଜନଜାଗରଣର ବାର୍ତ୍ତାବହ ଓ ଓଡ଼ିଶାର ପ୍ରଥମ ସାପ୍ତାହିକ ସମ୍ବାଦପତ୍ର । ସବୁ କ୍ଷେତ୍ରରେ ସମ୍ବାଦମାନ ପରିବେଷଣ କରିବା ପାଇଁ ଉତ୍କଳପ୍ରାଣ ଗୌରୀଶଙ୍କର ରାୟଙ୍କ ଚେଷ୍ଟା ଦ୍ଵାରା ଏହି ସମ୍ବାଦପତ୍ର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା ସେ ସମୟରେ । ଶିକ୍ଷା, ରାଜନୀତି, ସଂସ୍କୃତି, ଓଡ଼ିଆ ସାହିତ୍ୟର କଥା, ଓଡ଼ିଆଙ୍କ ରୀତିନୀତି, ଦେଶର ବିଭିନ୍ନ ଖବର, ଓଡ଼ିଶାର ଐତିହ୍ୟ ଦାବି ଇତ୍ୟାଦି ସ୍ଥାନିତ ହେଉଥିଲା ଏହି ସାପ୍ତାହିକ ସମ୍ବାଦପତ୍ରରେ । ସାଂସ୍କୃତିକ ଜୀବନ ସମ୍ବନ୍ଧୀୟ ଦୀର୍ଘ କବିତା ମାନ ଏହାର ପୃଷ୍ଠା ମଣ୍ଡନ କରିଥିଲା ସେ ସମୟରେ ।
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…