Physical Address
Sai Samarpanam, Satya Vihar, Bhubaneswar

ଲେଖା: ରବୀନ୍ଦ୍ର କୁମାର ରଣା
ଓଡ଼ିଶାର ଅନେକ ଐତିହାସିକ ଗ୍ରାମ ମଧ୍ୟରେ ନୟାଗଡ ଜିଲ୍ଲାର କୁରାଳ ଗ୍ରାମ ଅନ୍ୟତମ । ଏହି ଗ୍ରାମରେ ପ୍ରାୟତଃ ଦୁଇରୁ ତିନୋଟି ୨୦୦ ବର୍ଷର ପୁରୁଣା ମନ୍ଦିର ଅବସ୍ଥିତ । ସେଥିମଧ୍ୟରୁ ଜଗନ୍ନାଥ ମନ୍ଦିର ଓ ଶ୍ରୀ ଚୈତନ୍ୟ ମନ୍ଦିର ଅନ୍ୟତମ ।




ଚୈତନ୍ୟ ମନ୍ଦିରର କାନ୍ଥରେ ଅନେକ ଆକର୍ଷଣୀୟ ଶିଳାଲିପି ଦୃଶ୍ୟମାନ । ଏହା ସହ ଚୈତନ୍ୟ ମନ୍ଦିରର ମୁଖ୍ୟଦ୍ୱାରରେ କାଠରେ ପ୍ରସ୍ତୁତ କବାଟ ଓ ଦ୍ୱାରବନ୍ଧ ମନଲୋଭା ।




ଓଡଗାଁ-ଭଞ୍ଜନଗର ମୁଖ୍ୟ ରାସ୍ତାରୁ ମାତ୍ର ୫କି.ମି. ଦୂରରେ ଏଇ ଐତିହାସିକ କୁରାଳ ଗ୍ରାମ ଅବସ୍ଥିତ ।