By: Srikanta Singh A 10th Century Monument – Tarakeswar Temple, Ganeswarpur, Govindpur, Cuttack, Odisha, India. The Tarakeswar temple is constructed on the background of Jalauka Hills and the bank of river Birupa. This temple is completely in damage condition, without proper maintenance. Archeological Survey Of India, ASI mostly focus on it.The Tarakeswar temple is dedicated to Lord Shiva, and the temple was built by Pandavas when they traveled through this place and stayed at this place in Mahabharata era but the present structure was built on the period of Somavamsi ruler.The structure of the Vimana, Jagamohana, Garvagriha and also main entrance of the temple have collapsed. In main Garvagriha the presiding deity is Shiva Linga is completely under water (ଜଳଛାୟା). We can see only the Nagas. Chaturdha Murati – Lord Balabhadra, Devi Subhadra and Lord Jagannath also present in the premises of Tarakeswar Temple. One must visit and witness this thousand years old place. ଶତାବ୍ଦୀ ପୁରାତନ ଜରାଜୀର୍ଣ୍ଣ ଐତିହାସିକ କୀର୍ତ୍ତି ତାରକେଶ୍ୱର ବା ଜନମୂଖେ ତାଡ଼େଶ୍ୱର ଶିବ ମନ୍ଦିର, ଯାହାକି କଟକ ସହରରୁ ମାତ୍ର ୩୦ କିଲୋମିଟର ଦୂରରେ ଗଣେଶ୍ୱରପୁର ଗାଁରେ ଅବସ୍ଥିତ l ଲୋକଲୋଚନରୁ ବହୁଦୂରରେ, ଶତାବ୍ଦୀ ପୁରାତନ ଏହି ମନ୍ଦିରଟି ନିଜର ଗୌରବଗାଥାକୁ ଯାହା ନିଜ ଭିତରେ ଜାବୁଡ଼ି ଧରିରଖିଛି; ନଚେତ ପ୍ରତ୍ୟେକଟି ପାଷାଣର ଅବ୍ୟକ୍ତ କରୁଣ କାହାଣୀକୁ ଯେ କେହି ବି ଅନାୟାସରେ ପଢ଼ିପାରେ lମନ୍ଦିର ନିର୍ମାଣ କାଳର ସେଇ ମୂର୍ତ୍ତିକାର ଆଜି ଆଉ ନାହାଁନ୍ତି ସତ, କିନ୍ତୁ ତାଙ୍କ ନିହାଣ ମୁନର ସେଇ କଳାକୀର୍ତ୍ତି ଆଜିବି ଦିଗବଳୟର ଅସ୍ତଗାମୀ ସୂର୍ଯ୍ୟ ପରି ଜ୍ୱାଜୁଲ୍ୟମାନ ଓ ସ୍ବର୍ଣ୍ଣାଭ l
| |
~ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ~ ଲେଖା: ତ୍ରିଲୋଚନ ସ୍ୱାଇଁ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ…
~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ…
View Comments
ଉତ୍କଳ ସଂସ୍କୃତିର ସୁନ୍ଦର ଆଲେଖ୍ୟ