Physical Address
Sai Samarpanam, Satya Vihar, Bhubaneswar

ଲେଖା: ରବୀନ୍ଦ୍ର କୁମାର ରଣା ସୋମବଂଶୀ ରାଜାମାନଙ୍କ ଦ୍ଵାରା ଅଷ୍ଟମ ଶତବ୍ଦୀରେ ନିର୍ମିତ ଏହି ପ୍ରାଚୀନ କୋଶଳେଶ୍ୱର ମନ୍ଦିର ସୋନପୁର ଜିଲ୍ଲାର ବୈଦ୍ୟନାଥଠାରେ ତେଲନଦୀ କୂଳରେ ଅବସ୍ଥିତ । ଐତିହାସିକ ମାନଙ୍କ ମତରେ ଏହି ମନ୍ଦିରର ନିର୍ମାଣ ସମୟ ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀ । ରାଜା ମହାଭବଗୁପ୍ତଙ୍କ ସମୟରେ ଏହି ମନ୍ଦିର ନିର୍ମାଣ କରାଯାଇ…

ଲେଖା: ଶିଶିର ସାହୁ ମନୋଜ ଜୟପୁର ରାଜାଙ୍କ ଚାରି ପୁତ୍ର ଜଗନ୍ନାଥ ଦର୍ଶନ ଲାଗି ପୁରୀ ଆସିଥିଲେ । ସେମାନେ ସୂର୍ଯ୍ୟବଂଶୀ ଓ ରାଣା ଠାକୁରଙ୍କ ବଂଶଧର ବୋଲି ବଡ଼ ଗର୍ବ କରୁଥିଲେ ଏବଂ ସେହି ହେତୁ ପୁରୀ ରାଜାଙ୍କୁ ଦଣ୍ଡବତ କଲେ ନାହିଁ, ତାଙ୍କୁ ତିରଷ୍କାର କରିବା ସହ ଗାଳିମନ୍ଦ କଲେ । ପୁରୀ…

ଲେଖା: ଶିଶିର ସାହୁ ମନୋଜ ଆଜି ଯେଉଁଠାରେ ସୋନପୁର ଅଛି ସେଠାରେ ଆଗେ ସହର ନଥାଇ ଗୋଟିଏ ଛୋଟ ଗାଆଁ ଥିଲା । ସେ ଗାଆଁରେ ଜଣେ ଶିବଭକ୍ତ ସାଧବ ଥିଲେ । ଦିନେ ସେ ବହୁତ ଗୁଡି଼ଏ ଲଦା ବଳଦ ଘେନି ତେଲ ନଦୀ ଆରପାରିକୁ ବେପାର କରିବାକୁ ବାହାରିଥିଲେ । ସେହି ଗାଆଁରୁ ଖଣ୍ଡେ ଦୂର…

ଲେଖା: ଶିବାଶିଷ ମହାପାତ୍ର ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦେଖାଯାଏ ଦେବୀପୂଜା । କାହିଁ କେଉଁ ଆବହମାନ କାଳରୁ ଏଠାରେ ବାସ କରୁଥିବା ଆଦିମ ଅଧିବାସୀମାନେ ନିଜର ସୁଖଦୁଃଖ, ହାରିଗୁହାରୀ ସମୟରେ କରିଥାନ୍ତି ଦେବୀ ଉପାସନା ତଥା ଦେବୀଙ୍କ ସାନ୍ନିଧ୍ୟ ଲାଭ ପାଇଁ ତଥା ଦେବୀଙ୍କୁ ଖୁସି କରିବା ପାଇଁ ଦେଇଥାନ୍ତି ନର, ପଶୁ ଅବା…

ଲେଖା: ଶିବାଶିଷ ମହାପାତ୍ର ଉତ୍କଳ ଏପରି ଏକ ପ୍ରଦେଶ ଯାହା ନିଜର କଳା, ସଂସ୍କୃତି, ପରମ୍ପରା ତଥା ସ୍ଥାପତ୍ୟ ପାଇଁ ପରିଚିତ। ଓଡ଼ିଶାର କୋଣ ଅନୁକୋଣରେ ଏପରି ଲୋକକଥା ତଥା ପରମ୍ପରା ସବୁ ଦେଖିବାକୁ ମିଳେ ଯାହାର କେବେହେଲେ ପୁନରାବୃତ୍ତି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଓଡ଼ିଶା ପ୍ରଦେଶର ଏକ ଛୋଟ…

~ ବୀରମିତ୍ରୋଦୟ ସିଂହଦେବ ~ ଲେଖା: ଅମୃତେଶ ଖଟୁଆ “ଭୂଷଣ ପ୍ରଭାରେ ଦିଗ ଦୀପ୍ତ କରି, ଯାଉଥିଲେ ସୁରେଶ୍ଵରୀ। ନିରାଜନା କଲେ କରପଲ୍ଳବରେ, ସୁବର୍ଣ୍ଣ ପ୍ରଦୀପ ଧରି।।” – ଗଙ୍ଗାଧର ମେହେର (ଉତ୍କଳଲକ୍ଷ୍ମୀ, ୧୯୧୪) ସୋନପୁର ପ୍ରଥମେ ପାଟଣାରାଜ୍ୟ ଅଧୀନରେ ଥିଲା । ୧୫୬୦ରେ ସମ୍ୱଲପୁରର ରାଜା ମଧୁକର ରାୟ ଏହାକୁ ପାଟଣାରୁ ଅଲଗା କରିଦେଲେ…

ଲେଖା: ଶିବାଶିଷ ମହାପାତ୍ର ତନ୍ତ୍ର, ମନ୍ତ୍ର ଏବଂ ମନ୍ଦିରର ସହର ସୁବର୍ଣ୍ଣପୁର । ଅତି ପୁରାତନ ତଥା ପ୍ରାଚୀନ ଲୋକକଥା ଏବଂ କିମ୍ବଦନ୍ତୀରେ ଭରପୁର ସୁବର୍ଣ୍ଣପୁର ଜିଲ୍ଲାର ଇତିହାସ । ଐତିହାସିକଙ୍କ ମତ ଅନୁସାରେ ପ୍ରାଚୀନ ସହର କଟକ ଠାରୁ ମଧ୍ୟ ପୁରାତନ ସୁବର୍ଣ୍ଣପୁର ସହରର ସଭ୍ୟତା । ପର୍ଶୁରାମଙ୍କ ଭୂମି ତଥା ପଶ୍ଚିମ ଲଙ୍କା…

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶା ନିଜର ସଂସ୍କୃତି ପରମ୍ପରା ତଥା ଐତିହ୍ୟ ପାଇଁ ସାରା ଭାରତ ବର୍ଷରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହାର କୋଣ ଅନୁକୋଣ ଇତିହାସ ସହ ସଂଶ୍ଳିଷ୍ଟ ରହିଛି । ପଶ୍ଚିମ ଓଡ଼ିଶାର ମାଳଭୂମି, ପାହାଡ଼, ଜଙ୍ଗଲ, ନଦୀ, ଝରଣା, ମନ୍ଦିର ମାନଙ୍କର ଏକ ବିଶେଷ ଆକର୍ଷଣ ରହିଛି…

ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟା ଭାବ ଥିଲା, ତାହାକୁ ସେମାନଙ୍କ ଆଗରେ ବୀରଦର୍ପରେ ବଖାଣିବା ନିମନ୍ତେ ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତାପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । କେବଳ ଦେଶଗଠନ ପାଇଁ ଯେ ତାଙ୍କର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ତାହା ନୁହେଁ, ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ . .