Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ସୌରଭିତ ସୃଷ୍ଟି: ସ୍ଵଭାବକବି ଗଙ୍ଗାଧର ମେହେର ଖ୍ରୀ.ଅ. ୧୮୯୬ ସାଲ ଜାନୁଆରୀ ପହିଲାରୁ ସମ୍ବଲପୁର ଅଞ୍ଚଳର କଚେରୀ ମାନଙ୍କରୁ ଓଡ଼ିଆ ଭାଷାର ଉଛେଦ କରାଯାଇ ହିନ୍ଦୀ ଭାଷା ପ୍ରଚଳନ କରାଯାଇଥିଲେ ମଧ୍ୟ ଏହି ସମ୍ବାଦ ତା’ର ବହୁପୂର୍ବରୁ ସାଧାରଣରେ ପ୍ରଚାରିତ ହୋଇ ଘୋର ଅସନ୍ତୋଷ ସଷ୍ଟି କରିଥିଲେ। ‘ଉତ୍କଳ ଦୀପିକା‘ ଓ ‘ସମ୍ବଲପୁର ହିତୈଷିଣୀ‘ ପତ୍ରିକାଦ୍ଵୟ…
ରାଜପ୍ରବୀର, ନବ ଉତ୍କଳରେ ଅଗ୍ରଗଣ୍ୟ ହେବାରେ ସୁରଭାରତୀ ସମୁପାସକ ହେଉଛନ୍ତି ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବ। ଅନ୍ଧାରୀ ଶାସକମାନଙ୍କ ଗଡଜାତ ରାଜ୍ୟମାନଙ୍କ ମଧ୍ୟରେ କବଳିତ ଓ ଅତ୍ୟାଚାରିତ ପ୍ରଜାମାନେ ନିର୍ଯ୍ୟାତନା ସହୁଥିଲେ, ତତ୍କାଳୀନ ରାଜ୍ୟ ବାମଣ୍ଡା ରାଜା ସୁଢଳଦେବ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ, ଯେଉଁ ବିକାଶ ଘଟାଇଲେ, ତାହା ସେ ସମୟରେ ବିରଳ ନିଦର୍ଶନ . .
ଲେଖା: ଅମ୍ରିତେଶ ଖଟୁଆ “ଅଜ୍ଞ ସାଧାରଣ ନିନ୍ଦାକୁ ନ ଡ଼ରି, ପାଆନ୍ତୁ ସଂସ୍କାର କରି ସତ୍ବର, କେହି ମୂଢ଼ମତି କଲେ ହେଁ ଆପତ୍ତି ଅବଶ୍ୟ ସହାୟ ହେବେ ଈଶ୍ୱର।” ମୁକ୍ତିମଣ୍ଡପ ବିରୋଧରେ ଅନ୍ଧପରାଏ ସକଳେ ଯେତେବେଳେ ଥାଆନ୍ତି ତୂଷ୍ଣୀଭୂତ, ଏକା ସେତେବେଳେ ଏହି ‘ନିବେଦନ’ ସ୍ଵରରେ ଛଳନାକ୍ତ ରକ୍ଷଣଶୀଳତାକୁ ବିରୋଧ କରିଥିଲେ ଏହି ମହାମହିମ! ପୁରୀରେ…
ଲେଖା: ଅମ୍ରିତେଶ ଖଟୁଆ ୧୮୬୬ ମସିହାର କରାଳ ଦୁର୍ଭିକ୍ଷ ପରେ ଓଡିଶାରେ ଆରମ୍ଭ ହୁଏ ଆଧୁନିକ ଶିକ୍ଷାର ଦ୍ରୁତ ପ୍ରସାର ଏବଂ ସକ୍ରିୟ ଶିକ୍ଷିତ ମୁଷ୍ଟିମେୟମାନେ ଏକ ପ୍ରକାରର ସାମାଜିକ ଓ ସାଂସ୍କୃତିକ ନବୋନ୍ମଷର ଅଭ୍ୟୁଦୟ କରାଇଲେ। ବ୍ରାହ୍ମଧର୍ମର ପ୍ରସାର, ୧୮୯୦ ମସିହା ବେଳକୁ ‘ଉତ୍କଳ ଦୀପିକା‘, ‘ସମ୍ବାଦବାହିକା’, ‘ସମ୍ବଲପୁର ହିତୈଷିଣୀ‘ ଭଳି ଏକାଧିକ ସାପ୍ତାହିକୀ…
ଲେଖା: ଅମ୍ରିତେଶ ଖଟୁଆ ବାମଣ୍ଡାଧିପ ବାସୁଦେବ ସୁଢଳଦେବ! ସେତେବେଳେ ତାଙ୍କର ଶାସନ କାଳ ଥିଲା ଉଜ୍ଜୟିନୀର ବିକ୍ରମାଦିତ୍ୟଙ୍କ ପରି ସ୍ଵର୍ଣ୍ଣିମ ଓ ଚିରନ୍ତନ ସ୍ମରଣୀୟ! ସାହିତ୍ଯ ଆଲୋଚନା ସହ ରାଜ୍ଯରେ ପ୍ରଭୂତ ସମୁନ୍ନତି ଫଳେ ପ୍ରଧାନପାଟ ଜଳପ୍ରପାତଠାରୁ ନେଇ ବିବିଧ ସ୍ଥଳରେ ବୈଦ୍ୟୁତିକ ଶକ୍ତିର ପରିଚାଳନାର ଶୁଭଲଗ୍ନ ହେଲା! ଓଡ଼ିଆ ଇତିହାସରେ ତାହା ଥିଲା ଅନ୍ୟତମ…
ଲେଖା: ନିରଞ୍ଜନ ସାହୁ ବିଦ୍ୟା ଓ ସଂସ୍କୃତି ସଚେତନ ବାମଣ୍ଡା ରାଜ୍ୟରେ ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଜନ୍ମ ନେଇଥିଲେ ଓଡ଼ିଆ ସାହିତ୍ୟର ଏକ ବିସ୍ମୟ ପ୍ରତିଭା।ସାର୍ ବାସୁଦେବ ସୁଢଳଦେବ କର୍ତ୍ତୃକ ବାମଣ୍ଡାରେ ସମ୍ଭୂତ ନବ-ଜାଗରଣର ନୂତନ ଚିନ୍ତା ଓ ଚେତନାର ପୁଷ୍ପିତ ଉଦ୍ୟାନର ମହୀୟାନ ଫଳ ‘ଜଳନ୍ଧର ଦେବ’ । ଜଳନ୍ଧର ସ୍ରଷ୍ଟା ମାନସ ବାମଣ୍ଡାରେ…
ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟା ଭାବ ଥିଲା, ତାହାକୁ ସେମାନଙ୍କ ଆଗରେ ବୀରଦର୍ପରେ ବଖାଣିବା ନିମନ୍ତେ ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତାପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । କେବଳ ଦେଶଗଠନ ପାଇଁ ଯେ ତାଙ୍କର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ତାହା ନୁହେଁ, ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ . .