Tag ସନ୍ଥକବି

ଦୀନକୃଷ୍ଣ ଦାସ

ଲେଖା: ନିରଞ୍ଜନ ସାହୁ ରୀତିଯୁଗର ଅନ୍ୟତମ ପ୍ରତିଭା ସନ୍ଥକବି ଦୀନକୃଷ୍ଣ ଦାସ ! “କୃପାସିନ୍ଧୁ ବଦନ କରି ଅବଲୋକନ, କେଉଁ କରମହୀନ ଜନ, କାକୁସ୍ତଭର ହୋଇ କର ଯୋଡ଼ି ଜଣାଇଁ ଗରୁଡ଼ ସ୍ତମ୍ଭ ସନ୍ନିଧାନ ହେ ମହାପ୍ରଭୁ ! କୃପା ସରିତ ପତି ହୋଇ କର୍ମହୀନ ଜନର ତହିଁ, କରୁଣା କଲ ନାହିଁ କିମ୍ପା ହେ…

ସ୍ତୁତି ଚିନ୍ତାମଣି 

ଉପସ୍ଥାପନା: ସୁକାନ୍ତି ସାହୁ ସନ୍ଥକବି ଭୀମଭୋଇଙ୍କ ‘ସ୍ତୁତି ଚିନ୍ତାମଣି’ ଓଡ଼ିଆ ସାହିତ୍ୟରେ ଏକ ଅନବଦ୍ୟ ସୃଷ୍ଟି। ଈଶ୍ୱର ବିଶ୍ବାସୀ, ଶୂନ୍ୟ ସିଦ୍ଧାନ୍ତ ତଥା ମହିମା ଧର୍ମର ପ୍ରାଣପ୍ରତିଷ୍ଠାତା ଭୀମଭୋଇଙ୍କ ଭକ୍ତିରସାତ୍ମକ ଭଜନ, ଜଣାଣ ଗୁଡ଼ିକ ଯେତିକି ଭାବପୂର୍ଣ୍ଣ ସେତିକି ଦାର୍ଶନିକ ଚିନ୍ତା ଓ ଚେତନାର ପରିପ୍ରକାଶ। ଈଶ୍ବରଙ୍କ ପାଦପଦ୍ମରେ ନିଜକୁ ସମର୍ପିତ କରି ସେ ଉଦ୍ଦାମ…

ଭୀମଭୋଇଙ୍କ ସମାଧୀପୀଠ

ଲେଖା: ଶିବାଶିଷ ମହାପାତ୍ର “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ ।” ଏପରି କାଳଜୟୀ ଗୀତ ରଚନା କରି ଆଜି ଅମର ହୋଇଯାଇଛନ୍ତି ସନ୍ଥକବି ଭୀମଭୋଇ । କଳାସଂସ୍କୃତି ପରମ୍ପରାରେ ପରିପୂର୍ଣ୍ଣ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲିର ଶୋଭା ମଣ୍ଡନ କରୁଅଛି ସନ୍ଥକବି…

ମହିମା ଧର୍ମ

ଉପସ୍ଥାପନା: ଅମ୍ରିତେଶ ଖଟୁଆ “ସତ୍ୟରେ ମରିବି ସତ୍ୟରେ ତରିବି, ଏହି ଆଜ୍ଞା ମତେ ହେଉ। କହେ ଭୀମଭୋଇ ଏ ମର୍ତ୍ତ୍ୟମଣ୍ଡଳେ, ଯଶ ଅପଯଶ ରହୁ।।” ( ସ୍ତୁତି ଚିନ୍ତାମଣି, ସନ୍ଥକବି ଭୀମଭୋଇ ) “ଜଗତ ଭଗତ ଜନ ଆସ ଲୋଡ଼ିବା ପ୍ରଭୁଙ୍କୁ ଶ୍ରୀପୁରୁଷୋତ୍ତମେ ଜାଣ, ଥିଲେ ଯେଉଁ ନାରାୟଣ ସେ ପ୍ରଭୁ କାହିଁ ରହିଲେ ତେଜିଲେ…