Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ତ୍ରିଲୋଚନ ସ୍ୱାଇଁ ~ ଦକ୍ଷିଣକାଳୀ ମନ୍ଦିର ଓ ଦୁର୍ଗାମାଧବ ମନ୍ଦିର ~ ଗ୍ରାମ ବୀରଗୋବିନ୍ଦପୁର ଶାସନ, ସତ୍ୟବାଦୀ, ଜିଲ୍ଲା ପୁରୀ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ…
ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀଗୋପୀନାଥ ମନ୍ଦିର ~ ଓଡ଼ିଶାରେ ଗଙ୍ଗବଂଶୀ ଶାସକଙ୍କ ଶାସନ ସମୟକୁ ସୁବର୍ଣ୍ଣଯୁଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ l ଗଙ୍ଗବଂଶୀ ଶାସନ ସମୟରେ ଓଡ଼ିଶାରେ ବା ତତ୍କାଳୀନ ଉତ୍କଳ ପ୍ରଦେଶରେ ବୈଷ୍ଣବୀୟ ଧର୍ମଧାରା ତଥା ସଂସ୍କୃତିର ପ୍ରଚାର ଓ ପ୍ରସାର ଚରମ ଶିଖରରେ ପହଞ୍ଚି ପାରିଥିଲା l ସମୟକ୍ରମେ…
ଲେଖା: ସିଂହାରୀ ଆଲୋକ ଖୁଣ୍ଟିଆ ~ ସ୍ମୃତିରେ ପଣ୍ଡିତ ଗୋପବନ୍ଧୁ ଦାସ ~ “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାନ୍ତୁ ପିଠିରେ, ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଢ଼ ପୁରୁ ତହିଁ ପଡି ମୋ ମାଂସ ହାଡ଼ !” (ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ) ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ…
ଲେଖା: ଦେଵ ତ୍ରିପାଠୀ “ଭଲ କରି ନାଆ ବୁହାରେ ନାଉରୀ ଝିଅକୁ ମାଡ଼ୁଛି ଡ଼ର, ଏତେ କାଳେ ଜାଇ ନାଆରେ ବସୁଛି ଯିବ ବୋଲି ଶାଶୁଘର II” ଆଦ୍ୟ କୈଶୋର ସମୟକୁ ଫେରାଇ ନେଉଥିବା ଏପରି ମରମଛୁଆଁ ପଦାବଳୀ ତଥା ଓଡ଼ିଆ ସାହିତ୍ୟର ପ୍ରଥମ କ୍ଲାସିକ ସ୍ତରୀୟ ଗାଥାକବିତା “କାଳିଜାଇ”ର ରଚୟିତା, ସତ୍ୟବାଦୀ ବକୁଳ ବନର…
ଆନନ୍ଦ ଦାଶ ଓ ହାରାଦେବୀଙ୍କ କୋଳମଣ୍ଡନ କଲା ପୁତ୍ରସନ୍ତାନଟିଏ। ସାତଟି କନ୍ୟା ସନ୍ତାନର ଜନକଜନନୀ ବାଲିଆର ନୀଳକଣ୍ଠେଶ୍ଵର ମହାଦେବଙ୍କ ପାଖରେ ଅଧିଆ ପଡି ସନ୍ତାନଟିଏ ପାଇଥିବାରୁ ପୁଅର ନାଁ ସରାଗରେ ଦେଲେ ନୀଳକଣ୍ଠ । କିନ୍ତୁ ଦାଶ ଦମ୍ପତି କି ଜାଣିଥିଲେ ସେ ପିଲା ଦିନେ ନିଜ ନାମକୁ ସାର୍ଥକ କରି 'ନୀଳକଣ୍ଠ' ବନିଯିବ -- ସମାଜର କଳୁଷପଙ୍କର ବିଷକୁ ପିଇ ପିଇ ! ସମାଜର ତାଡନା ସହି ସହି . .
ହେ ପ୍ରଭୁ, ଭବିଷ୍ୟତରେ ମୋତେ ଆଉ ପୁଅ ଦିଅନା, ନହେଲେ ସଂସାର ବନ୍ଧନରେ ମୁଁ ଦୁନିଆଁ ଭୁଲିଯିବି . . !
ଲେଖା: ଇଂ ରଜତ କୁମାର ପତି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଆଦର୍ଶ ଶିକ୍ଷାଦାନ, ଜନସେବା ଓ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିଥିବା ନିଃସ୍ୱାର୍ଥପର ଆର୍ତ୍ତ ସେବକ, ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ଆଚାର୍ଯ୍ୟ ହରିହର ଦାସ ମହୋଦୟଙ୍କ ଜନ୍ମ ହୋଇଥିଲା ୧୮୭୯ ମସିହା ଫେବୃୟାରୀ ମାସ ୧୨ ତାରିଖ, ଫଗୁଣ ଶୁକ୍ଳ ଚତୁର୍ଦ୍ଦଶୀ…
ଲେଖା: ଦେଵ ତ୍ରିପାଠୀ “ଆଉ ନିଦ୍ରାର ସମୟ ନାହିଁ, ଜଗତବ୍ୟାପୀ ଏଇ ସ୍ରୋତର ଅନୁକୂଳରେ ଯିବା ପାଇଁ ଆସ ପ୍ରସ୍ତୁତ ହେବା । xxx xxxx Sacrifice is the test of love. ଏହି ତ୍ୟାଗଶୀଳତା ଦ୍ଵାରା ଆମ୍ଭେମାନେ ସମସ୍ତଙ୍କର ହୃଦୟ ଆକର୍ଷଣ କରିପାରିବା । ଆମ ସମ୍ମୁଖରେ ପଡିରହିଛି ବିଶାଳ କର୍ମକ୍ଷେତ୍ର ।…